Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଲିଜେଣ୍ଡ ଲିଗ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ

Swayangprajna Mishra
Browse all articles by Swayangprajna Mishra
·1 year ago
ଲିଜେଣ୍ଡ ଲିଗ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ

ଅର୍ଗସ ବ୍ୟୁରୋ : ଲିଜେଣ୍ଡ୍ସ ଲିଗ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ।  କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ୧ ରନ ରେ ହରାଇ  ଫାଇନାଲରେ କୋଣାର୍କ ସୂର୍ଯ୍ୟାସ । ଟୋୟାମ ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।

ଅଧିକ ପଢନ୍ତୁ : ଆଜି ଲିଜେଣ୍ଡ କ୍ରିକେଟ ଲିଗ୍‌: କୋଣାର୍କ ସୂର୍ଯ୍ୟାସକୁ ଭେଟିବ ଇଣ୍ଡିଆ କ୍ୟାପିଟାଲସ

୫ ୱିକେଟ ହରାଇ ଓଡ଼ିଶା ୧୫୬ ରନ ସଂଗ୍ରହ କରିଥିଲା ଓଡ଼ିଶା । ଟୋୟାମ ହାଇଦ୍ରାବାଦ ୧୫୫ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଫାଇନାଲରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Konark Suryas in Legend League Finals | Argus News