CSK Vs RCB / ଚିନ୍ନାସ୍ଵାମୀରେ ଆଜି ମୁହାଁମୁହିଁ ହେବେ RCB ଓ ଚେନ୍ନାଇ; କାହାର ପଲ୍ଲା ଭାରି ?
·2 days ago·2 min read

Key Points
ଆଜି ସନ୍ଧ୍ୟାରେ IPLର ହାଇଭୋଲ୍ଟେଜ୍ ମ୍ୟାଚ୍
ଚିନ୍ନାସ୍ଵାମୀରେ ପରସ୍ପରକୁ ଭେଟିବେ RCB ଓ ଚେନ୍ନାଇ
ଆଜି କମାଲ୍ କରିବ କି ଥାଲାଙ୍କ ଟିମ୍
ଚିନ୍ନାସ୍ଵାମୀରେ ପରସ୍ପରକୁ ଭେଟିବେ RCB ଓ ଚେନ୍ନାଇ
ଆଜି କମାଲ୍ କରିବ କି ଥାଲାଙ୍କ ଟିମ୍
ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲର ଆଜି ୧୧ତମ ମୁକାବିଲା । ବେଙ୍ଗାଲୁରୁର ଚିନ୍ନାସ୍ଵାମୀରେ ପରସ୍ପରକୁ ଭେଟିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ଚେନ୍ନାଇ ସୁପର କିଙ୍ଗସ୍ (CSK) । ଏହି ଷ୍ଟାଡିୟମଟି ନିଜର ଛୋଟ ବ୍ରାଉଣ୍ଡ୍ରି ଓ ବ୍ୟାଟିଂ ଲାଗି ଅନୁକୂଳ ପିଚ୍ ବୋଲି କୁହାଯାଏ । ଉଭୟ ଟିମ୍ ଆଇପିଏଲରେ ୩୭ ଥର ଲାଗି ପରସ୍ପରର ଆମ୍ନା ସାମ୍ନା ହେବେ । ଲଗାତାର ମ୍ୟାଚ୍ ହାରୁଥିବା ସିଏସକେ ଆଜି କିଛି କମାଲ୍ କରିବ କି ନାହିଁ ତାହାକୁ ଚାହିଁ ବସିଛନ୍ତି ଫ୍ୟାନ୍ସ । ତେବେ ଆଜି କାହାର ପଲ୍ଲା ଭାରି ଅଛି ଆସନ୍ତୁ ଜାଣିନେବା ।
ଆଜି ସନ୍ଧ୍ୟା ୭.୩୦ଟାରେ ଉଭୟ ଟିମ ଚିନ୍ନାସ୍ଵାମୀରେ ମୁହାଁମୁହିଁ ହେବେ । ଡିଫେଣ୍ଡିଂ ଚାମ୍ପିଆନ୍ ଆରସିବି ପର୍ଯ୍ୟାପ୍ତ ଆରାମ କରିବା ପରେ ସିଜିନର ଦ୍ଵିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଆରସିବି ନିଜର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୬ ୱିକେଟରେ ହରାଇଥିଲା । ଅନ୍ୟପଟେ ଚେନ୍ନାଇ ସିଜିନର ତୃତୀୟ ମ୍ୟାଚ୍ ଖେଳି ବିଜୟର ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ୫ଥର ଚମ୍ପିଆନ୍ ଥିବା ଚେନ୍ନାଇ ପ୍ରଥମ ମୁକାବିଲାରେ ରାଜସ୍ଥାନଠାରୁ ୮ ୱିକେଟରେ ହାରିଥିବାବେଳେ ଦ୍ଵିତୀୟ ମ୍ୟାଚରେ ପଞ୍ଜାବଠାରୁ ୫ ୱିକେଟରେ ହାରିଥିଲା ।
ପଢନ୍ତୁ ଏହି ଖବର: ମୋତେ ଗାଳି ଦିଅ, କିନ୍ତୁ ସତ ଏୟା...ରାଗିଗଲେ ଅଶ୍ଵିନ
ଇମ୍ପାକ୍ଟ ପ୍ଲେୟାର: ସୁୟାଶ ଶର୍ମା
CSK: ସଞ୍ଜୁ ସାମସନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ (ଅଧିନାୟକ), ଆୟୁଷ ମାଥ୍ରେ, ସରଫରାଜ ଖାନ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ବୀର, ମ୍ୟାଟ ହେନେରୀ, ନୁର ଅହମ୍ମଦ / ଗୁରଜପନୀତ ସିଂ, ଅନସୁଲ କମ୍ବୋଜ / ଜେମି ଓଭରଟନ୍, ଖଲେଲ ଅହମ୍ମଦ ।
ଇମ୍ପାକ୍ଟ ପ୍ଲେୟାର: ରାହୁଲ ଚହର/ଅକିଲ ହୋସେନ

- RCB vs CSK: କେମିତି ରହିଛି ପୁରୁଣା ରେକର୍ଡ ?
ପଢନ୍ତୁ ଏହି ଖବର: ମୋତେ ଗାଳି ଦିଅ, କିନ୍ତୁ ସତ ଏୟା...ରାଗିଗଲେ ଅଶ୍ଵିନ
- ପିଚ୍ ଏବଂ ପାଣିପାଗ ରିପୋର୍ଟ
- ଉଭୟ ଦଳର ପ୍ଲେଇଙ୍ଗ-୧୧
ଇମ୍ପାକ୍ଟ ପ୍ଲେୟାର: ସୁୟାଶ ଶର୍ମା
CSK: ସଞ୍ଜୁ ସାମସନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ (ଅଧିନାୟକ), ଆୟୁଷ ମାଥ୍ରେ, ସରଫରାଜ ଖାନ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ବୀର, ମ୍ୟାଟ ହେନେରୀ, ନୁର ଅହମ୍ମଦ / ଗୁରଜପନୀତ ସିଂ, ଅନସୁଲ କମ୍ବୋଜ / ଜେମି ଓଭରଟନ୍, ଖଲେଲ ଅହମ୍ମଦ ।
ଇମ୍ପାକ୍ଟ ପ୍ଲେୟାର: ରାହୁଲ ଚହର/ଅକିଲ ହୋସେନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories