Lionel Messi / 'ମେସିଙ୍କୁ ଆଣିବାକୁ ଯେତିକି ଖର୍ଚ୍ଚ କଲ, ମୋତେ ସେତିକି ଦିଅ... ମେସିଙ୍କ ଭଳି ୧୦ ଜଣଙ୍କୁ ଗଢ଼ିବି'
·3 months ago·2 min read

Key Points
ଫୁଟବଲ୍ କିମ୍ବଦନ୍ତୀ ମେସି ଏବେ ଭାରତ ଗସ୍ତରେ ଅଛନ୍ତି । କୋଲକାତା, ହାଇଦ୍ରାବାଦ ପରେ ମୁମ୍ବାଇରେ ପହଞ୍ଚିଛନ୍ତି ମେସି । ମେସି ଭାରତରେ ଥିବାବେଳେ ତାଙ୍କ ଗସ୍ତର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି ।
ନୂଆଦିଲ୍ଲୀ: ଲିଓନେଲ୍ ଆଣ୍ଡ୍ରେସ୍ 'ଲିଓ' ମେସି- ଆର୍ଜେଣ୍ଟିନାର ଫୁଟବଲ୍ ଖେଳାଳି । ୩୮ ବର୍ଷୀୟ ମେସି ହେଉଛନ୍ତି ମହାନ ଫୁଟବଲ୍ର । ଯିଏ ଜିତିଛନ୍ତି ୪୬ଟି ଟିମ୍ ଟ୍ରଫି । ଫୁଟବଲ୍ ଇତିହାସରେ ମେସିଙ୍କ ସମକକ୍ଷ ରେକର୍ଡ ନାହିଁ । ସେ ଏଯାବତ୍ ୧୩୦୦ରୁ ଅଧିକ ଗୋଲ୍ କରି ସାରିଛନ୍ତି ।
୨୦୨୨ ଫିଫା ବିଶ୍ଵକପ୍ ବିଜୟୀ ଦଳ ଆର୍ଜେଣ୍ଟିାନାର ଅଧିନାୟକ ତଥା ଫୁଟବଲ୍ କିମ୍ବଦନ୍ତୀ ମେସି ଏବେ ଭାରତ ଗସ୍ତରେ ଅଛନ୍ତି । କୋଲକାତା, ହାଇଦ୍ରାବାଦ ପରେ ମୁମ୍ବାଇରେ ପହଞ୍ଚିଛନ୍ତି ମେସି ।
ଏଥିସହ ପଢ଼ନ୍ତୁ: ମେସିଙ୍କ ଗୋଡ଼କୁ ବାନ୍ଧି ଦେଇଛି ଇନସ୍ୟୁରାନ୍ସ କମ୍ପାନୀ, ଜାଣନ୍ତୁ ପୁରା କାରଣ...
ଅନ୍ତର୍ଜାତୀୟ ପୁଟବଲର ଲିଓନେଲ ମେସି ଭାରତରେ ଥିବାବେଳେ ତାଙ୍କ ଗସ୍ତର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି । ମିନର୍ଭା ପଞ୍ଜାବ ଏଫସିର ମାଲିକା ତଥା ୧୯ ବର୍ଷରୁ କମ୍ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଖେଳାଳି ରଞ୍ଜିତ ବଜାଜ ପ୍ରଶ୍ନ ଉଠାଇଛନ୍ତି ।
ରଞ୍ଜିତ ବଜାଜ କହିଛନ୍ତି, "ମେସିଙ୍କ ଭାରତ ଗସ୍ତରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେହି ୧୫୦ କୋଟି ଟଙ୍କା ଖର୍ଚ୍ଚ କଲେ ଭାରତରେ ୧୫ ହଜାର ଛୁଆଙ୍କ ଲାଗି ଖାଇବା, ପିଇବା ଓ ରହିବା ବ୍ୟବସ୍ଥା ୧୫ ବର୍ଷ ପର୍ଯ୍ୟନ୍ତ ହୋଇ ପାରିବ ।"
ସେ ଆହୁରି କହିଛନ୍ତି, "ମେସିଙ୍କୁ ଆପଣ ୧୫୦ କୋଟି ଟଙ୍କା ଦେଲେ । ତାଙ୍କୁ ଟଙ୍କାର ଆବଶ୍ୟକତା ନାହିଁ । ସେ ଭାରତରୁ ଟଙ୍କା ନେଇ ଆର୍ଜେଣ୍ଟିନା ପଳାଇବେ । ଆମ ଟଙ୍କାରେ ଆର୍ଜେଣ୍ଟିନାରେ ଏକାଡେମୀ ଖୋଲିବେ, ଆର୍ଜେଣ୍ଟିନାର ଖେଳାଳି ଭଲ ଖେଳିବେ ।"
ଏଥିସହ ପଢ଼ନ୍ତୁ: ୨୧ ବଲ୍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
