Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବ୍ୟାଟିଂ ନିଷ୍ପତ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବ୍ୟାଟିଂ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ : ଚାଲିଛି ଆଇପିଏଲ୍ ୨୦୨୪ର ୧୧ତମ ମ୍ୟାଚ୍‌ । ଆଜି ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ‌ଷ୍ଟାଡିୟମ୍‌ରେ ଖେଳାଯାଉଛି ଆଜିର ମ୍ୟାଚ । ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ପଞ୍ଜାବ କିଙ୍ଗ୍ସ ପ୍ଲେଇଙ୍ଗ୍ ୧୧ରେ ଶିଖର ଧାୱନ (ଅଧିନାୟକ), ‌ଜୋନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରନ୍, ଜିତେଶ ଶର୍ମା (ୱିକେଟ୍ କିପର), ଶଶାଙ୍କ ସିଂ, ହରପ୍ରୀତ ବରାର, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ରହିଛନ୍ତି ।

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ୍ ୧୧ରେ କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର), କେ.ଏଲ୍ ରାହୁଲ, ଦେବଦତ୍ତ ପାଦିକ୍କଲ, ଆୟୁଷ ବାଦୋନି, ନିକୋଲସ୍ ପୁରନ୍ (ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ମୋହସିନ୍ ଖାନ୍, ମାୟଙ୍କ ଯାଦବ, ମଣିମାରନ ସିଦ୍ଧାର୍ଥ ରହିଛନ୍ତି।

Sponsored
KL Rahul and Devdutt Padikkal fell cheaply after Lucknow Super Giants opted to bat against Shikhar Dhawan-led Punjab Kings in the IPL 2024 clash in Lucknow on Saturday. | Argus News