IND vs WI 3rd Test / ଆଜି ଭାରତ ବନାମ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦ ମ୍ୟାଚ୍; ପ୍ଲେଇଙ୍ଗ-୧୧ ଜାଣନ୍ତୁ
·1 hour ago·2 min read

Key Points
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ଆଜି
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍
୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍
୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି
ଇନ୍ଦୋର: ଆଜି ଇନ୍ଦୋରରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ତୃତୀୟ ଟି୨୦ ଜିତିବାକୁ ସବୁ ବଳ ଲଗାଇବେ ଦୁଇ ଦଳ । ପୂର୍ବରୁ ଖେଳାଯାଇଥିବା ଦୁଇଟି ଟି୨୦ରୁ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ସ୍ଥିତି ବରାବର ରଖିଛନ୍ତି । ତେଣୁ ଆଜିର ମ୍ୟାଚ ଜିତି ସିରିଜରେ ଗୋଟିଏ ପାଦ ଆଗକୁ ଯିବାକୁ ଉଦ୍ୟମ କରିବେ। ଭାରତୀୟ ସମୟ ସନ୍ଧ୍ୟା ୭:୦୦ ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ । ତେବେ ଆଜି ବୈଭବ ସୂର୍ଯ୍ୟବଂଶୀ ଖେଳିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ହେଉଛି ।
ପ୍ରଥମ ଟି-୨୦ରେ ଭାରତ ୱେଷ୍ଟଇଣ୍ଡିଜ୍ର ୧୭୨ ରନ୍ ଟାର୍ଗେଟକୁ ୧୪.୪ ଓଭରରେ ହାସଲ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୯ଟି ବଲ୍ ବାକିଥାଇ ୨୫୦ ରନ୍ ଟାର୍ଗେଟ ହାସଲ କରିଥିଲା । ପୂର୍ବ ଦୁଇଟି ମ୍ୟାଚ୍ରେ ୭୨.୨ ଓଭର ଖେଳ ହୋଇଥିଲା, ଯାହା ଫଳରେ ମୋଟ ୮୪୪ ରନ୍ ହୋଇଥିଲା । ତେଣୁ ଇନ୍ଦୋରରେ ଉଚ୍ଚ ସ୍କୋର ଆଶା କରାଯାଉଛି । ଭାରତ ୨୦୧୭ରେ ସମାନ ଗ୍ରାଉଣ୍ଡରେ ଏକ ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ୨୬୦ ରନ୍ କରିଥିଲା । ତେବେ ଆଜିର ମ୍ୟାଚ୍ରେ ମଧ୍ୟ ବୈଭବ ସୂର୍ଯ୍ୟବଂଶୀ ଖେଳିନପାରନ୍ତି ।
ପଢନ୍ତୁ ଏହି ଖବର: ୨୫୦ ରନ୍ ବି ବଞ୍ଚାଇପାରିଲାନି ଭାରତ; ରାଗିଗଲେ ଗମ୍ଭୀର, ଏମାନଙ୍କ କ୍ୟାରିଅର ସଙ୍କଟରେ
ୱେଷ୍ଟଇଣ୍ଡିଜ୍: ଶାଇ ହୋପ୍ (ଅଧିନାୟକ, ୱିକେଟ୍ କିପର), କାମିଲ୍ ପୁରନ୍, ଶିମ୍ରନ୍ ହେଟମାୟର, ରୋଭମାନ ପାୱଲ୍, ଶେରଫେନ ରାଉଟରଫୋର୍ଡ, ରୋମାରିଓ ଶେଫାର୍ଡ, ରୋଷ୍ଟନ୍ ଚେଜ୍, ଶାମର ସ୍ପ୍ରିଙ୍ଗର, ଅକିଲ ହୁସେନ୍, ଶମାର ଜୋସେଫ, ଗୁଡାକେଶ ମୋତି ।

Touchdown Indore 📍 #TeamIndia | #INDvWI | @mflone_ https://t.co/UiPlQCiFa9
— BCCI (@BCCI) October 10, 2026
- କଣ କହୁଛି ହେଡ୍-ଟୁ-ହେଡ୍ ରେକର୍ଡ ?
- ଇନ୍ଦୋରରେ ବ୍ୟାଟ୍ସମ୍ୟାନ୍-ଅନୁକୂଳ ପିଚ୍
ପଢନ୍ତୁ ଏହି ଖବର: ୨୫୦ ରନ୍ ବି ବଞ୍ଚାଇପାରିଲାନି ଭାରତ; ରାଗିଗଲେ ଗମ୍ଭୀର, ଏମାନଙ୍କ କ୍ୟାରିଅର ସଙ୍କଟରେ
- ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ-୧୧
ୱେଷ୍ଟଇଣ୍ଡିଜ୍: ଶାଇ ହୋପ୍ (ଅଧିନାୟକ, ୱିକେଟ୍ କିପର), କାମିଲ୍ ପୁରନ୍, ଶିମ୍ରନ୍ ହେଟମାୟର, ରୋଭମାନ ପାୱଲ୍, ଶେରଫେନ ରାଉଟରଫୋର୍ଡ, ରୋମାରିଓ ଶେଫାର୍ଡ, ରୋଷ୍ଟନ୍ ଚେଜ୍, ଶାମର ସ୍ପ୍ରିଙ୍ଗର, ଅକିଲ ହୁସେନ୍, ଶମାର ଜୋସେଫ, ଗୁଡାକେଶ ମୋତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories