IPL 2026 / ୯୨ ରନ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍ରେ RCB, କମାଲ୍ କଲେ ବିରାଟ
·1 hour ago·2 min read

Key Points
ଆଇପିଏଲ୍ର ଚଳିତ ସଂସ୍କରଣରେ କୋହଲି ଏବେ ସୁଦ୍ଧା ୬୦୦ ରନ୍ କରି ସାରିଲେଣି । ଏଭଳି ଭାବେ ଆଇପିଏଲ୍ର ୪ଟି ସଂସ୍କରଣରେ କୋହଲି ୬୦୦ରୁ ଅଧିକ ରନ୍ ସ୍କୋର୍ କରି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।
ଧର୍ମଶାଳା: ଆଇପିଏଲ୍ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । କ୍ଵାଲିଫାୟର୍-୧ ମ୍ୟାଚ୍ରେ ଆରସିବି, ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍ରେ ପହଞ୍ଚିଛି । ଧର୍ମଶାଳାରେ ଖେଳା ଯାଇଥିବା କ୍ଵାଲିଫାୟର-୧ ମ୍ୟାଚ୍କୁ ୯୨ ରନ୍ରେ ଜିତି ନେଇଛି ବେଙ୍ଗାଳୁରୁ ।
ପ୍ରଥମେ ବ୍ୟାଟିଂ କରି ଆରସିବି ୫ ୱିକେଟ୍ ହରାଇ ୨୫୪ ରନ୍ ସ୍କୋର୍ କରିଥିଲା । ଜବାବରେ ଗୁଜରାଟ ଟାଇଟନ୍ସ ୧୯.୩ ଓଭର୍ରେ ମାତ୍ର ୧୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ପାଳି ଆରମ୍ଭରୁ ହିଁ ଧ୍ଵସ୍ତ ହୋଇଥିବା ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ।
ଏଥିସହ ପଢ଼ନ୍ତୁ: ୧୫ ବର୍ଷରେ ବୈଭବଙ୍କ ବଡ଼ ସ୍ବପ୍ନ, ଟି-୨୦ରେ ୨୦୦ ରନ୍ କରିବି...ଗେଲ୍ଙ୍କ ରେକର୍ଡ ଭାଙ୍ଗିବି
୨.୩ ଓଭର୍ରେ ପ୍ରଥମେ ଓପନର୍ ସାଇ ସୁଦର୍ଶନ ଆଉଟ୍ ହୋଇଥିଲେ । ୩.୧ ଓଭର୍ରେ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ଅଧିନାୟକ ଶୁବମନ ଗିଲ୍ । ଏହାପରେ ଦଳର ଗୋଟିଏ ପରେ ଗୋଟି ୱିକେଟ୍ ଖସିବାରେ ଲାଗିଥିଲା । ଦଳ ପକ୍ଷରୁ ରାହୁଲ ତେୱାଟିଆ ସର୍ବାଧିକ ୬୮ ରନ୍ ସ୍କୋର୍ କରି ପାଳି ସମ୍ଭାଳି ଥିଲେ ।
ବିରାଟଙ୍କ କମାଲ୍
କ୍ଵାଲିଫାୟର୍-୧ ମ୍ୟାଚ୍ରେ ବିରାଟ କୋହଲି ୫ ବଲ୍ରେ ୪୩ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୫ଟି ଚଉକା ଓ ଗୋଟିଏ ଛକା ରହିଛି । ଏହି ସ୍କୋର୍ ସହ ବିରାଟ ଆଇପିଏଲ୍ର ୪ଟି ସଂସ୍କରଣରେ ଲଗାତାର ୬୦୦ କିମ୍ବା ତାଠୁ ଅଧିକ ରନ୍ କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ।
'କିଙ୍ଗ୍' କୋହଲି ୨୦୨୩, ୨୦୨୪ ଓ ୨୦୨୫ରେ ୬୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଆଇପିଏଲ୍ର ଚଳିତ ସଂସ୍କରଣରେ କୋହଲି ଏବେ ସୁଦ୍ଧା ୬୦୦ ରନ୍ କରି ସାରିଲେଣି । ଏଭଳି ଭାବେ ଆଇପିଏଲ୍ର ୪ଟି ସଂସ୍କରଣରେ କୋହଲି ୬୦୦ରୁ ଅଧିକ ରନ୍ ସ୍କୋର୍ କରି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି ।
ଏଥିସହ ପଢ଼ନ୍ତୁ: IPLରୁ ବାହାରିବା ପରେ ଇନଷ୍ଟାରୁ ହଠାତ ୨୦୦ ପୋଷ୍ଟ ଡିଲିଟ କଲେ ଅର୍ଶଦୀପ…DP ମଧ୍ୟ ବଦଳାଇଲେ…ହେଲେ କାହିଁକି?
ଏହି ତାଲିକାରେ କ୍ରିସ୍ ଗେଲ୍, ଡେଭିଡ୍ ୱାର୍ଣ୍ଣର ଓ କେଏଲ୍ ରାହୁଲ ମଧ୍ୟ ଆଇପିଏଲ୍ରେ ୩ଟି ସଂସ୍କରଣରେ ଲଗାତାର ୬୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଗେଲ୍ ୨୦୧୧, ୨୦୧୨ ଓ ୨୦୧୩ରେ ଏହି ଉପଲବ୍ଧି ହାସଲ କରିଥିଲେ । ୨୦୧୬, ୨୦୧୭ ଓ ୨୦୧୯ରଏ ଡେଭିଡ୍ଙ୍କୁ ଏହି ସଫଳତା ମିଳିଥିଲା । କେଏଲ୍ ରାହୁଲ୍ ୨୦୨୨, ୨୦୨୧ ଓ ୨୦୨୨ରେ ଲଗାତାର ୬୦୦ରୁ ଅଧିକ ରନ୍ ସ୍କୋର୍ କରିଥିଲେ ।
କ୍ଵାଲିଫାୟର୍-୧ରେ କୋହଲିଙ୍କ ୪୩ ରନ୍
ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ କ୍ଵାଲିଫାୟର୍ ମୁକାବିଲାରେ କୋହଲି ଚମକିଛନ୍ତି । ପାଳି ଆରମ୍ଭ କରି ବିରାଟ ୨୫ ବଲ୍ରେ ୧୭୨.୦୦ ଷ୍ଟ୍ରାଇକ୍ ରେଟ୍ରେ ୪୩ ରନ୍ କରିଛନ୍ତି । ବିରାଟଙ୍କ ବ୍ୟାଟ୍ରୁ ୫ଟି ଚଉକା, ଗୋଟିଏ ଛକା ଦେଖିବାକୁ ମିଳିଛି । ହୋଲ୍ଡରଙ୍କ ବଲ୍ରେ ବିରାଟ ବୋଲ୍ଡ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories