Rohit Sharma Record / ପର୍ଥରେ ୮ ରନ୍ କରି ବଡ଼ ରେକର୍ଡ ନିଜ ନାଁରେ କଲେ ରୋହିତ, ସଚିନ୍ଙ୍କୁ ପକାଇଲେ ପଛରେ
·10 months ago·2 min read

Key Points
ରୋହିତ କଲେ ମହାରେକର୍ଡ । ଭାଙ୍ଗିଲେ ସଚିନ୍ଙ୍କ ରେକର୍ଡ । ଏମିତି କରିବାରେ ହେଲେ ପଞ୍ଚମ ଭାରତୀୟ ।
ଗତ ରବିବାର ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ୍ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ଥିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ । ଉଭୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଥିଲେ । କିନ୍ତୁ କମ୍ବ୍ୟାକ୍ ମ୍ୟାଚ୍ରେ କିଛି ଖାସ୍ କରିପାରିନଥିଲେ ରୋ-କୋ । ବିରାଟ କୋହଲି ଖାତା ଖୋଲିନପାରିଥିବା ବେଳେ ରୋହିତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ।
ତେବେ ରୋହିତ ପର୍ଥରେ ୮ ରନ୍ କରି ବି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ନାମରେ ରହିଥିଲା ।
ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି
୬୬୪ - ସଚିନ ତେନ୍ଦୁଲକର
୬୫୨ - ଏମ. ଜୟବର୍ଦ୍ଧନେ
୫୯୪ - କୁମାର ସାଙ୍ଗାକାରା
୫୮୬ - ସନଥ ଜୟସୁରିଆ
୫୬୦ - ରିକି ପଣ୍ଟିଂ
୫୫୧ - ବିରାଟ କୋହଲି*
୫୩୮ - ଏମ.ଏସ. ଧୋନି
୫୨୪ - ଶାହିଦ ଆଫ୍ରିଦି
୫୧୯ - ଜ୍ୟାକ୍ କାଲିସ୍
୫୦୯ - ରାହୁଲ ଦ୍ରାବିଡ୍
୫୦୦ - ରୋହିତ ଶର୍ମା*
ଏହା ସହିତ, ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ୩୫୦ ମ୍ୟାଚ୍ ଖେଳିଥିବା ଏକମାତ୍ର ଭାରତୀୟ ଖେଳାଳି ହୋଇଛନ୍ତି। ସଚିନ ତେନ୍ଦୁଲକର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ଭାରତ ପାଇଁ ୩୪୬ ମ୍ୟାଚ୍ ଖେଳିଛନ୍ତି।
ତେବେ ରୋହିତ ପର୍ଥରେ ୮ ରନ୍ କରି ବି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ନାମରେ ରହିଥିଲା ।
ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି
୬୬୪ - ସଚିନ ତେନ୍ଦୁଲକର
୬୫୨ - ଏମ. ଜୟବର୍ଦ୍ଧନେ
୫୯୪ - କୁମାର ସାଙ୍ଗାକାରା
୫୮୬ - ସନଥ ଜୟସୁରିଆ
୫୬୦ - ରିକି ପଣ୍ଟିଂ
୫୫୧ - ବିରାଟ କୋହଲି*
୫୩୮ - ଏମ.ଏସ. ଧୋନି
୫୨୪ - ଶାହିଦ ଆଫ୍ରିଦି
୫୧୯ - ଜ୍ୟାକ୍ କାଲିସ୍
୫୦୯ - ରାହୁଲ ଦ୍ରାବିଡ୍
୫୦୦ - ରୋହିତ ଶର୍ମା*
