Sanju Samson Comeback / ବ୍ୟାଟିଂ କରିବ ଭାରତ, ଦଳକୁ ଫେରିଲେ ସଞ୍ଜୁ ଓ ବୁମରାହ୍
·5 months ago

Key Points
ଭାରତ-ନାମିବ୍ୟା ମ୍ୟାଚ୍
ଟସ୍ ଜିତି ବୋଲିଂ କରିବ ନାମିବ୍ୟା
ଭାରତୀୟ ଦଳକୁ ଫେରିଲେ ସଞ୍ଜୁ ଓ ବୁମରାହ
ଟସ୍ ଜିତି ବୋଲିଂ କରିବ ନାମିବ୍ୟା
ଭାରତୀୟ ଦଳକୁ ଫେରିଲେ ସଞ୍ଜୁ ଓ ବୁମରାହ
ବିଶ୍ବକପ୍ରେ ଗୁରୁବାର ଭାରତ ତା'ର ଦ୍ବିତୀୟ ମ୍ୟାଚ୍ ନାମିବ୍ୟା ବିପକ୍ଷରେ ଖେଳିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନାମିବ୍ୟା । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅସୁସ୍ଥ କାରଣରୁ ଅଭିଷେକ ଶର୍ମା ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବା ବେଳେ ମହମ୍ମଦ ସିରାଜଙ୍କ ସ୍ଥାନରେ ଯଶପ୍ରୀତ ବୁମରାହଙ୍କୁ ସୁଯୋଗ ମିଳିଛି ।
ଏଥିସହ ପଢ଼ନ୍ତୁ: କେମିତି ଅଛି ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ? ମ୍ୟାଚ୍ ଖେଳିବେ କି ନାହିଁ ତିଲକ ବର୍ମା ଦେଲେ ବଡ଼ ଅପଡେଟ୍
ଏଥିସହ ପଢ଼ନ୍ତୁ: କେମିତି ଅଛି ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ? ମ୍ୟାଚ୍ ଖେଳିବେ କି ନାହିଁ ତିଲକ ବର୍ମା ଦେଲେ ବଡ଼ ଅପଡେଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories