Videos
|
Sports

ବର୍ଷା ଧୋଇନେଲା ଭାରତ-ସାଉଥଆଫ୍ରିକା ପ୍ରଥମ ଟି-୨୦

Ritu Das
Browse all articles by Ritu Das
·2 years ago
ବର୍ଷା ଧୋଇନେଲା ଭାରତ-ସାଉଥଆଫ୍ରିକା ପ୍ରଥମ ଟି-୨୦

ଅର୍ଗସ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦କୁ ବର୍ଷା ଧୋଇନେଇଛି। ଗୋଟିଏ ହେଲେ ବଲ୍‌ ପଡ଼ିପାରିନି। ମ୍ୟାଚ୍‌ ଭାରତୀୟ ସମୟ ରାତି ୭ଟା ୩୦ରେ ଆରମ୍ଭ ହେବାକୁ ଥିଲା। 

ଗମ୍ଭୀରଙ୍କୁ କଟାକ୍ଷ ପରେ ଶ୍ରୀଶାନ୍ତଙ୍କୁ ନୋଟିସ

ବର୍ଷା ଲାଗି ରହିବାରୁ ଟସ୍‌ ପଡ଼ିବା ମଧ୍ୟ ସମ୍ଭବ ହୋଇ ନଥିଲା। ପରବର୍ତ୍ତୀ ଦୁଇ ଟ୍ବେଣ୍ଟି-୨୦ ଯଥାକ୍ରମେ ମଙ୍ଗଳବାର (କ୍ବେବରା) ଓ ଗୁରୁବ‌ାର (ଜୋହାନ୍ସବର୍ଗ)ରେ ଖେଳାଯିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rain washed | Argus News