Ishan Kishan Century / ଇଶାନ କିଶାନଙ୍କ ନାଁରେ ଦ୍ରୁତତମ ଶତକ ରେକର୍ଡ, ଏମିତି ୧୦୦ ବିଶ୍ବରେ କରିନାହାନ୍ତି କେହି
·7 months ago·2 min read

Key Points
ଇତିହାସ ରଚିଲେ ଇଶାନ କିଶାନ
କିୱିଙ୍କ ବିରୁଦ୍ଧରେ ସବୁଠୁ ଦ୍ରୁତ T20 ଶତକ
ହାସନ ନୱାଜଙ୍କ ରେକର୍ଡ ଭାଙ୍ଗିଲେ ଇଶାନ
କିୱିଙ୍କ ବିରୁଦ୍ଧରେ ସବୁଠୁ ଦ୍ରୁତ T20 ଶତକ
ହାସନ ନୱାଜଙ୍କ ରେକର୍ଡ ଭାଙ୍ଗିଲେ ଇଶାନ
କେରଳର ଥିରୁଅନନ୍ତପୁରମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସାମ୍ନାରେ ୨୭୨ ରନ୍ର ଟାର୍ଗେଟ୍ ରଖିଥିଲା । ଏହି ମ୍ୟାଚ୍ରେ ଇଶାନ କିଶାନ ୪୨ ବଲ୍ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତାଙ୍କର ଧମାକାଦାର ଶତକରେ ସେ ୧୦ଟି ଛକା ଏବଂ ୬ଟି ଚୌକା ମାରିଥିଲେ ।
ଭାରତ ପାଇଁ ପଞ୍ଚମ ଦ୍ରୁତତମ ଟି-୨୦ ଶତକ
ଇଶାନ କିଶନ ୪୨ ବଲ୍ରେ ତାଙ୍କର ଶତକ ପୂରଣ କରିଛନ୍ତି, ଯାହା ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ଜଣେ ଭାରତୀୟ ବ୍ୟାଟସମ୍ୟାନଙ୍କ ଦ୍ୱାରା ପଞ୍ଚମ ଦ୍ରୁତତମ । ତାଙ୍କ ପରେ ରୋହିତ ଶର୍ମା (୩୫ ବଲ୍), ଅଭିଷେକ ଶର୍ମା (୩୭ ବଲ୍), ସଞ୍ଜୁ ସାମସନ (୪୦ ବଲ୍) ଏବଂ ତିଲକ ବର୍ମା (୪୧ ବଲ୍) ଦ୍ରୁତତମ ଟି-୨୦ ଶତକ ହାସଲକାରୀ ଭାରତୀୟଙ୍କ ତାଲିକାରେ ଅଛନ୍ତି ।
୩୫ ବଲ୍ - ରୋହିତ ଶର୍ମା
୩୭ ବଲ୍ - ଅଭିଷେକ ଶର୍ମା
୪୦ ବଲ୍ - ସଞ୍ଜୁ ସାମସନ
୪୧ ବଲ୍ - ତିଲକ ବର୍ମା
୪୨ ବଲ୍ - ଇଶାନ କିଶନ
ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱର ଦ୍ରୁତତମ ଶତକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଶାନ କିଶନ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଶତକ ହାସଲ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ପୂର୍ବରୁ, ଏହି ରେକର୍ଡ ପାକିସ୍ତାନର ହାସନ ନୱାଜଙ୍କ ନାମରେ ଥିଲା, ଯିଏ ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୪ ବଲ୍ରେ ଶତକ ହାସଲ କରିଥିଲେ । ଶ୍ରୀଲଙ୍କାର କୁସଲ ପେରେରା ମଧ୍ୟ କିୱିଙ୍କ ବିରୁଦ୍ଧରେ ୪୪ ବଲ୍ରେ ଶତକ ହାସଲ କରିଛନ୍ତି । ଆଉ ଏବେ ଇଶାନ କିଶାନଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୭୧ ରନର ଏକ ବିଶାଳ ସ୍କୋର କରିଥିଲା । ଏହା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ତୃତୀୟ ସର୍ବାଧିକ ସ୍କୋର ।
ଇଶାନ କିଶାନ ଏହି ଇନିଂସରେ ୧୦ଟି ଛକା ମାରିଛନ୍ତି। ସେ ଟି-୨୦ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟଙ୍କ ତାଲିକାରେ ରୋହିତ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ସହ ସମକକ୍ଷ ହୋଇଛନ୍ତି । ସେ ମଧ୍ୟ ଟି-୨୦ ଇନିଂସରେ ୧୦ଟି ଛକା ମାରିଛନ୍ତି । ଭାରତ ପାଇଁ ଏକ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ଅଭିଷେକ ଶର୍ମାଙ୍କ ନାମରେ ଅଛି, ଯିଏ ୧୩ଟି ଛକା ମାରିଥିଲେ ।

Related Topics
Explore more stories