India Playing XI Today / ଟସ୍ ଜିତିଲା ଭାରତ, ଟିମ୍ ଇଣ୍ଡିଆରେ ୨ ପରିବର୍ତ୍ତନ...ଦଳକୁ ଫେରିଲେ ଅର୍ଶଦୀପ
·4 months ago·1 min read

Key Points
ଟି-୨୦ ବିଶ୍ବକପ୍: ଭାରତ-ନେଦରଲାଣ୍ଡ୍ସ ଟକ୍କର
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ
ଭାରତୀୟ ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ
ଭାରତୀୟ ଚୂଡ଼ାନ୍ତ ଏକାଦଶରେ ୨ ପରିବର୍ତ୍ତନ
ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡ ମଧ୍ୟରେ ଖେଳାଯାଉଛି ଶେଷ ଲିଗ୍ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଶେଷ ଲିଗ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆରେ ୨ଟି ପରିବର୍ତ୍ତନ କରାଯାଇଛି । କୁଲଦୀପ ଯାଦବଙ୍କ ସ୍ଥାନରେ ଅର୍ଶଦୀପ ସିଂହ ଫେରିଥିବା ବେଳେ ଅକ୍ସର ପଟେଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଛି ।
ଏହା ପୂର୍ବରୁ ଚଳିତ ଟି-୨୦ ବିଶ୍ବକପ୍ରେ ଭାରତ ୩ଟି ଲିଗ୍ ମ୍ୟାଚ୍ ଖେଳିଛି ଏବଂ ସମସ୍ତ ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରିଛି ଭାରତ ।
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଇଶାନ କିଶାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଜଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ
ଏହା ପୂର୍ବରୁ ଚଳିତ ଟି-୨୦ ବିଶ୍ବକପ୍ରେ ଭାରତ ୩ଟି ଲିଗ୍ ମ୍ୟାଚ୍ ଖେଳିଛି ଏବଂ ସମସ୍ତ ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରିଛି ଭାରତ ।
Presenting #TeamIndia's Playing XI for the contest in Ahmedabad 👌
— BCCI (@BCCI) February 18, 2026
Updates ▶️ https://t.co/SdXngdnwKB#T20WorldCup | #MenInBlue | #INDvNED pic.twitter.com/KYEpYmugHX
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଇଶାନ କିଶାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ଜଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories