Hardik Pandya OUT / କାହିଁକି ଦିଲ୍ଲୀ ବିପକ୍ଷରେ ଖେଳୁନାହାନ୍ତି ହାର୍ଦ୍ଦିକ ? କାରଣ କହିଲେ SKY
·5 months ago·2 min read

Key Points
ଦିଲ୍ଲୀ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ପାଣ୍ଡ୍ୟା
ହାର୍ଦ୍ଦିକଙ୍କୁ ନେଇ ସୂର୍ଯ୍ୟ ଦେଲେ ବଡ଼ ଅପଡେଟ୍
ହାର୍ଦ୍ଦିକଙ୍କୁ ନେଇ ସୂର୍ଯ୍ୟ ଦେଲେ ବଡ଼ ଅପଡେଟ୍
ଆଇପିଏଲ ୨୦୨୬ର ଅଷ୍ଟମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି । ଏଠାରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ ମୁମ୍ବାଇ ଇଣ୍ଡିଆନ୍ସ (MI) । ଦିଲ୍ଲୀର ଅଧିନାୟକ ଅକ୍ଷର ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ମ୍ୟାଚରେ ହାର୍ଦ୍ଦିକ ଖେଳୁନଥିବାରୁ ଅଧିନାୟକତ୍ଵ କରୁଛନ୍ତି ସୂର୍ଯ୍ୟକୁମାର ଯାଦବ ।
ପଢନ୍ତୁ ଏହି ଖବର: RCB ପ୍ରଶ୍ନରେ ରାଗିଗଲେ ବିରାଟ କୋହଲି.... ଦେଲେ ଏମିତି ଉତ୍ତର
- ସୂର୍ଯ୍ୟ କହିଲେ କାରଣ
- ଅକ୍ଷର ପଟେଲ କଣ କହିଥିଲେ?
ପଢନ୍ତୁ ଏହି ଖବର: RCB ପ୍ରଶ୍ନରେ ରାଗିଗଲେ ବିରାଟ କୋହଲି.... ଦେଲେ ଏମିତି ଉତ୍ତର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଦିଲ୍ଲୀ ଏବଂ ମୁମ୍ବାଇ ଜିତିଛନ୍ତି ସିଜନର ନିଜର ପ୍ରଥମ ମ୍ୟାଚ୍
- ମ୍ୟାଚ୍ ପାଇଁ ପ୍ଲେଇଂ-୧
ଦିଲ୍ଲୀ କ୍ୟାପିଟାଲ୍ସ: କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ପଥୁମ୍ ନିସାଙ୍କା, ନୀତୀଶ ରାଣା, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟାନ୍ ଷ୍ଟବ୍ସ୍, ଡେଭିଡ ମିଲର, ବିପ୍ରଜ ନିଗମ, ଲୁଙ୍ଗି ନିଗିଡି, କୁଲଦୀପ ଯାଦବ, ଟି ନଟରାଜନ, ମୁକେଶ କୁମାର ।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା, ରିଆନ୍ ରିକେଲଟନ୍ (ୱିକେଟ୍ କିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ନମନ୍ ଧୀର, ଶେରଫେନ୍ ରଦରଫୋର୍ଡ, ମିଚେଲ ସାଣ୍ଟନର୍, କର୍ବିନ ବଶ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଜସପ୍ରୀତ ବୁମ୍ରା ।
Related Topics
Explore more stories