India vs USA / ଟି-୨୦ ବିଶ୍ବକପ୍: ଟସ୍ ଜିତିଲା USA, ପ୍ରଥମେ ବ୍ୟାଟିଂ କରିବ ଭାରତ
·5 months ago·1 min read

Key Points
ଟି-୨୦ ବିଶ୍ବକପ୍
ଟସ୍ ଜିତିଲା USA
ପ୍ରଥମେ ବ୍ୟାଟିଂ କରିବ ଭାରତ
ଟସ୍ ଜିତିଲା USA
ପ୍ରଥମେ ବ୍ୟାଟିଂ କରିବ ଭାରତ
ଶନିବାରଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ବକପ୍ । ଚଳିତ ଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜିତ କରୁଛି । ଏଥର ଟି-୨୦ ବିଶ୍ବକପ୍ରେ ୨୦ଟି ଭାଗ ନେଉଥିବା ବେଳେ ସମସ୍ତ ଦଳକୁ ୪ଟି ଗ୍ରୁପ୍ରେ ବିଭକ୍ତି କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଏଥର ମୋଟ ୫୫ଟି ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ରେ ଅହମ୍ମଦାବାଦରେ ଖେଳାଯିବ । ଆଉ ଯଦି ପାକିସ୍ତାନ ଫାଇନାଲକୁ ଯାଏ ତେବେ ଏହି ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ।
ଟି-୨୦ ବିଶ୍ବକପ୍ରେ ଶନିବାର ଭାରତ ତା'ର ପ୍ରଥମ ମ୍ୟାଚ୍ ଖେଳିବ । USA ବିପକ୍ଷରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ବୋଲିଂ ନିଷ୍ପତ୍ତି ନେଇଛି USA । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ପ୍ରଥମେ ବ୍ୟାଟିଂ କରି USA ବିପକ୍ଷରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଭାରତର ଚୁଡ଼ାନ୍ତ ଏକାଦଶ: ଇଶାନ କିଶାନ, ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories