ODI Match News / ଦ୍ୱିତୀୟ ଦିନିକିଆ : ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ପ୍ରଥମେ ବ୍ୟାଟିଂ କରୁଛି ଭାରତ
·8 months ago·2 min read

Key Points
ମ୍ୟାଚ୍ ଦିନ ୧ଟା ୩୦ରୁ ଆରମ୍ଭ ହୋଇଛି। ତେବେ ମୁଲାବିଲାରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ । କିଓ୍ୱି ଅଧିନାୟକ ମାଇକେଲ୍ ବ୍ରେସଓ୍ୱେଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଚିଂ କରୁଛି ଟିମ୍ ଇଣ୍ଡିଆ ।
ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ମ୍ୟାଚ୍ ଦିନ ୧ଟା ୩୦ରୁ ଆରମ୍ଭ ହୋଇଛି। ତେବେ ମୁଲାବିଲାରେ ଟସ୍ ଜିତିଛି ନ୍ୟୁଜିଲାଣ୍ଡ । କିଓ୍ୱି ଅଧିନାୟକ ମାଇକେଲ୍ ବ୍ରେସଓ୍ୱେଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଚିଂ କରୁଛି ଟିମ୍ ଇଣ୍ଡିଆ । ଭାରତ ପୂର୍ବ ମ୍ୟାଚ୍ ଭଳି ଏଥର ରନ୍ ଚେଜ୍ କରିପାରିବ ନାହିଁ । ତେବେ ବଡ ସ୍କୋର୍ କରିବା ଲକ୍ଷ୍ୟରେ ଗିଲ୍ ସେନା ରହିବ ।
ଏହାସହ ପଢ଼ନ୍ତୁ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୋଷ୍ଟ ଦେଖି ସମସ୍ତେ କରୁଛନ୍ତି ପ୍ରଶଂସା
ଓ୍ୱାସିଂଟନ୍ ଆଉଟ୍
ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର ଆହତ ଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି।ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ସେ ଆହତ ହୋଇଥିଲେ । ତାଙ୍କ ଅଣ୍ଟା ଏବଂ ପିଠିର ମାଂସପେଶୀରେ କଷ୍ଟ ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ବିଶ୍ରାମ ଦରକାର । ଯେଉଁଥିପାଇଁ ସୁନ୍ଦରଙ୍କ ଜାଗାରେ ଆୟୁଷ ବଦୋନୀଙ୍କୁ ଦଳରେ ସାମିଲ କରାଯାଇଛି । ସେ ରାଜକୋଟରେ ଦଳ ପାଇଁ ପଦାର୍ପଣ କରିପାରନ୍ତି । ଦଳକୁ୫ନମ୍ବର ସ୍ଥାନରେ ଏପରି ଜଣେବ୍ୟାଟର ଦରକାର ଯିଏକି ବୋଲିଂ କରିବା ସହ ବ୍ୟାଟିଂ ମଧ୍ୟ କରିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ବାଂଲାଦେଶର ଅନୁରୋଧକୁ ରିଜେକ୍ଟ କଲା ICC, ଭାରତରେ ହିଁ ଟି-୨୦ ବିଶ୍ୱକପ୍ ଖେଳିବ ବାଂଲା ଟିମ୍
ରୋହିତ-ବିରାଟଙ୍କ ଉପରେ ନଜର
ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦମଦାର୍ ବ୍ୟାଟିଂ କରିଥିଲେ ବିରାଟ କୋହଲି । ସେ୯୩ ରନ୍ କରି ଆଉଟ୍ ହୋଇଥିଲେ । ରାଜକୋଟରେ ମଧ୍ୟ ତାଙ୍କ ବ୍ୟାଟରୁ ବଡ ସ୍କୋର ଆଶା କରୁଛନ୍ତି ଫ୍ୟାନ୍ସ୍ । ସେପଟେ ରୋହିତ ଶର୍ମା ଭଲ ଷ୍ଟାର୍ଟ୍ ଦେଇଥିଲେ ବି ବଡ ସ୍କୋର୍ କରିପାରିନଥିଲେ । ତେଣୁ ରାଜକୋଟରେ ସେ ବଡ ପାଳି ଖେଳିପାରନ୍ତି ।
ଭାରତର ପ୍ଲେଇଂ ୧୧:
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣା।

Related Topics
Explore more stories