ଏହା ସହିତ, ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ୩୫୦ ମ୍ୟାଚ୍ ଖେଳିଥିବା ଏକମାତ୍ର ଭାରତୀୟ ଖେଳାଳି ହୋଇଛନ୍ତି। ସଚିନ ତେନ୍ଦୁଲକର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ଓପନର ଭାବରେ ଭାରତ ପାଇଁ ୩୪୬ ମ୍ୟାଚ୍ ଖେଳିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ ପାଇଁ ଓପନର ଭାବରେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳି
୩୫୦* - ରୋହିତ ଶର୍ମା
୩୪୬ - ସଚିନ ତେନ୍ଦୁଲକର
୩୨୧ - ବୀରେନ୍ଦ୍ର ସେହୱାଗ
୨୬୮ - ଶିଖର ଧାୱନ
୨୪୩ - ସୌରଭ ଗାଙ୍ଗୁଲି
ଓପନର ଭାବରେ ଏକଦିବସୀୟରେ ସର୍ବାଧିକ ରନ୍
୧୫୩୧୦ - ସଚିନ ତେନ୍ଦୁଲକର (୩୪୦ ଇନିଂସ)
୧୨୭୪୦ - ସନଥ ଜୟସୁରିଆ (୩୮୩ ଇନିଂସ)
୧୦୧୭୯ - କ୍ରିସ୍ ଗେଲ୍ (୨୭୪ ଇନିଂସ)
୯୨୦୦ - ଆଡାମ ଗିଲକ୍ରିଷ୍ଟ (୨୫୯ ଇନିଂସ)
୯୧୪୬ - ରୋହିତ ଶର୍ମା (୧୮୫ ଇନିଂସ)*
୯୧୪୬ - ସୌରଭ ଗାଙ୍ଗୁଲି (୨୩୬ ଇନିଂସ)
୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସର୍ବାଧିକ ରନ
୨୫୫୮୨ - ବିରାଟ କୋହଲି
୨୫୦୩୫ - ରିକି ପଣ୍ଟିଂ
୨୪୮୭୪ - ସଚିନ ତେନ୍ଦୁଲକର
୨୪୭୯୯ - ଜ୍ୟାକ୍ କାଲିସ୍
୨୩୬୦୭ - ରାହୁଲ ଦ୍ରାବିଡ୍
୨୨୫୯୨ - କୁମାର ସାଙ୍ଗାକାରା
୨୦୨୩୦ - ମାହେଲା ଜୟବର୍ଦ୍ଧନେ
୧୯୭୦୮* - ରୋହିତ ଶର୍ମା
୧୮୮୮୯ - ସନତ ଜୟସୁରିଆ
୧୬୩୩୦ - ଏମଏସ ଧୋନି
୧୦୮୯୯ - ଶାହିଦ ଆଫ୍ରିଦି
୩୫୦* - ରୋହିତ ଶର୍ମା
୩୪୬ - ସଚିନ ତେନ୍ଦୁଲକର
୩୨୧ - ବୀରେନ୍ଦ୍ର ସେହୱାଗ
୨୬୮ - ଶିଖର ଧାୱନ
୨୪୩ - ସୌରଭ ଗାଙ୍ଗୁଲି
ଓପନର ଭାବରେ ଏକଦିବସୀୟରେ ସର୍ବାଧିକ ରନ୍
୧୫୩୧୦ - ସଚିନ ତେନ୍ଦୁଲକର (୩୪୦ ଇନିଂସ)
୧୨୭୪୦ - ସନଥ ଜୟସୁରିଆ (୩୮୩ ଇନିଂସ)
୧୦୧୭୯ - କ୍ରିସ୍ ଗେଲ୍ (୨୭୪ ଇନିଂସ)
୯୨୦୦ - ଆଡାମ ଗିଲକ୍ରିଷ୍ଟ (୨୫୯ ଇନିଂସ)
୯୧୪୬ - ରୋହିତ ଶର୍ମା (୧୮୫ ଇନିଂସ)*
୯୧୪୬ - ସୌରଭ ଗାଙ୍ଗୁଲି (୨୩୬ ଇନିଂସ)
୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସର୍ବାଧିକ ରନ
୨୫୫୮୨ - ବିରାଟ କୋହଲି
୨୫୦୩୫ - ରିକି ପଣ୍ଟିଂ
୨୪୮୭୪ - ସଚିନ ତେନ୍ଦୁଲକର
୨୪୭୯୯ - ଜ୍ୟାକ୍ କାଲିସ୍
୨୩୬୦୭ - ରାହୁଲ ଦ୍ରାବିଡ୍
୨୨୫୯୨ - କୁମାର ସାଙ୍ଗାକାରା
୨୦୨୩୦ - ମାହେଲା ଜୟବର୍ଦ୍ଧନେ
୧୯୭୦୮* - ରୋହିତ ଶର୍ମା
୧୮୮୮୯ - ସନତ ଜୟସୁରିଆ
୧୬୩୩୦ - ଏମଏସ ଧୋନି
୧୦୮୯୯ - ଶାହିଦ ଆଫ୍ରିଦି
Related Topics
Explore more stories