Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ

Jitendra Dash
Browse all articles by Jitendra Dash
·2 years ago·1 min read
ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ

ଅର୍ଗସ ବ୍ୟୁରୋ : ବହୁ ପ୍ରତୀକ୍ଷିତ ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ପାଇଁ ସୂଚୀ ଘୋଷଣା ।  ନ୍ୟୁୟର୍କରେ ଜୁନ୍ ୯ରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଏ ଗ୍ରୁପ୍‌ରେ ଅଛନ୍ତି ଭାରତ ସହ ପାକିସ୍ତାନ, ୟୁଏସଏ, କାନାଡା ଓ ଆୟର୍ଲାଣ୍ଡ । ବିଶ୍ବକପର ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡା ସହ ଖେଳିବ ୟୁଏସଏ  ।

ଅଧିକ ପଢନ୍ତୁ ଖେଳ ଖବର

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ୨୬ ଓ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଉ ଫାଇନାଲ ମ୍ୟାଚ ୨୯ ଜୁନ୍ ବାରବାଡୋସରେ ଖେଳାଯିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଟିମ ଇଣ୍ଡିଆ ଗ୍ରୁପ ଏରେ ରହିଛି । ଭାରତ ସହ ଏହି ଗ୍ରୁପରେ ଆୟର୍ଲାଣ୍ଡ, ପାକିସ୍ତାନ, ୟୁଏସଏ ଓ କାନାଡା ରହିଛନ୍ତି । ସେହିପରି ଭାରତ ତାର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଆୟର୍ଲାଣ୍ଡ ସହ ଖେଳିବ । ଆଉ ଦ୍ୱିତୀୟ ମୁକାବିଲା ଜୁନ ୯ରେ ପାକିସ୍ତାନ ସହ ରହିଛି । ଯେଉଁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।
 

Sponsored
T20 World Cup 2024 Fixtures Revealed. India To Face Pakistan In New York On | Argus News