Suryakumar Not Happy / ଜିମ୍ବାଓ୍ୱେକୁ ହରାଇ ଖୁସି ନାହାଁନ୍ତି ସୂର୍ଯ୍ୟ, ଜାଣନ୍ତୁ କଣ ରହିଛି କାରଣ ?
·6 months ago·2 min read

Key Points
ଜିମ୍ବାଓ୍ୱେକୁ ହରାଇ ଖୁସି ନାହାଁନ୍ତି ସୂର୍ଯ୍ୟ
ଜାଣନ୍ତୁ ପୁରା କାରଣ
ଜାଣନ୍ତୁ ପୁରା କାରଣ
ଜିମ୍ବାଓ୍ୱେକୁ ହରାଇ ଖୁସି ନାହାଁନ୍ତି ସୂର୍ଯ୍ୟ କୁମାର ଯାଦବ। କିନ୍ତୁ ଖୁସି ନାହାଁନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଗୁରୁବାର ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଜିମ୍ବାଓ୍ୱେ । ଉଭୟ ଦଳ ପାଇଁ ଏହା ଥିଲା କର ବା ମର ଫାଇଟ୍ । ତେବେ ବାଜି ମାରି ନେଇଛି ଭାରତ । ବ୍ୟାଟସମ୍ୟାନଙ୍କ ଦମଦାର ଇନିଂସରେ ଜିମ୍ବାଓ୍ୱେ ବିରୋଧରେ ୨୫୬ରନ୍ କରିପାରିଲା ସୂର୍ଯ୍ୟ ସେନା । ଜବାବରେ ଜିମ୍ବାଓ୍ୱେ ୧୮୪ରେ ଅଟକି ଯାଇଥିଲା । ତେବେ ଭାରତ ମ୍ୟାଚ୍ ଜିତିବା ସହ ସେମି ରେସରେ ଏବେବି ସାମିଲ ଅଛି ।
ସୂର୍ଯ୍ୟ କହିଛନ୍ତି ଯେ, ବୋଲିଂରେ ଦଳ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତା । ଅନେକ ବିକଳ୍ପ ସହ ଦଳକୁ ଅଧିକ ସ୍ମାର୍ଟ ହେବାକୁ ପଡିବ । ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେମାନେ ସମସ୍ତ ତ୍ରୁଟି ସୁଧାରିବେ । ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୧ରେ ଭାରତ ଓ୍ୱେଷ୍ଟ୍ ଇଣ୍ଡିଜକୁ ଭେଟିବ । ଏହା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ସେମି ଫାଇନାଲ ଖେଳିବ । ତେଣୁ ଏହି ମ୍ୟାଚକୁ ନକ୍ ଆଉଟ୍ କୁହାଯାଉଛି ।
କିନ୍ତୁ ଦଳର ବୋଲର ନିରାଶ କରିଥିଲେ । ଶୀଘ୍ର ଓ୍ୱିକେଟ୍ ନେବାରେ ସେମାନେ ସଫଳ ହୋଇନଥିଲେ । ରନ୍ ଗତି ଧିମା ଥିଲେ ମଧ୍ୟ ଜିମ୍ବାଓ୍ୱେ ବ୍ୟାଟର ଭାରତୀୟ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିନଥିଲେ । ଜସପ୍ରିତ ବୁମରା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ବୋଲିଂରେ ଲୟ ହରାଇଥିଲେ । ମୁକାବିଲାରେ ସୂର୍ଯ୍ୟ କୁମାର ବରୁଣ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ନେଇ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଭାରତୀୟ ବୋଲରଙ୍କୁ ଇଣ୍ଡିଜ ଖେଳାଳି ପ୍ରହାର କରୁଥିବା ସମୟରେ ସୂର୍ଯ୍ୟ କ୍ରୋଧିତ ଜଣାପଡୁଥିଲେ ।
ଏଥିସହ ପଢ଼ନ୍ତୁ: ବର୍ଷାରେ ମ୍ୟାଚ୍ ରଦ୍ଦ ହେଲେ କିଏ ପହଞ୍ଚିବ ସେମିଫାଇନାଲ ? କାହାର ଭାଗ୍ୟ ଖୋଲିବ ଜାଣନ୍ତୁ..

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂର୍ଯ୍ୟ ମ୍ୟାଚ୍ ପରେ କହିଛନ୍ତି ଯେ, ସେ ଦଳର ବୋଲିଂକୁ ନେଇ ଖୁସି ନାହାଁନ୍ତି । ବୋଲରଙ୍କ ପ୍ରଦର୍ଶନ ତାଙ୍କୁ ସନ୍ତୁଷ୍ଟ କରିପାରିନି । ବିଜୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ନକଆଉଟ୍ ପୂର୍ବରୁ ଦଳକୁ ଆହୁରି ଶୃଙ୍ଖଳିତ କରିବାକୁ ହେବ । ବୋଲିଂ ଉପରେ ଫୋକସ କରିବାକୁ ପଡିବ । ମ୍ୟାଚରେ ଭାରତୀୟ ବ୍ୟାଟର ଦମଦାର୍ ବ୍ୟାଟିଂ କରିଥିଲେ । ସେମାନେ ୨୦ଓଭରରେ ୨୫୬ ରନ୍ କରିପାରିଥିଲେ । ସମସ୍ତ ବ୍ୟାଟରଙ୍କ ଏଥିରେ ଯୋଗଦାନ ରହିଥିଲା । ସଞ୍ଜୁ ସାମସନଙ୍କଠୁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ସବୁ ଖେଳାଳି ଉପଯୋଗୀ ଇନିଂସ ଖେଳିଥିଲେ । ସୁପର ୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଦଳ ପାଇଁ ଜିମ୍ବାଓ୍ୱେ ବିପକ୍ଷ ମ୍ୟାଚ୍ କର ବା ମର ଥିଲା ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories