Asian Games Cricket / ଫାଇନାଲ୍ରେ ପାକିସ୍ତାନକୁ ହରାଇବ ତ ଭାରତ? ବୈଭବଙ୍କ ବ୍ୟାଟ୍ରୁ ରନ୍ ବର୍ଷା ହେବ ତ?
·1 hour ago·2 min read

Key Points
ସମସ୍ତଙ୍କ ଅପେକ୍ଷାରେ ବୈଭବ ସୂର୍ଯ୍ୟବଂଶୀ
ପାକିସ୍ତାନ ବିପକ୍ଷରେ ବ୍ୟାଟରୁ ରନ ବର୍ଷା ହେବ ତ? ତାହା ଏବେ ବଡ଼ ପ୍ରଶ୍ନ

ସମସ୍ତଙ୍କ ଅପେକ୍ଷାରେ ବୈଭବ ସୂର୍ଯ୍ୟବଂଶୀ। ପାକିସ୍ତାନ ବିପକ୍ଷରେ ବ୍ୟାଟରୁ ରନ ବର୍ଷା ହେବ ତ? ତାହା ଏବେ ବଡ଼ ପ୍ରଶ୍ନ। ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲଟେଜ ସ୍ୱର୍ଣ୍ଣ ପଦକ ମ୍ୟାଚ୍ରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିବ ଏବଂ ପରାଜିତ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ଏହାସହ ପଢ଼ନ୍ତୁ: ଏସୀୟ କ୍ରୀଡ଼ା: ମହିଳା ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତ ବିଜୟୀ ହେବାକୁ ହେଲେ ବ୍ୟାଟରମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଏକାନ୍ତ ଆବଶ୍ୟକ। ବିଶେଷ କରି ଓପନିଂ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିବ, ଯିଏ ଦଳକୁ ଏକ ଦ୍ରୁତ ଆରମ୍ଭ ଦେବାକୁ ଚେଷ୍ଟା କରିବେ। ତେବେ ପାକିସ୍ତାନ ବିପକ୍ଷରେ ଏହି ଯୁବ ଖେଳାଳିଙ୍କ ପ୍ରଦର୍ଶନ ଗ୍ରାଫ୍ ପୂର୍ବରୁ ଆଶାଜନକ ରହି ନ ଥିବାରୁ ତାଙ୍କ ଉପରେ ଭରସା କରିବା ଟିକିଏ କଷ୍ଟକର ମନେହେଉଛି।
ବୈଭବ ପାକିସ୍ତାନ ବିପକ୍ଷରେ ପୂର୍ବରୁ ୫ଟି ଇନିଂସ୍ ଖେଳିଛନ୍ତି ଏବଂ ପ୍ରତ୍ୟେକ ମ୍ୟାଚ୍ରେ ସେ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପାକିସ୍ତାନ ବିପକ୍ଷ ୫ଟି ଇନିଂସରେ ସେ ୨୧.୪ ଗଡ଼ରେ ମାତ୍ର ୧୦୭ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪.୬୬ ରହିଛି ଏବଂ ସେ ପାକିସ୍ତାନ ବିପକ୍ଷରେ ଗୋଟିଏ ହେଲେ ବି ଅର୍ଦ୍ଧଶତକ କିମ୍ବା ଶତକ ହାସଲ କରିପାରିନାହାନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଚଳିତ ଏସିଆନ୍ ଗେମ୍ସର ସେମିଫାଇନାଲ୍ରେ ଶ୍ରୀଲଙ୍କା ବିପକ୍ଷରେ ବୈଭବ ୨୧ଟି ବଲ୍ରୁ ୩୮ ରନ୍ର ଏକ ଦ୍ରୁତ ଇନିଂସ ଖେଳିଥିଲେ, ଯାହା ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୪୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ଚମତ୍କାର ଫର୍ମକୁ ସେ ପାକିସ୍ତାନ ବିପକ୍ଷ ଫାଇନାଲ୍ ମ୍ୟାଚ୍ରେ ଦୋହରାଇବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।
Related Topics
Explore more stories