Smriti Mandhana Wedding Controversy / କଣ ସତରେ ଡିସେମ୍ବର ୭ରେ ପଲାଶ ଓ ସ୍ମୃତିଙ୍କ ବାହାଘର ହେବ? ଭାଇରାଲ ହେଉଛି ପୋଷ୍ଟ, ମୁହଁ ଖୋଲିଲେ ସ୍ମୃତିଙ୍କ ଭାଇ…
·9 months ago·2 min read

Key Points
ଭାଇରାଲ ପୋଷ୍ଟ ଦେଖି ମୁହଁ ଖୋଲିଲେ ସ୍ମୃତିଙ୍କ ଭାଇ। ଭାଇରାଲ ପୋଷ୍ଟ କେତେ ଦୁର ସତ ତାହା ଖୋଲି କହିଲେ। ଜାଣନ୍ତୁ ଭାଇରାଲ ବିବାହ ତାରିଖ ପଛର ସତ୍ୟତା କଣ?
ଭାଇରାଲ ପୋଷ୍ଟ ଦେଖି ମୁହଁ ଖୋଲିଲେ ସ୍ମୃତିଙ୍କ ଭାଇ। ଭାଇରାଲ ପୋଷ୍ଟ କେତେ ଦୁର ସତ ତାହା ଖୋଲି କହିଲେ। ଜାଣନ୍ତୁ ଭାଇରାଲ ବିବାହ ତାରିଖ ପଛର ସତ୍ୟତା କଣ? ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ, ଯାହା ନଭେମ୍ବର ୨୩ ତାରିଖରେ ହେବାକୁ ଥିଲା, ତାହାକୁ ସ୍ଥଗିତ ହୋଇଥିଲା। ଏବେ, ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଏହି ଦମ୍ପତି ଡିସେମ୍ବର ୭ ତାରିଖରେ ବିବାହ କରିବାକୁ ଯାଉଛନ୍ତି।
ବିବାହ ସ୍ଥଗିତ ହେବାର ଅନେକ ଦିନ ପରେ ପଲାଶଙ୍କୁ ପ୍ରଥମ ଥର ପାଇଁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଆଉ ଏହାପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇସାରିଲାଣି। ଏବେ, ସ୍ମୃତିଙ୍କ ଭାଇ ବିବାହ ଖବର ଉପରେ ଏକ ବଡ଼ ବୟାନ ଦେଇଛନ୍ତି।
ଡିସେମ୍ବର ୭ ତାରିଖରେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ଖବର ଭାଇରାଲ ହେବା ମାତ୍ରେ, ପ୍ରଶଂସକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।
ଅଧିକ ପଢ଼ନ୍ତୁ: ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଲେ ପଲାଶ-ସ୍ମୃତି, କହିଲେ...
ଜଣେ ୟୁଜର୍ସ ଲେଖିଛନ୍ତି, “ପଲାଶ ଏବଂ ସ୍ମୃତିଙ୍କ ବିବାହ ଡିସେମ୍ବର ୭ ତାରିଖରେ ହେବ, ଯେଉଁଥିରେ କେବଳ ନିକଟତର ବନ୍ଧୁ ଏବଂ
ସମ୍ପର୍କୀୟମାନେ ଉପସ୍ଥିତ ରହିବେ।” ଆଉ ଜଣେ ୟୁଜର ସେମାନଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, “ମୁଁ ଉଭୟଙ୍କ ପାଇଁ ଖୁସି ଯେ ସେମାନେ ବିବାହ କରୁଛନ୍ତି।” ତେବେ ଏହା କେତେ ଦୂର ସତ? ନା ଏହା ଏକ ଗୁଜବ, ଆସନ୍ତୁ ଜାଣିବା।
କଣ କହିଲେ ସ୍ମୃତିଙ୍କ ଭାଇ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ ମିଡିଆରେ ଦୁହିଁଙ୍କ ମ୍ୟାରେଜ ପୋଷ୍ଟ ପୁଣି ଭାଇରାଲ ହେବା ପରେ ସ୍ମୃତିଙ୍କ ଭାଇଙ୍କୁ ଏବାବଦରେ ପଚରାଯାଇଥିଲା। ସେ କହିଥିଲେ କି ମୁଁ ଏଯାଏଁ ଏଗୁଜବ ବିଷୟରେ କିଛି ଜାଣିନାହିଁ। ଏହାସହ ସେ ଗଣମାଧ୍ୟମରେ ସୂଚନା ପ୍ରଦାନ କରି କହିଥିଲେ କି ବିବାହ ଏବେ ବି ସ୍ଥଗିତ ରଖାଯାଇଛି।
ସ୍ମୃତି ଏବଂ ପଲାଶ ମୁଛଲଙ୍କ ବିବାହ ନଭେମ୍ବର ୨୩ ତାରିଖରେ ସ୍ଥିର କରାଯାଇଥିଲା। ଉଭୟ ବହୁତ ଖୁସି ଥିଲେ। ବିବାହ ପୂର୍ବରୁ ସେମାନଙ୍କ ପରିବାର ଏବଂ ବନ୍ଧୁମାନେ ହଳଦୀ ଏବଂ ସଙ୍ଗୀତ ସମାରୋହକୁ ଏଞ୍ଜୟ କରିଥିଲେ। ବିବାହ ଦିନ ଖବର ଆସିଥିଲା ଯେ ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି, ଯାହା ଫଳରେ ବିବାହ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ ଉଭୟ ପରିବାର ଲୋକ।
ଅଧିକ ପଢ଼ନ୍ତୁ: ରାୟପୁରରେ ବିରାଟ କୋହଲିଙ୍କୁ ଜୋରଦାର ସ୍ୱାଗତ କଲେ ଫ୍ୟାନ୍ସ
ପରବର୍ତ୍ତୀ ସମୟରେ, ପଲାଶଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଲା। ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଉଭୟ ପରିବାର ଲୋକ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ।
ଅନ୍ୟପଟେ ପଲାଶଙ୍କ କିଛି ବାର୍ତ୍ତାର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ପଲାଶ ସ୍ମୃତିଙ୍କୁ ପ୍ରତାରଣା କରୁଛନ୍ତି ଏବଂ ଏହା ବିବାହ ସ୍ଥଗିତ ରଖିବାର କାରଣ ହୋଇପାରେ ବୋଲି କୁହାଯାଉଥିଲା। ମାତ୍ର ଏହି ରିପୋର୍ଟଗୁଡ଼ିକୁ ଆନୁଷ୍ଠାନିକ ଭାବରେ ସତ କି ଭୁଲ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।

Related Topics
Explore more stories