ମେସିଙ୍କୁ ଦିଆଯାଇଥିବା ୧୫୦ କୋଟି ସ୍ଥାନରେ ଭାରତରେ ଥିବା ଫୁଟବଲ୍ ଖେଳାଳିଙ୍କ ଉପରେ ଦେଢ଼ କୋଟି ଖର୍ଚ୍ଚ କରନ୍ତୁ । ଏମାନଙ୍କ ମଧ୍ୟରୁ କେହି ନା କେହି ନିଶ୍ଚିତ ବାବେ ୟୁରୋପିଆନ୍ କ୍ଲବରେ ଫୁଟବଲ୍ ଖେଳିବେ, ଭାରତକୁ ବିଶ୍ଵକପ୍ ଜିତିକି ଆସିବେ ବୋଲି ଯୁକ୍ତି ବାଢ଼ିଛନ୍ତି ରଞ୍ଜିତ ବଜାଜ ।
ଏକଥା କହି ଫୁଟବଲ୍ର ବ୍ୟବସାୟୀକରଣ ଏବଂ ଫୁଟବଲ୍ର ତିଆରି ଭିତରେ ସାମଞ୍ଜସ୍ୟ ଦର୍ଶାଇଛନ୍ତି ରଞ୍ଜିତ ବଜାଜ । ସେ କହିଛନ୍ତି, "ଆମେ ଭୁଲ୍ ଜାଗାରେ ଟଙ୍କା ଖର୍ଚ୍ଚ କରୁଛେ । ୧୫୦ କୋଟି ହେଉଛି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF)ର ୩ ବର୍ଷର ବଜେଟ୍ ।"

Imagine spending ₹150 crore on a Messi India visit, more than the entire Indian football budget.
— Dev (@refocus21) December 13, 2025
That same money could support 15,000 footballer kids for 15 years.
Even investing ₹1.5 crore in one talented kid could put them in a European club pipeline.
This is the difference… pic.twitter.com/HVh1L9ps0p
ସେ ଆହୁରି କହିଛନ୍ତି, "ମେସିଙ୍କୁ ଆପଣ ୧୫୦ କୋଟି ଟଙ୍କା ଦେଲେ । ତାଙ୍କୁ ଟଙ୍କାର ଆବଶ୍ୟକତା ନାହିଁ । ସେ ଭାରତରୁ ଟଙ୍କା ନେଇ ଆର୍ଜେଣ୍ଟିନା ପଳାଇବେ । ଆମ ଟଙ୍କାରେ ଆର୍ଜେଣ୍ଟିନାରେ ଏକାଡେମୀ ଖୋଲିବେ, ଆର୍ଜେଣ୍ଟିନାର ଖେଳାଳି ଭଲ ଖେଳିବେ ।"
ଏଥିସହ ପଢ଼ନ୍ତୁ: ୨୧ ବଲ୍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
ମେସିଙ୍କୁ ଦିଆଯାଇଥିବା ୧୫୦ କୋଟି ସ୍ଥାନରେ ଭାରତରେ ଥିବା ଫୁଟବଲ୍ ଖେଳାଳିଙ୍କ ଉପରେ ଦେଢ଼ କୋଟି ଖର୍ଚ୍ଚ କରନ୍ତୁ । ଏମାନଙ୍କ ମଧ୍ୟରୁ କେହି ନା କେହି ନିଶ୍ଚିତ ବାବେ ୟୁରୋପିଆନ୍ କ୍ଲବରେ ଫୁଟବଲ୍ ଖେଳିବେ, ଭାରତକୁ ବିଶ୍ଵକପ୍ ଜିତିକି ଆସିବେ ବୋଲି ଯୁକ୍ତି ବାଢ଼ିଛନ୍ତି ରଞ୍ଜିତ ବଜାଜ ।
ଏକଥା କହି ଫୁଟବଲ୍ର ବ୍ୟବସାୟୀକରଣ ଏବଂ ଫୁଟବଲ୍ର ତିଆରି ଭିତରେ ସାମଞ୍ଜସ୍ୟ ଦର୍ଶାଇଛନ୍ତି ରଞ୍ଜିତ ବଜାଜ । ସେ କହିଛନ୍ତି, "ଆମେ ଭୁଲ୍ ଜାଗାରେ ଟଙ୍କା ଖର୍ଚ୍ଚ କରୁଛେ । ୧୫୦ କୋଟି ହେଉଛି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF)ର ୩ ବର୍ଷର ବଜେଟ୍ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories