Cricket News / ଆଇପିଏଲ ଚାଲିଥିବାବେଳେ ଦକ୍ଷିଣଆଫ୍ରିକାର ଏହି କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ
·5 months ago·2 min read

Key Points
IPL ମଧ୍ୟରେ ଏହି କ୍ରିକେଟର ଅବସର ନେଲେ...
ଦକ୍ଷିଣଆଫ୍ରିକାର ଏହି କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ
୨୦୧୮ ମସିହାରେ ରାସି ବେନ ଡର ଡୁସେନ ସାଉଥଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ

କ୍ରିକେଟ ଜଗତର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ IPL 2026 ଉପରେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 28 ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ହାଇ-ଭୋଲଟେଜ ମ୍ୟାଚ୍ ହେଉଛି। IPL 2026 ମଧ୍ୟରେ, ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ରାସି ବେନ ଡର ଡୁସେନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭାବପ୍ରବଣ ପୋଷ୍ଟରେ ସେ ପ୍ରକାଶ କରିଛନ୍ତି ଯେ ସେ ଆଉ ଦକ୍ଷିଣ ଆଫ୍ରିକୀୟ ଜର୍ସି ପିନ୍ଧି ଖେଳିବେ ନାହିଁ।
ଏହାସହ ପଢ଼ନ୍ତୁ: ସୁନା ଚେନକୁ ନେଇ ବିବାଦ; କ୍ରିକେଟରଙ୍କ ଅଭିଯୋଗରେ ବନ୍ଧା ହେଲେ ଅଭିନେତ୍ରୀ
ଦକ୍ଷିଣଆଫ୍ରିକା କ୍ୟାଟ୍ସମ୍ୟାନ କଲେ ଅବସର ଘୋଷଣା...
ଡାହାଣହାତୀ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରାସି ବେନ ଡେର୍ ଡୁସେନ୍ ଗତ କିଛି ମାସ ଧରି ଦକ୍ଷିଣ ଆଫ୍ରିକା ଦଳରୁ ବାହାରେ ଥିଲେ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟିମ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ତାଙ୍କ ନାମ ଗାଏବ ହୋଇଯାଇଥିଲା। ସେଥିପାଇଁ ଏହାପରେ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଲମ୍ବା ମେସେଜ କରି ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ଗର୍ବ ଏବଂ କୃତଜ୍ଞତାର ସହିତ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ମୋର ଅବସର ଘୋଷଣା କରୁଛି। ପ୍ରୋଟିୟାସ୍ ଜର୍ସି ପିନ୍ଧିବା ଆପଣଙ୍କ କ୍ଷମତା ଏବଂ ସମର୍ପଣର ପରୀକ୍ଷା କରେ, ଏବଂ ଏହା ଆପଣଙ୍କୁ ଏଥିପାଇଁ ପୁରସ୍କାର ମଧ୍ୟ ମିଳେ। ମୋ ଦେଶ ପାଇଁ ଖେଳିବା ମୋ ଜୀବନର ସର୍ବୋତ୍ତମ ସମ୍ମାନ। ଏଥିପାଇଁ ଅପାର ସମର୍ପଣ ଆବଶ୍ୟକ ଥିଲା, ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ୱ ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ବର କଥା ମୋ ପାଇଁ"।
ଏହାସହ ପଢ଼ନ୍ତୁ: ଶାମିଙ୍କ ଧୂଆଁଧାର ବୋଲିଂ: ପ୍ରଥମ ବଲରେ ରାହୁଲ OUT, IPLରେ ପୁଣି ହିରୋ ହେଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଆଫ୍ରିକା ପାଇଁ ରାସି ବେନ ଡେର୍ ଡୁସେନ୍ଙ୍କ ପ୍ରଦର୍ଶନ
୩୭ ବର୍ଷୀୟ ରାସି ବେନ ଡେର୍ ଡୁସେନ୍ ୨୦୧୮ରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ। ସେ ଖେଳର ତିନୋଟି ଫର୍ମାଟରେ ପ୍ରୋଟିୟାସ୍ ପାଇଁ ଖେଳିଥିଲେ। ସେବେଠାରୁ, ସେ ଦକ୍ଷିଣ ଆଫ୍ରିକା ପାଇଁ ୧୪୬ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ୍ରେ, ରାସି ୨୦୨୨ ମସିହାରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ସେ ତିନୋଟି ମ୍ୟାଚ୍ ଖେଳି ମୋଟ ୨୨ ରନ୍ କରିଥିଲେ।

Related Topics
Explore more stories