IPL New Teams / IPL ରେ ସାମିଲ ହେବେ କି ନୂଆ ଟିମ୍ ? ଅଧ୍ୟକ୍ଷ ଦେଲେ ବଡ଼ ବୟାନ
·5 months ago·2 min read

Key Points
ନୂଆ ଟିମ୍ ନେଇ IPLରେ ଚର୍ଚ୍ଚା
BCCI ଅଧିକାରୀଙ୍କ ଖୁଲାସା
ନୂଆ ଟିମ୍ ଏଣ୍ଟ୍ରି ଉପରେ ବଡ଼ ଅପଡେଟ୍
BCCI ଅଧିକାରୀଙ୍କ ଖୁଲାସା
ନୂଆ ଟିମ୍ ଏଣ୍ଟ୍ରି ଉପରେ ବଡ଼ ଅପଡେଟ୍
IPL ହେଉଛି ବିଶ୍ବର ସବୁଠୁ ଲୋକପ୍ରିୟ ଓ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ମାର୍ଚ୍ଚ-ମେ' ମାସ ମଧ୍ୟରେ କ୍ରିକେଟ୍ ଉତ୍ସାହ ଏକ ଭିନ୍ନ ସ୍ତରରେ ପହଞ୍ଚେ । ଯେଉଁଠାରେ ୧୦ଟି IPL ଟିମ୍ ଟ୍ରଫି ଜିତିବା ଉଦ୍ଦେଶ୍ୟରେ ଖେଳନ୍ତି । ୨୦୨୧ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଠଟି ଦଳ ଅଂଶଗ୍ରହଣ କରୁଥିଲେ । କିନ୍ତୁ ଏବେ ଏହି ସଂଖ୍ୟା ୧୦ରେ ପହଞ୍ଚିଛି । ତେବେ ଭବିଷ୍ୟତରେ ଆଇପିଏଲରେ ଦଳର ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ବେଶ୍ ଚର୍ଚ୍ଚା ହେଉଛି ? ଆଉ ଏହାରି ମଧ୍ୟରେ IPL ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ ଏହାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, କେବଳ ଗତ ବର୍ଷ ସମସ୍ତ ଦଳ ୧ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିଥିଲେ । ସମ୍ପ୍ରତି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୧୫ ହଜାର କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା । ଏହି ସଂଖ୍ୟା ହିଁ ପ୍ରମାଣ କରୁଛି ଆଇପିଏଲ ରାଜସ୍ବ କ୍ରମାଗତ ଭାବେ ବୃଦ୍ଧି ପାଉଛି ।
IPL ମ୍ୟାଚ୍ ସଂଖ୍ୟା ବୃଦ୍ଧି ପାଇବ କି ?
IPL ସିଜିନରେ ମ୍ୟାଚ୍ ସଂଖ୍ୟା ୭୪ ରୁ ୯୪କୁ ବୃଦ୍ଧି କରିବାର ସମ୍ଭାବନା ସମ୍ପର୍କରେ, ଅରୁଣ ସିଂହ ଧୂମାଲ କହିଛନ୍ତି ଯେ ଏଥିପାଇଁ ଟୁର୍ଣ୍ଣାମେଣ୍ଟର ଅବଧି ବୃଦ୍ଧି କରିବାକୁ ପଡିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅରୁଣ ଧୂମଲ୍ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ପୂର୍ବରୁ ସ୍ଥିର ରହିଛି, ତେଣୁ କେବଳ ମାର୍ଚ୍ଚରୁ ମେ' ମାସର ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଉପଲବ୍ଧ ।
ସେ କହିଛନ୍ତି, "ଜୁନ୍ ଆରମ୍ଭ ହେବା ମାତ୍ରେ ଦକ୍ଷିଣ ଭାରତରେ ମୌସୁମୀ ଋତୁ ଆରମ୍ଭ ହୁଏ । ତେଣୁ ଏହି ସମୟରେ IPL ର ଅବଧି ବୃଦ୍ଧି କରିବା ସମ୍ଭବ ନୁହେଁ । ଯଦି ମ୍ୟାଚ୍ ସଂଖ୍ୟା ୭୪ ରୁ ୯୪କୁ ବୃଦ୍ଧି କରାଯାଏ, ତେବେ ଅଧିକ ଡବଲ ହେଡର ଆବଶ୍ୟକ ହେବ, ଯାହା ବ୍ରଡକାଷ୍ଟରମାନଙ୍କ ପାଇଁ ଭଲ ନୁହେଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦଳର ସଂଖ୍ୟା ବୃଦ୍ଧି ହେବ କି ?
IPL ଅଧ୍ୟକ୍ଷ କହିଛନ୍ତି ଯେ ଯଦି ଦଳର ସଂଖ୍ୟା ବୃଦ୍ଧି କରିବାକୁ ହୁଏ, ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଅଧିକ ସମୟ ଆବଶ୍ୟକ ହେବ । IPL ସମସ୍ତଙ୍କୁ ବହୁତ ଟଙ୍କା ରୋଜଗାର ଦେଇଛି, କିନ୍ତୁ ଟୁର୍ଣ୍ଣାମେଣ୍ଟର ଅବଧି ବୃଦ୍ଧି ନ ହେଲେ ଦଳର ସଂଖ୍ୟା ବୃଦ୍ଧି ହୋଇପାରିବ ନାହିଁ । ଅରୁଣ ଧୁମାଲ୍ କହିଛନ୍ତି ଯେ ଦଳର ସଂଖ୍ୟା ICC ର କାର୍ଯ୍ୟସୂଚୀ ଉପରେ ନିର୍ଭର କରେ ।

Related Topics
Explore more stories