India vs Zimbabwe 1st T20I / ୭ଟା କି ୭:୩୦ ନୁହେଁ...ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଭାରତ-ଜିମ୍ବାୱେ T20 ମ୍ୟାଚ୍
·1 month ago·2 min read

Key Points
ଭାରତ-ଜିମ୍ବାୱେ T20 ମ୍ୟାଚ୍ ପାଇଁ ନୂଆ ସମୟ
କେତେବେଳେ ଅଆରମ୍ଭ ହେବ ମ୍ୟାଚ୍
ଜାଣନ୍ତୁ କେଉଁଠି ଦେଖିବେ LIVE
କେତେବେଳେ ଅଆରମ୍ଭ ହେବ ମ୍ୟାଚ୍
ଜାଣନ୍ତୁ କେଉଁଠି ଦେଖିବେ LIVE
ଆଜିଠୁ ଆରମ୍ଭ ହେଉଛି ଭାରତ-ଜିମ୍ବାଓ୍ବେ ଟି-୨୦ ସିରିଜ୍ । ହରାରେରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ସମସ୍ତଙ୍କ ନଜର ରହିବ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ । ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ ପରେ ଏହି ଯୁବ ତାରକା ନିଜ ବ୍ୟାଟ୍ରେ କେମିତି ଧମାକା କରିବେ, ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି । ତେବେ କେତେବେଳେ ଆରମ୍ଭ ହେବ ମ୍ୟାଚ୍ ? କେଉଁଠି ଦେଖିପାରିବେ ଲାଇଭ୍? ଏବଂ କେମିତି ରହିବ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ? ଜାଣନ୍ତୁ...
ଭାରତ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ T20 ମ୍ୟାଚ୍ ୨୩ ଜୁଲାଇରେ ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯିବ । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ସିରିଜ୍ର ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ୍ ଆୟର୍ ନେବେ, ଯେତେବେଳେ ତିଲକ ବର୍ମା ଉପଅଧିନାୟକ ଦାୟିତ୍ୱ ନେବେ ।
ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୪ଟା ୩୦ ମିନିଟ୍ରେ ଆରମ୍ଭ ହେବ । ଏହାର ୩୦ ମିନିଟ୍ ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୪ଟାରେ ଦୁଇ ଦଳର ଅଧିନାୟକ ଟସ୍ ପାଇଁ ମଇଦାନକୁ ଆସିବେ। ୨୦ ଓଭର୍ର ଏହି ମୁକାବିଲା ପ୍ରାୟ ରାତି ୮ଟା ସୁଦ୍ଧା ଶେଷ ହେବା ଆଶା କରାଯାଉଛି ।
ଏହି ମ୍ୟାଚ୍ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟ୍ସ କିମ୍ବା ସୋନି ସ୍ପୋର୍ଟ୍ସ ନେଟୱର୍କରେ ହେବ ନାହିଁ । ନୂଆ ସ୍ପୋର୍ଟ୍ସ ଚ୍ୟାନେଲ୍ Unite8 ସ୍ପୋର୍ଟ୍ସ ନେଟୱର୍କରେ ମ୍ୟାଚ୍ର ଲାଇଭ୍ ପ୍ରସାରଣ କରାଯିବ। ଏହା ସହ ଦର୍ଶକମାନେ DD Sports ରେ ମଧ୍ୟ ମାଗଣାରେ ମ୍ୟାଚ୍ ଦେଖିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ କଥା କହିଲେ, ଏହି ମ୍ୟାଚ୍ JioHotstar କିମ୍ବା Sony Livରେ ଉପଲବ୍ଧ ହେବ ନାହିଁ। ତେବେ ମୋବାଇଲ୍ ଓ ଲ୍ୟାପଟପ୍ ୟୁଜର୍ସମାନେ FanCode ଆପ୍ ଓ ୱେବସାଇଟ୍ ମାଧ୍ୟମରେ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ।
ଭାରତର ସମ୍ଭାବ୍ୟ ଦଳ
ଶ୍ରେୟସ୍ ଆୟର୍ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପଅଧିନାୟକ), ଈଶାନ କିଶନ (ୱିକେଟକିପର୍), ଶିବମ୍ ଦୁବେ, ସୂର୍ଯ୍ୟାଂଶ ଶେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ, ପ୍ରଭସିମରନ୍ ସିଂହ (ୱିକେଟକିପର୍), ରବି ବିଷ୍ଣୋଇ

Related Topics
Explore more stories