IPL Player Price Drop / ଗତବର୍ଷ କେକେଆର ୨୩ କୋଟି ଦେଇ କିଣିଥିଲା: ଚଳିତବର୍ଷ ସେହି ଖେଳାଳିଙ୍କୁ ମାତ୍ର ୭ କୋଟିରେ କିଣିଲା ଆରସିବି
·9 months ago·3 min read

Key Points
ଭେଙ୍କଟେଶ ଆୟରଙ୍କୁ କେକେଆର ଗତବର୍ଷ ୨୩ କୋଟି ୭୫ ଲକ୍ଷ ଦେଇ କିଣିଥିଲା
କିନ୍ତୁ ଚଳିତବର୍ଷ ମାତ୍ର ୭ କୋଟି ଟଙ୍କାରେ କିଣିଲା ଆରସିବି
ବହୁ ବଡ଼ ବଡ଼ ଖେଳାଳି ଚଳିତଥର ଅନସୋଲ୍ଡ ରହିଛନ୍ତି

ଏଥର ନିଲାମି ନେଇ ସବୁ କଳ୍ପନା ଜଳ୍ପନା ଓଲଟା ହୋଇଛି। ପ୍ରେଡିକ୍ସନ ଭୁଲ ହୋଇଛି। ଗତବର୍ଷ ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ କେକେଆର ୨୩ କୋଟି ୭୫ ଲକ୍ଷ ଦେଇ କିଣିଥିଲା ମାତ୍ର ଚଳିତ ବର୍ଷ ତାଙ୍କୁ ମାତ୍ର ୭ କୋଟିରେ କିଣିଛି ଆରସିବି। ଯେଉଁ ଖେଳାଳିଙ୍କୁ ଗତବର୍ଷ ୨୦ କୋଟିରୁ ଅଧିକ ଦେଇ କିଣିଥିଲା କୋଲକାତା ଚଳିତ ବର୍ଷ ତାଙ୍କୁ ମାତ୍ର ୭ କୋଟିରେ କିଣିଛି ଆରସିବି। ଏଥର ଆରସିବି ଜର୍ସିରେ ନଜର ଆସିବେ ଭେଙ୍କଟେଶ ଆୟର। ଯେଉଥିରେ କିଙ୍ଗ କୋହଲି କରୁଛନ୍ତି ରାଜ୍। ଏପରିକି ଅନେକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମଧ୍ୟ ଏବେ ବି ଅନସୋଲ୍ଡ ରହିଛନ୍ତି।
ଏହାସହ ପଢ଼ନ୍ତୁ: ଭାରତ ଫେରିବା ପରେ ପୁଣି ପ୍ରେମାନନ୍ଦଜୀ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଲେ ବିରାଟ-ଅନୁଷ୍କା
କାମେରନ ଗ୍ରୀନ ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ ବିକ୍ରି ହୋଇଥିଲେ ମଧ୍ୟ ସେ ଗତବର୍ଷର ରେକର୍ଡକୁ କାଟି ପାରି ନାହାନ୍ତି, ଗତବର୍ଷ ରିଷଭ ପନ୍ଥଙ୍କୁ ସର୍ବାଧିକ ୨୭ କୋଟି ଦେଇ ଲକ୍ଷ୍ନୋ ଦଳ କିଣିଥିଲା। ଶ୍ରୀଲଙ୍କାର ଦ୍ରୁତ ବୋଲର ପାଥିରାନାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୮ କୋଟି ରେ କିଣିଛି, ଯାହା ତାଙ୍କୁ ସବୁଠାରୁ ମହଙ୍ଗା ଶ୍ରୀଲଙ୍କା ଖେଳାଳି କରିଥିଲା। ଏହି ସମୟରେ, ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଆନରିଚ୍ ନର୍ଟଜେଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ତାଙ୍କ ମୂଳ ମୂଲ୍ୟ ୨ କୋଟିରେ ନେଇଥିଲେ।
ଭେଙ୍କଟେଶ ଆୟରଙ୍କୁ RCB କିଣିଛି। ପୁଣି ବହୁତ ଶସ୍ତାରେ। KKR ନ୍ୟୁଜିଲାଣ୍ଡର ଫିନ୍ ଆଲେନଙ୍କୁ ୨ କୋଟି ଟଙ୍କାରେ କିଣିଛି, ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ କ୍ୱିଣ୍ଟନ୍ ଡି କକଙ୍କୁ ମାତ୍ର ୧ କୋଟି ଟଙ୍କାରେ କିଣିଛି। IPL ପାଇଁ ନିଲାମୀ ପ୍ରକ୍ରିଆ ଆଜି ଠାରୁ ଆରମ୍ଭ ହୋଇ ସାରିଛି। ଏଥିରେ ଅନେକ ଖେଳାଳିଙ୍କୁ କୋଟି କୋଟି ଟଙ୍କା ଦେଇ କିଣାଯାଇଥିବା ବେଳେ କିଛି ଖେଳାଳି ଏବେ ବି ଅନସୋଲ୍ଡ ରହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲା ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...
