Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ

ଅର୍ଗସ ବ୍ୟୁରୋ : ଆଜି ୱେଷ୍ଟଇଣ୍ଡିଜ୍‌ର ବାର୍ବଡୋସରେ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ 2024 ଫାଇନାଲ । ଭାରତ ଓ ଦକ୍ଷିଣ ଆଫ୍ରୀକା ମଧ୍ୟରେ ଟ୍ରଫି ପାଇଁ ହେବ ମହାମୁକାବିଲା । 2007 ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢିଇ କରିବ । ତୃତୀୟ ଥର ପାଇଁ ଫାଇନଲା ଖେଳିବା ପାଇଁ ଯାଉଥିବା ଭାରତ 17 ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ । ଅନ୍ୟ ପକ୍ଷରେ ଆଇସିସି ବିଶ୍ବକପ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଫାଇନଲାରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ରଖିଛି ଲକ୍ଷ ।

ଅଧିକ ପଢନ୍ତୁ : ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି

ଭରତୀୟ ଦଳର ବ୍ୟାଟିଂ ଭାର ରୋହିତଙ୍କ ସମେତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋିଷଭ ପନ୍ତ୍, ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରୁଛି । ସେପଟେ ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
T20 World Cup final today | Argus News