Hitman TV Show Debut / କ୍ରିକେଟ ପରେ ଏବେ TVରେ ଛାଇଯିବେ ରୋହିତ; ଖୁବଶୀଘ୍ର ଡେବ୍ୟୁ
·2 hours ago·2 min read

Key Points
ଖୁବଶୀଘ୍ର ଆସୁଛି ହିଟମ୍ୟାନ୍ ଶୋ'
ଟିଜର ଜାରି କରି ସୂଚନା ଦେଲେ ରୋହିତ
ଟିଜର ଜାରି କରି ସୂଚନା ଦେଲେ ରୋହିତ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମା ଆଉ କେବଳ ପଡ଼ିଆରେ ଚୌକା ଏବଂ ଛକା ମାରିବାର ଦେଖାଯିବେ ନାହିଁ, ବରଂ ଖୁବଶୀଘ୍ର ମନୋରଞ୍ଜନ ଜଗତରେ ମଧ୍ୟ ତାଙ୍କର ନୂତନ ଅବତାର ଦେଖାଇବାକୁ ଯାଉଛନ୍ତି । କ୍ରିକେଟ ପଡ଼ିଆରେ ନିଜର ଅଧିନାୟକତ୍ୱ ଏବଂ ଚମତ୍କାର ବ୍ୟାଟିଂ ଦ୍ୱାରା ହୃଦୟ ଜିତିଥିବା ରୋହିତ ଏବେ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି । ନିକଟରେ ରୋହିତ ନିଜେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଶୋ' ବିଷୟରେ ସଙ୍କେତ ଦେଇଛନ୍ତି ।
ପଢନ୍ତୁ ଏହି ଖବର: "ମୁଁ କଣ କରିବି ?" ଫ୍ୟାନ୍ସଙ୍କ କାର୍ଯ୍ୟକଳାପରେ ଚିଡ଼ିଗଲେ ରୋହିତ ଶର୍ମା…
- ରୋହିତଙ୍କ ଟିଭି ଡେବ୍ୟୁ
- ଶୋ’ ଆସିଲେ କ’ଣ ହେବ ?
ପଢନ୍ତୁ ଏହି ଖବର: "ମୁଁ କଣ କରିବି ?" ଫ୍ୟାନ୍ସଙ୍କ କାର୍ଯ୍ୟକଳାପରେ ଚିଡ଼ିଗଲେ ରୋହିତ ଶର୍ମା…
- ଏହି ଶୋ’ଟି କିପରି ହେବ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories