Sam Curran Statement / ସେମିଫାଇନାଲ ପୂର୍ବରୁ ସାମ୍ କରନ୍ଙ୍କ ବଡ଼ ବୟାନ, ଓ୍ବାଙ୍ଖେଡେ ଷ୍ଟାଡିୟମକୁ ନୀରବ କରିଦେବୁ
·6 months ago·2 min read

Key Points
ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ଚ୍ୟାଲେଞ୍ଜ
ଭାରତ ପାଇଁ କଠିନ ପରୀକ୍ଷା
ୱାଙ୍ଖେଡକୁ ନୀରବ କରିଦେବି’
ଭାରତ ପାଇଁ କଠିନ ପରୀକ୍ଷା
ୱାଙ୍ଖେଡକୁ ନୀରବ କରିଦେବି’
ମାର୍ଚ୍ଚ ୫ରେ ଖେଳାଯିବ ମହାମୁକାବିଲା । ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହି ବଡ଼ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ୍ କରନ୍ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଯାହା ଭାରତୀୟ ପ୍ରଶଂସକଙ୍କୁ ୨୦୨୩ ଦିନିକିଆ ବିଶ୍ୱକପ୍ କଥା ମନେ ପକାଇ ଦେଇଛି । କରନ୍ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଭଳି ସମାନ କହିଛନ୍ତି ଯେ ସେ ସମଗ୍ର ଷ୍ଟାଡିୟମକୁ ନୀରବ କରିଦେବେ ।
ପ୍ରଶଂସକମାନେ ସେମିଫାଇନାଲ ପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ମ୍ୟାଚ୍ ଭାରତ ମାଟିରେ ଖେଳାଯିବ ତେଣୁ ଷ୍ଟାଡିୟମରେ ବହୁ ସଂଖ୍ୟକ ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତି ରହିବେ । ମ୍ୟାଚ୍ ପୂର୍ବରୁ ସାମ୍ କରନ୍ କହିଛନ୍ତି ଯେ ସେ ଷ୍ଟାଡିୟମରେ ପ୍ରଶଂସକଙ୍କୁ ନୀରବ କରିଦେବେ ।
ସାମ୍ କରନଙ୍କ ବୟାନ
ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ, ସାମ୍ କରନ୍ କହିଛନ୍ତି, "ଏହା ଏକ ଚମତ୍କାର ଏବଂ ଆଇକୋନିକ୍ ଷ୍ଟାଡିୟମ । ମୁଁ ଆଶା କରୁଛି ଗୁରୁବାର ରାତିରେ ଏଠାରେ ବହୁତ ନୀରବ ରହିବ । ଜଣେ ଯୁବ କ୍ରିକେଟର ଭାବରେ ଆପଣ ଭାରତ ବିପକ୍ଷରେ ବିଶ୍ୱକପ୍ ସେମିଫାଇନାଲ ଖେଳିବାର ସ୍ୱପ୍ନ ଦେଖନ୍ତି । ଏଠାକାର ୱିକେଟ୍ ସାଧାରଣତଃ ବ୍ୟାଟ୍ସମ୍ୟାନ୍-ଅନୁକୂଳ । ଏହା ଏକ ଛୋଟ ପଡ଼ିଆ, ତେଣୁ ଏକ ହାଇ ସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି''।
ପ୍ୟାଟ୍ କମିନ୍ସଙ୍କ ବୟାନ ମନେପଡ଼ିଗଲା
୨୦୨୩ ODI ବିଶ୍ୱକପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ସମାନ ବୟାନ ଦେଇଥିଲେ । କମିନ୍ସ କହିଥିଲେ ଯେ ସେ ଷ୍ଟାଡିୟମରେ ଥିବା ଦର୍ଶକଙ୍କୁ ଶାନ୍ତ କରିବେ । ସେମିଫାଇନାଲରେ ଭାରତ ବିପକ୍ଷରେ ଇଂଲଣ୍ଡ ଦଳ କିପରି ପ୍ରଦର୍ଶନ କରେ ତାହା ଦେଖିବା ଆକର୍ଷଣୀୟ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଏକ ସଂଘର୍ଷ ହୋଇଥିଲା
୨୦୨୨ ଟି-୨୦ ବିଶ୍ୱକପରେ, ଭାରତ ଏବଂ ଇଂଲଣ୍ଡ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ସେହି ମ୍ୟାଚ୍ ୧୦ ୱିକେଟରେ ଜିତିଥିଲା। ଏବେ ଏଥର ସେମିଫାଇନାଲରେ ଦୁଇଟି ଦଳ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ଆକର୍ଷଣୀୟ ହେବ ।

Related Topics
Explore more stories