ପ୍ରଥମ ରାଉଣ୍ଡରେ ସରଫରାଜ ଖାନଙ୍କୁ କୌଣସି ଦଳ କିଣି ନଥିଲେ। ତାଙ୍କର ବେସ ପ୍ରାଇଜ ୭୫ ଲକ୍ଷ ଥିଲା। ମାତ୍ର ତାଙ୍କୁ କୌଣସି ଦଳ ନ କିଣିବାରୁ ସେ ଅନସୋଲ୍ଡ ରହିଲେ। ଅନ୍ୟପଟେ ଯଦି ଦେଖିବା କ୍ୟାମରନ ଗ୍ରୀନଙ୍କୁ କୋଲକାତା ନାଇଟ ରାଇଡର୍ସ ୨୫ କୋଟି ୨୦ ଲକ୍ଷ ଦେଇ କିଣିଛି। ତାଙ୍କର ବେସ ପ୍ରାଇସ ୨ କୋଟିରୁ ଆରମ୍ଭ ହୋଇ ୨୫ କୋଟିରେ ପହଞ୍ଚିଥିଲା। ବର୍ତ୍ତମାନ ସେ IPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବେ ରେକର୍ଡ କରିଛନ୍ତି।
ଆଇପିଏଲ ନିଲାମ 2026: ବିକ୍ରି ହୋଇଥିବା ଏବଂ ବିକ୍ରି ହୋଇନଥିବା ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା -
ଜେକ୍ ଫ୍ରେଜର-ମ୍ୟାକଗର୍କ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ଡେଭିଡ୍ ମିଲର୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଦିଲ୍ଲୀ କ୍ୟାପିଟାଲ୍ସ 2 କୋଟି ଟଙ୍କା
ପୃଥ୍ବୀ ଶ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନ୍ସୋଲ୍ଡ
ଡେଭନ୍ କନୱେ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
କ୍ୟାମେରନ୍ ଗ୍ରୀନ୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - କୋଲକାତା ନାଇଟ୍ ରାଇଡର୍ସ - 25.20 କୋଟି ଟଙ୍କା
ସରଫରାଜ ଖାନ - ମୂଳ ମୂଲ୍ୟ 75 ଲକ୍ଷ ଟଙ୍କା - ଅନସୋଲ୍ଡ
ଗସ୍ ଆଟକିନସନ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ରଚିନ ରବିନ୍ଦ୍ର - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ଲିଆମ୍ ଲିଭିଙ୍ଗଟୋନ୍ - ମୂଳ ମୂଲ୍ୟ 2 କୋଟି ଟଙ୍କା - ଅନସୋଲ୍ଡ
ୱାଇଆନ୍ ମୁଲଡର - ମୂଳ ମୂଲ୍ୟ 1 କୋଟି ଟଙ୍କା - ଅନସୋଲ୍ଡ
ୱାନିନ୍ଦୁ ହସରଙ୍ଗା - ମୂଳ ମୂଲ୍ୟ 2 କୋଟି ଟଙ୍କା - ଏଲଏସଜି - 2 କୋଟି ଟଙ୍କା
ଭେଙ୍କଟେଶ୍ ଆୟାର - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଆରସିବି - ୭ କୋଟି ଟଙ୍କା
ଦୀପକ ହୁଡା - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
କେଏସ ଭାରତ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
କ୍ୱିଣ୍ଟନ ଡି କକ୍ - ମୂଳ ମୂଲ୍ୟ ୧ କୋଟି ଟଙ୍କା - ମୁମ୍ବାଇ ଇଣ୍ଡିଆନ୍ସ - ୧ କୋଟି ଟଙ୍କା
ରହମାନୁଲ୍ଲାହ ଗୁରବାଜ - ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା - ଅନସୋଲ୍ଡ
ଜନି ବେୟାରଷ୍ଟୋ - ମୂଳ ମୂଲ୍ୟ ୧ କୋଟି ଟଙ୍କା - ଅନସୋଲ୍ଡ
ଜାମି ସ୍ମିଥ୍ - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଅନସୋଲ୍ଡ
ବେନ୍ ଡକେଟ - ମୂଳ ମୂଲ୍ୟ ୨ କୋଟି ଟଙ୍କା - ଦିଲ୍ଲୀ କ୍ୟାପିଟାଲ୍ସ - ୨ କୋଟି ଟଙ୍କା

Related Topics
Explore more stories