Videos
|
Sports

୧୮ମାସ ପାଇଁ ପ୍ରମୋଦଙ୍କୁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ

Swayangprajna Mishra
Browse all articles by Swayangprajna Mishra
·1 year ago
୧୮ମାସ ପାଇଁ ପ୍ରମୋଦଙ୍କୁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ

ଅର୍ଗସ ବ୍ୟୁରୋ : ପ୍ରମୋଦ ଭଗତ ସସପେଣ୍ଡ । ପାରା ବ୍ୟାଡିମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସପେଣ୍ଡ । ୧୮ ମାସ ପାଇଁ ପ୍ରମୋଦଙ୍କୁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ।ଆଣ୍ଟିଂ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ସସପେଣ୍ଡ ।

ଅଧିକ ପଢନ୍ତୁ : ଭିନେଶ ଫୋଗାଟଙ୍କ ମାମଲାରେ ଆଜି ଆସିବ ଚୂଡ଼ାନ୍ତ ରାୟ

୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ ଭଗତ ।୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pramod was suspended for a month by the World Badminton Federation | Argus News