Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

RCB Champions / ଦ୍ବିତୀୟ ଥର WPL ଟ୍ରଫି ଜିତିଲା RCB, ପୁଣି ଭାଙ୍ଗିଲା ଦିଲ୍ଲୀର ଦିଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 months ago
ଦ୍ବିତୀୟ ଥର WPL ଟ୍ରଫି ଜିତିଲା RCB, ପୁଣି ଭାଙ୍ଗିଲା ଦିଲ୍ଲୀର ଦିଲ୍‌
WPL 2026

Key Points

ଓମେନ୍ସ ପ୍ରିମିୟର ଲିଗରେ RCB ଚାମ୍ପିୟନ
ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇଲା RCB
୨୦୪ ରନର ପିଛା କରି ୨ ବଲ ପୂର୍ବରୁ ଜିତିଲା RCB
WPL-2026 ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚମ୍ପିଆନ୍ସ ହେଲା RCB । ଏହା ସହ WPL ଇତିହାସରେ ଦ୍ବିତୀୟ ଥର ପାଇଁ ଟ୍ରଫି ହାତେଇଛି ଆରସିବି । ଏହି ରୋମାଞ୍ଚକର ମୁକାବିଲାରେ ଆରସିବି ପକ୍ଷରୁ ଅଧିନାୟକ ସ୍ମୃତି ମାନ୍ଧନା ସର୍ବାଧିକ ୮୭ ରନ୍ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RCB Win WPL 2026 Title, Beat Delhi Capitals in Final | Argus News