IPL Auction Full list / IPL ନିଲାମ 2026: ସମସ୍ତ ବିକ୍ରି ହୋଇଥିବା ଏବଂ ବିକ୍ରୟ ହୋଇନଥିବା ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା
·9 months ago·3 min read

Key Points
କ୍ୟାମେରନ ଗ୍ରୀନଙ୍କୁ KKR ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି
ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି
ହେଲେ ଭାରତୀୟ ବ୍ୟାଟର ପୃଥ଼୍ବୀ ଶ’ ଆଇପିଏଲ ନିଲାମର ପ୍ରଥମ ପର୍ଯ୍ୟାୟରେ ଅନ୍ ସୋଲ୍ଡ ରହିଛନ୍ତି

IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ସେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ହେଲେ ଭାରତୀୟ ବ୍ୟାଟର ପୃଥ଼୍ବୀ ଶ’ ଆଇପିଏଲ ନିଲାମର ପ୍ରଥମ ପର୍ଯ୍ୟାୟରେ ଅନ୍ ସୋଲ୍ଡ ରହିଛନ୍ତି। ତାଙ୍କର ବେସ୍ ପ୍ରାଇସ୍ 7.5 ମିଲିୟନ ଟଙ୍କା ଥିଲା। ତଥାପି ତାଙ୍କୁ କୌଣସି ଦଳ କିଣି ନ ଥିଲେ। ସେହିପରି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିକ୍ରୟ ହୋଇ ନାହାନ୍ତି। ଅନ୍ୟପକ୍ଷେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଥିବା ଡେଭନ୍ କନୱେ ମଧ୍ୟ ଅନସୋଲ୍ଡ ରହିଛନ୍ତି।
ଏହାସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି
ଏହି IPL ନିଲାମରେ କୋଲକାତା ନାଇଟ୍ ରାଇଡର୍ସର ସର୍ବାଧିକ ପର୍ସ ୬୪.୩ କୋଟି ରହିଛି। ଏହି ସମୟରେ, ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ଦ୍ୱିତୀୟ ସର୍ବାଧିକ ୪୩.୪ କୋଟି ଅଛି। ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ ପର୍ସ ₹୨.୭୫ କୋଟି ଅଛି।
ଆଇପିଏଲ 2026 ନିଲାମରେ ବିକ୍ରୟ ହୋଇଥିବା ପ୍ରଥମ ଖେଳାଳି ଡେଭିଡ ମିଲର ରହିଥିଲେ, ଯାହାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା। ଦିଲ୍ଲୀ ତାଙ୍କୁ ୨ କୋଟି(୨୦ମିଲିୟନ ଟଙ୍କା)ରେ କିଣିଥିଲା। ନିଲାମର ପ୍ରଥମ ପର୍ଯ୍ୟାୟରେ ବିକ୍ରୟ ନ ହୋଇଥିବା ଖେଳାଳିମାନେ ଯଦି ଦଳଗୁଡ଼ିକ ସେମାନଙ୍କ ନାମ ଦାଖଲ କରନ୍ତି ତେବେ ଆକ୍ସିଲେଟର ରାଉଣ୍ଡରେ ପୁନର୍ବାର ଖେଳିପାରିବେ।
2026 ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣର ନିଲାମ ପ୍ରକିୟା ଚାଲିଛି। ନିଲାମ ପ୍ରକିୟାରେ ସାମିଲ ଥିବା ୧୦ଟି ଦଳ ଗତ ମାସ ନଭେମ୍ୱର ୧୫ରେ ସେମାନଙ୍କ ରିଟେନଶନ ତାଲିକା ପ୍ରକାଶ କରିଥିଲେ। ଉଲ୍ଲେଖ ଯୋଗ୍ୟ, ଗୋଟିଏ ଦଳରେ ସର୍ବାଧିକ ୨୫ଜଣ ଖେଳାଳି ରହିପାରିବେ।
ଏହାସହ ପଢ଼ନ୍ତୁ: Asia Cupରେ ଚମକିଲେ ଅଭିଜ୍ଞାନ କୁଣ୍ଡୁ, ୧୨୧ ବଲ୍ରେ ଅପରାଜିତ ଦ୍ଵିଶତକ ହାସଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଇପିଏଲ ନିଲାମ 2026: ବିକ୍ରି ହୋଇଥିବା ଏବଂ ବିକ୍ରି ହୋଇନଥିବା ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା -
ଜେକ୍ ଫ୍ରେଜର-ମ୍ୟାକଗର୍କ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ଡେଭିଡ୍ ମିଲର୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଦିଲ୍ଲୀ କ୍ୟାପିଟାଲ୍ସ 2 କୋଟି ଟଙ୍କା
ପୃଥ୍ବୀ ଶ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନ୍ସୋଲ୍ଡ
ଡେଭନ୍ କନୱେ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
କ୍ୟାମେରନ୍ ଗ୍ରୀନ୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - କୋଲକାତା ନାଇଟ୍ ରାଇଡର୍ସ - 25.20 କୋଟି ଟଙ୍କା
ସରଫରାଜ ଖାନ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନସୋଲ୍ଡ
ଗସ୍ ଆଟକିନସନ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ରଚିନ ରବିନ୍ଦ୍ର - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ଲିଆମ୍ ଲିଭିଙ୍ଗଟୋନ୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ୱାଇଆନ୍ ମୁଲଡର - ମୂଳ ମୂଲ୍ୟ 1 କୋଟି ଟଙ୍କା - ଅନସୋଲ୍ଡ
ୱାନିନ୍ଦୁ ହସରଙ୍ଗା - ମୂଳ ମୂଲ୍ୟ 2 କୋଟି ଟଙ୍କା - ଏଲଏସଜି - 2 କୋଟି ଟଙ୍କା
ଭେଙ୍କଟେଶ୍ ଆୟାର - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଆରସିବି - ୭ କୋଟି ଟଙ୍କା
ଦୀପକ ହୁଡା - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
କେଏସ ଭାରତ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
କ୍ୱିଣ୍ଟନ ଡି କକ୍ - ମୂଳ ମୂଲ୍ୟ ୧ କୋଟି ଟଙ୍କା - ମୁମ୍ବାଇ ଇଣ୍ଡିଆନ୍ସ - ୧ କୋଟି ଟଙ୍କା
ରହମାନୁଲ୍ଲାହ ଗୁରବାଜ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
ଜନି ବେୟାରଷ୍ଟୋ - ମୂଳ ମୂଲ୍ୟ ୧ କୋଟି ଟଙ୍କା - ଅନସୋଲ୍ଡ
ଜାମି ସ୍ମିଥ୍ - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଅନସୋଲ୍ଡ
ବେନ୍ ଡକେଟ - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଦିଲ୍ଲୀ କ୍ୟାପିଟାଲ୍ସ - ୨ କୋଟି ଟଙ୍କା

Related Topics
Explore more stories