Lionel Messi / ମେସିଙ୍କ ଗୋଡ଼କୁ ବାନ୍ଧି ଦେଇଛି ଇନସ୍ୟୁରାନ୍ସ କମ୍ପାନୀ, ଜାଣନ୍ତୁ ପୁରା କାରଣ...
·8 months ago·2 min read

Key Points
ଭାରତରେ ଫୁଟବଲ ଖେଳି ପାରିବେନି ମେସି !
ଗୋଡ଼କୁ ବାନ୍ଧି ଦେଇଛି ଇନସ୍ୟୁରାନ୍ସ କମ୍ପାନୀ
ଜଣାପଡିଲା ପୁରା କାରଣ
ଗୋଡ଼କୁ ବାନ୍ଧି ଦେଇଛି ଇନସ୍ୟୁରାନ୍ସ କମ୍ପାନୀ
ଜଣାପଡିଲା ପୁରା କାରଣ
ଅନ୍ତର୍ଜାତୀୟ ଫୁଟବଲର ଲିଓନେଲ ମେସି । ଲିଓନେଲ ମେସି ତାଙ୍କର ତିନି ଦିନିଆ "GOT India Tour 2025" ପାଇଁ ଭାରତରେ ଅଛନ୍ତି । ଯାହା ଚାରୋଟି ସହରରେ ଅନୁଷ୍ଠିତ ହେବ ଏବଂ କୋଲକାତାରୁ ଆରମ୍ଭ ହୋଇଛି । ସାରା ଦୁନିଆରେ ମେସିଙ୍କର କୋଟି କୋଟି ଫ୍ୟାନ୍ ଅଛନ୍ତି । ନିଜ ଦେଶ ଆର୍ଜେଣ୍ଟିନାକୁ ବିଶ୍ୱ ଚାମ୍ପିଅନ କରିଛନ୍ତି ମେସି । ଭାରତରେ ବି ତାଙ୍କର କ୍ରେଜ୍ ବହୁତ । ତିନି ଦିନିଆ ଭାରତ ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ଫୁଟବଲ ମ୍ୟାଚ ଖେଳିପାରିବେନି ମେସି। କୌଣସି ପ୍ରଦର୍ଶନୀ ମ୍ୟାଚରେ ମେସି ଆହତ ହେଲେ ତାହାର ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ ନାହିଁ ।
ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଅର୍ଥ କ୍ଷତି ହେବ । ତେଣୁ ନିଜ ଦେଶ ଏବଂ କ୍ଲବ୍ ବ୍ୟତୀତ ଅନ୍ୟ କାହା ପାଇଁ ଲିଓନେଲ ଖେଳିପାରିବେ ନାହିଁ । ମିଡିଆ ରିପୋର୍ଟ ଅନୁସାରେ, ମେସି ନିଜ ଦେଶ କିମ୍ବା କ୍ଲବ୍ ଛଡା ଅନ୍ୟ କାହା ପାଇଁ ମୁକାବିଲା ଖେଳିବେ ନାହିଁ । ଯାହା ପଛର ବଡ କାରଣ ହେଉଛି ଇନସ୍ୟୁରାନ୍ସ ବା ବୀମା । କୁହାଯାଏ କି, ମେସି ହେଉଛନ୍ତି ବିଶ୍ୱର ଅନ୍ୟତମ ଦାମୀ ପୁଟବଲର । ତାଙ୍କର ଇନସ୍ୟୁରାନ୍ସ ଖର୍ଚ୍ଚ ବି ଅଧିକ । ମେସିଙ୍କ ବାମ ଗୋଡର ବୀମା ରାଶି ହେଉଛି ୯୦୦ମିଲିୟନ ଡଲାର । ବୀମା କାରଣରୁ ମେସିଙ୍କର କିଛି ଆଘାତ ହେଲେ ତାହା ବୀମା ପ୍ରଦାନ କରିଥିବା କମ୍ପାନୀ ବହନ କରିଥାଏ ।
ଏଥିସହ ପଢ଼ନ୍ତୁ: ଟି୨୦ ବିଶ୍ୱକପ୍ ଟିକେଟ୍ ପ୍ରୋମୋରେ ନାହିଁ ପାକ୍ କ୍ୟାପ୍ଟେନଙ୍କ ଫଟୋ, ପିସିବି କହିଲା...
ନିଜ ହାତରୁ ତାଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ । ବୀମାର ନିୟମ ଅନୁସାରେ ସେ ମନଇଚ୍ଛା ମ୍ୟାଚ୍ ଖେଳିପାରିବେ ନାହିଁ । ସେ କେବଳ ନିଜ ଦେଶ ଏବଂ କ୍ଲବ୍ ପାଇଁ ଖେଳିବା ମ୍ୟାଚରେ ଆହତ ହେଲେ ସମସ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ । ଏବେ ସେ ଆର୍ଜେଣ୍ଟିନା ଏବଂ ସକର୍ ଲିଗ୍ ଇଣ୍ଟର ମିଆମି ପାଇଁ ଖେଳୁଛନ୍ତି । ତେବେ କିମ୍ବଦନ୍ତୀ ବାସ୍କେଟ୍ ବଲ୍ ଖେଳାଳି ମାଇକେଲ୍ ଜୋର୍ଡାନଙ୍କ କଥା ଭିନ୍ନ ଥିଲା । ବୀମା ପଲିସି ପ୍ରଦର୍ଶନୀ ମ୍ୟାଚ୍କୁ କଭର୍ କରେ ନାହିଁ ଏବଂ ଯଦି ଫୁଟବଲ୍ ଖେଳାଳିମାନେ ଏପରି ମ୍ୟାଚ୍ରେ ଆହତ ହୁଅନ୍ତି, ତେବେ ସେମାନେ ଲକ୍ଷ ଲକ୍ଷ ଡଲାର ମୂଲ୍ୟର କ୍ଷତିପୂରଣ ହରାଇବାର ଆଶଙ୍କା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଲକାତାରେ ମେସିଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ ପୁରା ପାଗଳ ହୋଇଯାଇଥିଲେ । ତାଙ୍କୁ ଠିକସେ ନଦେଖିପାରିବାରୁ ପାଟିତୁଣ୍ଡ କରିବା ସହ ଷ୍ଟାଡିୟମରେ ତୁମୂଳକାଣ୍ଡ ଭିଆଇଥିଲେ । କିନ୍ତୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପରିସ୍ଥିତି ଭିନ୍ନ ଥିଲା । କଡା ସୁରକ୍ଷା ବଳୟରେ ମେସି ପ୍ରବେଶ କରିଥିଲେ । ତାଙ୍କୁ ଦେଖି ଫ୍ୟାନ୍ସ ଖୁସିରେ ନାରା ଦେଇଥିଲେ । ସବୁଠାରୁ ଖାସ୍ ଥିଲା ଲିଓନେଲଙ୍କ ଭାଷଣ । ସେ କହିଥିଲେ ଯେ, ସମସ୍ତଙ୍କୁ ଧନ୍ୟବାଦ । ଏତେ ଅଧିକ ସଂଖ୍ୟାରେ ଦେଖିବାକୁ ଆସିଥିବାରୁ ଖୁସି ଲାଗୁଛି । ଏତେ ଭଲ ପାଇବା ଦେଇଥିବାରୁ ଫ୍ୟାନଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories