Breast Milk / ୬୦ ଲିଟର ବ୍ରେଷ୍ଟ ମିଲ୍କ; କାହିଁକି ଦାନ କଲେ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି
·1 month ago·2 min read

Key Points
ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି ଦାନ କଲେ ମାଆ କ୍ଷୀର
ଡେଲିଭରି ପରେ କାହିଁକି ଦାନ କଲେ ଜାଣନ୍ତୁ
ଡେଲିଭରି ପରେ କାହିଁକି ଦାନ କଲେ ଜାଣନ୍ତୁ
ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଜ୍ଵାଲା ଗୁଟ୍ଟା ପୁଣି ଥରେ ଚର୍ଚ୍ଚାକୁ ଆଶିଛନ୍ତି । କିନ୍ତୁ ଏଥର ସେ ଖେଳ ମୈଦାନରେ ନୁହେଁ, ବରଂ ଏକ ପ୍ରଶଂସନୀୟ କାମ କରିଛନ୍ତି । ଜ୍ଵାଲା ମାତୃତ୍ଵ ଲାଭ କରିବା ପରେ ଲଗାତାର ଭାବେ ମାଆ କ୍ଷୀର ଦାନ କରୁଛନ୍ତି । ମାତୃତ୍ଵ ଲାଭର କେବଳ ପ୍ରଥମ ବର୍ଷରେ ସେ ୬୦ ଲିଟର ବ୍ରେଷ୍ଟ ମିଲ୍କ ଡୋନେଟ୍ କରିଥିବାବେଳେ ନିଜେ ଏହା ପଛର କାହାଣୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସେ ଆହୁରି ବ୍ୟାଖ୍ୟା କରିଛନ୍ତି ଯେ ମାଆ କ୍ଷୀର ଦାନ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ । ହସ୍ପିଟାଲଗୁଡ଼ିକରେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପରେ କରାଯାଏ ଏବଂ ଆଜିକାଲି ଏହା ବହୁତ ଆବଶ୍ୟକ । ଏଠାରେ କହିରଖୁଛୁ କି, NICU (ନବଜାତୀୟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) ହେଉଛି ହସ୍ପିଟାଲର ସେହି ୱାର୍ଡ ଯେଉଁଠାରେ ଆଗୁଆ ଜନ୍ମ, ବହୁତ କମ୍ ଓଜନର ଜନ୍ମ କିମ୍ବା ଗୁରୁତର ଅସୁସ୍ଥ ନବଜାତ ଶିଶୁମାନଙ୍କୁ ରଖାଯାଇଥାଏ ।
ପଢନ୍ତୁ ଏହି ଖବର: ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ
ଭାରତରେ ହ୍ୟୁମାନ୍ ମିଲ୍କ ବ୍ୟାଙ୍କ ଆସୋସିଏସନ ଅଫ ଇଣ୍ଡିଆ ନାମକ ଏକ ସରକାରୀ ନେଟୱର୍କ ଅଛି । ଏହି ସଂସ୍ଥା ସୁସ୍ଥ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କର କ୍ଷୀରକୁ ସଂଗ୍ରହ କରେ । ଏହାର ପ୍ରଥମେ ଯାଞ୍ଚ କରାଯାଏ ଓ ସୁରକ୍ଷିତ ହେବା ପରେ ଯାଇ ଷ୍ଟୋର୍ କରି ରଖାଯାଏ । ଜରୁରୀକାଳୀନ ସ୍ଥିତିରେ ନବଜାତଙ୍କୁ ଅନ୍ୟ ମାଆମାନଙ୍କର କ୍ଷୀରକୁ ଦିଆଯାଇଥାଏ ।
- ଶିଶୁଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ
ସେ ଆହୁରି ବ୍ୟାଖ୍ୟା କରିଛନ୍ତି ଯେ ମାଆ କ୍ଷୀର ଦାନ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ । ହସ୍ପିଟାଲଗୁଡ଼ିକରେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପରେ କରାଯାଏ ଏବଂ ଆଜିକାଲି ଏହା ବହୁତ ଆବଶ୍ୟକ । ଏଠାରେ କହିରଖୁଛୁ କି, NICU (ନବଜାତୀୟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) ହେଉଛି ହସ୍ପିଟାଲର ସେହି ୱାର୍ଡ ଯେଉଁଠାରେ ଆଗୁଆ ଜନ୍ମ, ବହୁତ କମ୍ ଓଜନର ଜନ୍ମ କିମ୍ବା ଗୁରୁତର ଅସୁସ୍ଥ ନବଜାତ ଶିଶୁମାନଙ୍କୁ ରଖାଯାଇଥାଏ ।
I donated around 60 litres of breast milk to the government hospital in Hyderabad and Chennai during my first year of post partum!!
— Gutta Jwala 💙 (@Guttajwala) May 14, 2026
Why does it matter? Just 100ml of donor milk can feed a tiny 1kg baby for several days. This donation could potentially support dozens of infants… pic.twitter.com/JzEXQZDrXa
- କେଉଁ ଶିଶୁଙ୍କୁ ଆବଶ୍ୟକ ଡୋନର ବ୍ରେଷ୍ଟ ମିଲ୍କ ?
ପଢନ୍ତୁ ଏହି ଖବର: ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ
ଭାରତରେ ହ୍ୟୁମାନ୍ ମିଲ୍କ ବ୍ୟାଙ୍କ ଆସୋସିଏସନ ଅଫ ଇଣ୍ଡିଆ ନାମକ ଏକ ସରକାରୀ ନେଟୱର୍କ ଅଛି । ଏହି ସଂସ୍ଥା ସୁସ୍ଥ ଓ ସ୍ତନ୍ୟପାନ କରାଉଥିବା ମାଆଙ୍କର କ୍ଷୀରକୁ ସଂଗ୍ରହ କରେ । ଏହାର ପ୍ରଥମେ ଯାଞ୍ଚ କରାଯାଏ ଓ ସୁରକ୍ଷିତ ହେବା ପରେ ଯାଇ ଷ୍ଟୋର୍ କରି ରଖାଯାଏ । ଜରୁରୀକାଳୀନ ସ୍ଥିତିରେ ନବଜାତଙ୍କୁ ଅନ୍ୟ ମାଆମାନଙ୍କର କ୍ଷୀରକୁ ଦିଆଯାଇଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories