Nitish Reddy Hattrick / ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ ମଧ୍ୟରେ ନୀତିଶ ରେଡ୍ଡୀଙ୍କ ହ୍ୟାଟ୍ରିକ୍, ତଥାପି ହାରିଲା ଦଳ
·7 months ago·2 min read

Key Points
ନୀତିଶ ରେଡ୍ଡୀଙ୍କ ଧମାଲ୍
ସୟଦ ମୁସ୍ତାକ ଅଲିରେ ହ୍ୟାଟ୍ରିକ୍
ତଥାପି ହାରିଲା ଦଳ
ସୟଦ ମୁସ୍ତାକ ଅଲିରେ ହ୍ୟାଟ୍ରିକ୍
ତଥାପି ହାରିଲା ଦଳ
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ କଟକରେ ଖେଳାଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇଥିଲା । ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏହି ସିରିଜ୍ ଉପରେ ରହିଥିବା ବେଳେ ନୀତିଶ କୁମାର ରେଡ୍ଡୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ।
ସୟଦ ମୁସ୍ତାକ ଅଲି ଟ୍ରଫିରେ ନୀତିଶ ରେଡ୍ଡୀ ମଧ୍ୟପ୍ରଦେଶ ବିପକ୍ଷରେ ହ୍ୟାଟ୍ରିକ୍ ନେଇ ନୂଆ ରେକର୍ଡ କରିଛନ୍ତି । ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଦଳ ମାତ୍ର ୧୧୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । କିନ୍ତୁ ନୀତୀଶଙ୍କ ହ୍ୟାଟ୍ରିକ୍ ମଧ୍ୟପ୍ରଦେଶର ଶୀର୍ଷ କ୍ରମର ବ୍ୟାଟିଂ ଲାଇନ୍ ଅଫ୍ଙ୍କୁ ପାଭିଲିୟନ୍ ପଠାଇଥିଲେ । ତଥାପି ଆନ୍ଧ୍ରପ୍ରଦେଶ ଏହି ମ୍ୟାଚ୍ ହାରିଯାଇଥିଲା ।
ଡିୱାଇ ପାଟିଲ କଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭାରତ ୩୧ ବଲ୍ରୁ ୩୯ ରନ୍ କରିଥିଲେ । ଭାରତ ନୀତିଶ କୁମାର ରେଡ୍ଡିଙ୍କ ସହ ୫୦ ରନ୍ର ପାର୍ଟନରସିପ୍ କରିଥିଲେ । ରେଡ୍ଡି ୨୫ ରନ୍ କରିଥିଲେ, କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ଆଉ କେହି ବଡ଼ ସ୍କୋର କରିପାରିନଥିଲେ ।
ନୀତିଶ କୁମାର ରେଡ୍ଡି ହ୍ୟାଟ୍ରିକ୍ ନେଇଥିଲେ
ଆନ୍ଧ୍ର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି କେବଳ ୧୧୨ ରନ୍ କରିଥିଲା । ମଧ୍ୟ ପ୍ରଦେଶ ପାଇଁ ଟାର୍ଗେଟ ଛୋଟ ଥିଲା । କିନ୍ତୁ ନୀତିଶ କୁମାର ରେଡ୍ଡିଙ୍କ ହ୍ୟାଟ୍ରିକ୍ ଆନ୍ଧ୍ରକୁ ଏହି ମ୍ୟାଚ୍ରେ ଜୀବିତ ରଖିଥିଲା । ରେଡ୍ଡି ତୃତୀୟ ଓଭରର ଚତୁର୍ଥ ବଲ୍ରେ ହର୍ଷ ଗାୱଲିଙ୍କ ୱିକେଟ୍ ନେଇଥିଲେ । ଏହାର ପରବର୍ତ୍ତୀ ବଲ୍ରେ ନୂତନ ବ୍ୟାଟ୍ସମ୍ୟାନ୍ ହରପ୍ରୀତ ସିଂହ ଭାଟିଆଙ୍କୁ ଆଉଟ୍ କରିଥିଲେ । ଆଉ ନୀତିଶଙ୍କ ଶେଷ ବଲ୍ରେ ରଜତ ପାଟିଦାର ବୋଲ୍ଡ ହୋଇଥିଲେ ।
