Spain vs Belgium / ୧୬ ବର୍ଷ ପରେ ଫିଫା ବିଶ୍ଵକପ୍ ସେମିଫାଇନାଲ୍ରେ ସ୍ପେନ୍; ଫ୍ରାନ୍ସ ସହ ହେବ ମହାମୁକାବିଲା
·56 mins ago·2 min read

Key Points
ଫିଫା ବିଶ୍ଵକପ୍ ସେମିରେ ଫ୍ରାନ୍ସ-ସ୍ପେନ୍ ମହାଲଢ଼େଇ
୧୬ବର୍ଷ ପରେ ଫିଫାସେମିଫାଇନାଲ୍ରେ ପହଞ୍ଚିଲା ସ୍ପେନ୍
ବେଲଜିୟମକୁ ହରାଇ ସେମିରେ ସ୍ପେନ୍ ସ୍ଥାନ ପକ୍କା କଲା
୧୬ବର୍ଷ ପରେ ଫିଫାସେମିଫାଇନାଲ୍ରେ ପହଞ୍ଚିଲା ସ୍ପେନ୍
ବେଲଜିୟମକୁ ହରାଇ ସେମିରେ ସ୍ପେନ୍ ସ୍ଥାନ ପକ୍କା କଲା
ଲସ୍ ଆଞ୍ଜେଲସ୍: ୨୦୨୬ ଫିଫା ବିଶ୍ୱକପ୍ ସେମିଫାଇନାଲ ପାଇଁ ଟିକେଟ୍ ପକ୍କା କଲା ସ୍ପେନ୍ । କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ ଏକ ଚମତ୍କାର ପ୍ରଦର୍ଶନ କରି ବେଲଜିୟମ୍କୁ ୨-୧ ଗୋଲରେ ପରାସ୍ତ କରିଛି । ଦୀର୍ଘ ୧୬ବର୍ଷ ଅର୍ଥାତ୍ ୨୦୧୦ ପରେ ପ୍ରଥମ ଥର ପାଇଁ ସ୍ପେନ୍ ବିଶ୍ୱକପ୍ର ସେମିଫାଇନାଲରେ ସ୍ଥାନ ପାଇଛି । ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଗତ ବିଶ୍ୱକପ୍ରେ ଫାଇନାଲ୍ ପହଞ୍ଚିଥିବା ଦଳ ଫ୍ରାନ୍ସକୁ ଭେଟିବ, ଯାହାକି ବେଶ ରୋମାଞ୍ଚକର ହେବାକୁ ଯାଉଛି ।
ଏହାପରେ ବେଲଜିୟମ ସ୍ପେନକୁ ମ୍ୟାଚରେ ଆଗୁଆ ହେବାକୁ ଅଧିକ ସମୟ ପର୍ଯ୍ୟନ୍ତ ସୁଯୋଗ ଦେଇ ନଥିଲା ଏବଂ ମ୍ୟାଚର ୪୧ ମିନିଟରେ ପ୍ରଥମ ଗୋଲ କରିଥିଲା । ଏହାପରେ ଚାର୍ଲ୍ସ ଡି କେଟେଲିୟର, ଟିମୋଥିଙ୍କ ଏକ ଚମତ୍କାର କ୍ରସର ଜବାବ ଦେଇ ଦମଦାର ହେଡର ସାହାଯ୍ୟରେ ସ୍କୋରକୁ ୧-୧ରେ ସମାନ କରିଥିଲେ। ଏହି ଗୋଲ ସ୍ପେନ ଗୋଲକିପର ଉନାଇ ସାଇମନଙ୍କ ଲଗାତାର ୬ଟି କ୍ଲିନ୍ ସିଟକୁ ଶେଷ କରିଦେଇଥିଲା । ଏହାପରେ ସାଇମନଙ୍କ ବିଶ୍ୱକପରେ ଲଗାତାର ୬୫୦ ମିନିଟ୍ ପର୍ଯ୍ୟନ୍ତ ଗୋଲ୍ ନ ଖାଇ ରହିବାର ରେକର୍ଡ ମଧ୍ୟ ଶେଷ ହୋଇଥିଲା ।
ପଢନ୍ତୁ ଏହି ଖବର: ବିଶ୍ୱକପ୍ରୁ ବିଦାୟ ନେଲେ ରୋନାଲ୍ଡୋ…ଆଖିରେ ଲୁହ, ସ୍ପେନ୍ ହାତରେ ଭାଙ୍ଗିଗଲା ପର୍ତ୍ତୁଗାଲର ସ୍ବପ୍ନ
- ଫାବିଆନ ରୁଇଜ୍ ଦଳକୁ ଦେଇଥିଲେ ଭଲ ଆରମ୍ଭ

- ୭୧ ମିନିଟରେ ବେଲଜିୟମକୁ ଝଟକା
ପଢନ୍ତୁ ଏହି ଖବର: ବିଶ୍ୱକପ୍ରୁ ବିଦାୟ ନେଲେ ରୋନାଲ୍ଡୋ…ଆଖିରେ ଲୁହ, ସ୍ପେନ୍ ହାତରେ ଭାଙ୍ଗିଗଲା ପର୍ତ୍ତୁଗାଲର ସ୍ବପ୍ନ
- ଶେଷ ମୁହୂର୍ତ୍ତରେ ପଲଟିଗଲା ବାଜି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories