Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପଞ୍ଜାବ କିଙ୍ଗ୍ସ ଆଗରେ ୧୭୪ ରନର ଟାର୍ଗେଟ

Jitendra Dash
Browse all articles by Jitendra Dash
·2 years ago·1 min read
ପଞ୍ଜାବ କିଙ୍ଗ୍ସ ଆଗରେ ୧୭୪ ରନର ଟାର୍ଗେଟ

ଅର୍ଗସ ବ୍ୟୁରୋ : ଆଜି ଆଇପିଏଲର ଦ୍ବିତୀୟ ମ୍ୟାଚ୍ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ଏହି ମ୍ୟାଚ ଚଣ୍ଡିଗଡ଼ର ମହାରାଜା ୟଦବିନ୍ଦର ସିଂ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି । ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । 

ଦ୍ବିଲ୍ଲୀ କ୍ୟାପିଟାଲ୍ସ ପ୍ଲେଇଙ୍ଗ୍ ୧୧ରେ ଡେଭିଡ ୱାର୍ନର, ମିଚେଲ ମାର୍ଶ, ରିକ୍କି ଭୁଇ, ସୁମିତ କୁମାର, ଋଷଭ ପନ୍ତ(ଅଧିନାୟକ ଏବଂ ୱିକେଟ କିପର), ଶୟ ହୋପ୍, ସିଷ୍ଟନ ଷ୍ଟବସ୍, ଅକ୍ଷର ପଟେଲ, କୁଳଦୀପ ଯାଦବ, ଇଶାନ୍ତ ଶର୍ମା, ଖଲିଲ୍ ଅହମ୍ମଦ ରହିଛନ୍ତି ।

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ପଞ୍ଜାବ କିଙ୍ଗ୍ସ ପ୍ଲେଇଙ୍ଗ୍ ୧୧ରେ ଶିଖର ଧାୱନ(ଅଧିନାୟକ ) ଜୋନି ବେୟରଷ୍ଟୋ, ଲିୟାନ ଲିଭିଂଷ୍ଟୋନ୍, ଜିତେଶ ଶର୍ମା(ୱକେଟ କିପର), ହରପୀତ୍ ବରାଡ଼, ସେମ୍ କରନ, ହର୍ଷେଲ ପଟେଲ, କଗିସୋ ରବାଡ଼, ରାହୁଲ ଚହର, ଅର୍ଶଦୀପ୍ ସିଂ, ଶଶାଙ୍କ ସିଂ ରହିଛନ୍ତି।

Sponsored
Punjab Kings vs Delhi Match Today | Argus News