Hitman Retirement / ସତରେ କଣ ODI କ୍ରିକେଟରୁ ଅବସର ନେବେ ହିଟମ୍ୟାନ୍ ! ଲଣ୍ଡନରେ ପହଞ୍ଚିଲେଣି ବାପା-ମାଆ
·2 months ago·2 min read

Key Points
ରୋହିତଙ୍କ ODI ସନ୍ୟାସକୁ ନେଇ ଜୋରଦାର ଚର୍ଚ୍ଚା
ମ୍ୟାଚ୍ ପୂର୍ବରୁ ଲଣ୍ଡନରେ ପହଞ୍ଚିଲେ ପିତାମାତା
ଲର୍ଡସ୍ ୱାନ-ଡେ ହୋଇପାରେ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
ମ୍ୟାଚ୍ ପୂର୍ବରୁ ଲଣ୍ଡନରେ ପହଞ୍ଚିଲେ ପିତାମାତା
ଲର୍ଡସ୍ ୱାନ-ଡେ ହୋଇପାରେ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
ଲଣ୍ଡନ: ଭାରତୀୟ କିମ୍ବଦନ୍ତୀ କ୍ରିକେଟର ରୋହିତ ଶର୍ମାଙ୍କ ପିତା ଗୁରୁନାଥ ଶର୍ମା ଏବଂ ମାଆ ପୂର୍ଣ୍ଣିମା ଶର୍ମା, ୧୯ ଜୁଲାଇରେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଏକଦିବସୀୟ ମ୍ୟାଚ୍ ପୂର୍ବରୁ ଲଣ୍ଡନରେ ପହଞ୍ଚିଛନ୍ତି । ଏହାପରେ ରୋହିତଙ୍କ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ନେବା ଚର୍ଚ୍ଚା ଜୋର ଧରିଛି । ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଶେଷ ଏକଦିବସୀୟ ମ୍ୟାଚ୍ ହୋଇପାରେ ବୋଲି କୁହାଯାଉଛି ।
ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ ଚୟନକର୍ତ୍ତାଙ୍କ ଦ୍ୱାରା ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ଅବଗତ ହେବା ପରେ ରୋହିତ ନିଜେ ତାଙ୍କ ପିତାମାତାଙ୍କ ପାଇଁ ଲର୍ଡସ ମ୍ୟାଚରେ ଉପସ୍ଥିତ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ, ଯାହାଦ୍ୱାରା ସେମାନେ ତାଙ୍କର ଅନ୍ତିମ ମ୍ୟାଚ୍ ଦେଖିପାରିବେ ।

- ୨୦୨୭ ବିଶ୍ୱକପ୍ ଉପରେ ମ୍ୟାନେଜମେଣ୍ଟର ନଜର
- ଇଂଲଣ୍ଡ ଗସ୍ତରେ ରୋହିତଙ୍କ ଖରାପ ପ୍ରଦର୍ଶନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସାଙ୍ଗାକାରା-ଭିଭ ରିଚାର୍ଡସଙ୍କ କ୍ଲବରେ ଏବେ ବିରାଟ ସାମିଲ…ଇଂଲଣ୍ଡ ବିପକ୍ଷରେ ରଚିଲେ ନୂଆ ଇତିହାସ
- ଏକ ମହାନ ODI କ୍ୟାରିୟରର ଅନ୍ତ ଘଟିବ
Related Topics
Explore more stories