Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Retention / ରିଟେନସନ୍‌ ଲିଷ୍ଟ ଜାରି କଲେ ୧୦ ଫ୍ରାଞ୍ଚାଇଜ୍‌, ଜାଣନ୍ତୁ କେଉଁ ଦଳ କାହାକୁ କଲା ରିଲିଜ୍‌...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ରିଟେନସନ୍‌ ଲିଷ୍ଟ ଜାରି କଲେ ୧୦ ଫ୍ରାଞ୍ଚାଇଜ୍‌, ଜାଣନ୍ତୁ କେଉଁ ଦଳ କାହାକୁ କଲା ରିଲିଜ୍‌...

Key Points

ଆଇପିଏଲ ୨୦୨୬ ପୂର୍ବରୁ ଜାରି ହେଲା ରିଟେନସନ୍‌ ତାଲିକା । ଜାଣନ୍ତୁ କେଉଁ ଦଳ କାହାକୁ ଛାଡ଼ିଲେ...
ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । IPL ୨୦୨୬ ପୂର୍ବରୁ ମିନି ଅକ୍ସନ ଅନୁଷ୍ଠିତ ହେବ । ଏହି ନିଲାମ ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ରିଟେନସନ୍‌ ଲିଷ୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ମଧ୍ୟ ସେମାନଙ୍କ ରିଟେନସନ୍‌ ତାଲିକା ଦାଖଲ କରିଛନ୍ତି । ତେବେ ଜାଣନ୍ତୁ କେଉଁ ଦଳ, କେଉଁ ଖେଳାଳିଙ୍କୁ ରିଲିଜ୍‌ କରିଛି...

୧. ଚେନ୍ନାଇ ସୁପର କିଙ୍ଗସ୍

ରଚିନ୍ ରବିନ୍ଦ୍ର, ଡେଭନ୍ କନୱେ, ମାଥିଶା ପଥିରଣା, ବଂଶ ବେଦୀ, ଦୀପକ ହୁଡା, ରାହୁଲ ତ୍ରିପାଠି, ଶେଖ ରସିଦ, ସି ଆଣ୍ଡ୍ରେ ସିଦ୍ଧାର୍ଥ, କମଲେଶ ନାଗରକୋଟି ଏବଂ ବିଜୟ ଶଙ୍କର

୨. କୋଲକାତା ନାଇଟ୍ ରାଇଡର୍ସ

ଭେଙ୍କଟେଶ ଆୟର (୨୩.୭୫ କୋଟି ଟଙ୍କା), ଆନ୍ଦ୍ରେ ରସେଲ (୧୨ କୋଟି ଟଙ୍କା), କ୍ୱିଣ୍ଟନ୍ ଡି କକ୍ (୩.୬ କୋଟି ଟଙ୍କା), ମୋଇନ୍ ଅଲି (୨ କୋଟି ଟଙ୍କା) ଏବଂ ଆନରିଚ୍ ନର୍କିଆ(୬.୫ କୋଟି ଟଙ୍କା), ରହମାନୁଲ୍ଲା ଗୁରବାଜ୍, ସ୍ପେନ୍ସର ଜନସନ୍, ଲାଭନିଥ୍ ସିସୋଦିଆ ଏବଂ ଚେତନ ସାକାରିଆ

୩. ମୁମ୍ବାଇ ଇଣ୍ଡିଆନ୍ସ

ଲିଜାଦ ୱିଲିୟମ୍ସ, ମୁଜୀବ ଉର ରହମାନ, ବେଭନ୍ ଜାକବ୍ସ ଏବଂ ରିସ୍ ଟପଲି, ଭିଗ୍ନେଶ ପୁଥୁର, ଭି ସତ୍ୟନାରାୟଣ ରାଜୁ, କେଏଲ ଶ୍ରୀଜିତ ଏବଂ କର୍ଣ୍ଣ ଶର୍ମା

୪. ରାଜସ୍ଥାନ ରୟାଲ୍ସ

ଫଜଲହକ୍ ଫାରୁକି, ୱାନିନ୍ଦୁ ହସରଙ୍ଗା ଏବଂ ମହୀଶ ତୀକ୍ଷଶଣା, ଆକାଶ ମାଧୱାଲ, ଅଶୋକ ଶର୍ମା, କୁନାଲ ରାଠୋର ଏବଂ କୁମାର କାର୍ତ୍ତିକେୟ

୫. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ମୟଙ୍କ ଅଗ୍ରୱାଲ, ସ୍ୱସ୍ତିକ ଚିକାରା, ଟିମ୍ ସେଫର୍ଟ, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍, ମନୋଜ ଭଣ୍ଡାଗେ, ଲୁଙ୍ଗି ଏନଗିଡି, ବ୍ଲେସିଂ ମୁଜାରାବାନି ଏବଂ ମୋହିତ ରାଠି

୬. ପଞ୍ଜାବ କିଙ୍ଗ୍ସ

ଗ୍ଲେନ୍ ମ୍ୟାକ୍ସୱେଲ୍, ଜୋଶ୍ ଇନଗ୍ଲିସ୍, ଆରୋନ୍ ହାର୍ଡି, କୁଲଦୀପ ସେନ୍ ଏବଂ ପ୍ରବୀଣ ଦୁବେ

୭. ସନରାଇଜର୍ସ ହାଇଦ୍ରାବାଦ

ଅଭିନବ ମନୋହର, ଅଥର୍ବ ତାୟଡେ, ସଚିନ୍ ବେବି, ୱାଇଆନ୍ ମୁଲଡର, ସିମରଜିତ ସିଂହ, ରାହୁଲ ଚହର ଏବଂ ଆଡାମ ଜାମ୍ପା

୮. ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ


ଆକାଶ ଦୀପ, ରବି ବିଷ୍ନୋଇ, ଆର୍ଯ୍ୟନ୍ ଜୁୟାଲ୍, ଡେଭିଡ୍ ମିଲର୍, ଯୁବରାଜ ଚୌଧୁରୀ, ରାଜୱର୍ଦ୍ଧନ ହଙ୍ଗେରଗେକର ଏବଂ ଶାମର ଜୋସେଫ

୯. ଗୁଜୁରାଟ ଟାଇଟାନ୍ସ

ଜେରାଲ୍ଡ କୋଟଜେ, କରିମ ଜନତ, ମହିପାଲ ଲୋମୋର, କୁଲୱନ୍ତ ଖେଜ୍ରୋଲିଆ ଏବଂ ଦାସୁନ୍ ଶନକା

୧୦. ଦିଲ୍ଲୀ କ୍ୟାପିଟାଲ୍ସ

ଫାଫ୍ ଡୁ ପ୍ଲେସିସ୍, ଜେକେ ଫ୍ରେଜର-ମ୍ୟାକଗର୍କ୍, ସେଦିକୁଲ୍ଲା ଅଟଳ, ମନୱନ୍ତ କୁମାର, ମୋହିତ ଶର୍ମା ଏବଂ ଦର୍ଶନ ନାଲକାଣ୍ଡେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL 2026 Retention List: Full List of Players Released by All 10 Teams | Argus News