ନୀତିଶଙ୍କ ହ୍ୟାଟ୍ରିକ୍ ମଧ୍ୟପ୍ରଦେଶକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା । କିନ୍ତୁ ଋଷଭ ଚୌହାନ ଓ ରାହୁଲ ବାଥମ ୭୩ ରନ୍ର ଦମଦାର ପାର୍ଟନରସିପ୍ କରି ମଧ୍ୟପ୍ରଦେଶକୁ ବିଜୟ ଭେଟି ଦେଇଥିଲେ । ମଧ୍ୟପ୍ରଦେଶ ୧୭.୩ ଓଭରରେ ୪ ଓ୍ବିକେଟ୍ରେ ବିଜୟଲାଭ କରିଛି ।

🚨 𝗛𝗔𝗧-𝗧𝗥𝗜𝗖𝗞 𝗔𝗟𝗘𝗥𝗧 🚨
— BCCI Domestic (@BCCIdomestic) December 12, 2025
Moment of sheer brilliance by Nitish Kumar Reddy as he completed a superb hat-trick against Madhya Pradesh in the Super League Stage in Pune 👏#SMAT | @IDFCFIRSTBank | @NKReddy07 pic.twitter.com/3iv0wo1kFI
ଡିୱାଇ ପାଟିଲ କଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭାରତ ୩୧ ବଲ୍ରୁ ୩୯ ରନ୍ କରିଥିଲେ । ଭାରତ ନୀତିଶ କୁମାର ରେଡ୍ଡିଙ୍କ ସହ ୫୦ ରନ୍ର ପାର୍ଟନରସିପ୍ କରିଥିଲେ । ରେଡ୍ଡି ୨୫ ରନ୍ କରିଥିଲେ, କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ଆଉ କେହି ବଡ଼ ସ୍କୋର କରିପାରିନଥିଲେ ।
ନୀତିଶ କୁମାର ରେଡ୍ଡି ହ୍ୟାଟ୍ରିକ୍ ନେଇଥିଲେ
ଆନ୍ଧ୍ର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି କେବଳ ୧୧୨ ରନ୍ କରିଥିଲା । ମଧ୍ୟ ପ୍ରଦେଶ ପାଇଁ ଟାର୍ଗେଟ ଛୋଟ ଥିଲା । କିନ୍ତୁ ନୀତିଶ କୁମାର ରେଡ୍ଡିଙ୍କ ହ୍ୟାଟ୍ରିକ୍ ଆନ୍ଧ୍ରକୁ ଏହି ମ୍ୟାଚ୍ରେ ଜୀବିତ ରଖିଥିଲା । ରେଡ୍ଡି ତୃତୀୟ ଓଭରର ଚତୁର୍ଥ ବଲ୍ରେ ହର୍ଷ ଗାୱଲିଙ୍କ ୱିକେଟ୍ ନେଇଥିଲେ । ଏହାର ପରବର୍ତ୍ତୀ ବଲ୍ରେ ନୂତନ ବ୍ୟାଟ୍ସମ୍ୟାନ୍ ହରପ୍ରୀତ ସିଂହ ଭାଟିଆଙ୍କୁ ଆଉଟ୍ କରିଥିଲେ । ଆଉ ନୀତିଶଙ୍କ ଶେଷ ବଲ୍ରେ ରଜତ ପାଟିଦାର ବୋଲ୍ଡ ହୋଇଥିଲେ ।
ନୀତିଶଙ୍କ ହ୍ୟାଟ୍ରିକ୍ ମଧ୍ୟପ୍ରଦେଶକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା । କିନ୍ତୁ ଋଷଭ ଚୌହାନ ଓ ରାହୁଲ ବାଥମ ୭୩ ରନ୍ର ଦମଦାର ପାର୍ଟନରସିପ୍ କରି ମଧ୍ୟପ୍ରଦେଶକୁ ବିଜୟ ଭେଟି ଦେଇଥିଲେ । ମଧ୍ୟପ୍ରଦେଶ ୧୭.୩ ଓଭରରେ ୪ ଓ୍ବିକେଟ୍ରେ ବିଜୟଲାଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories