England ODI series / ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ଆହତ; ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରି
·1 hour ago·2 min read

Key Points
ଖୁବଶୀଘ୍ର ଖେଳାଯିବ ଭାରତ-ଇଂଲଣ୍ଡ ODI
ଏହାପୂର୍ବରୁ ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଏବଂ ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦ୍ରୁତ ବୋଲର ହର୍ଷିତ ରାଣା ଏବଂ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ଯୋଗୁଁ ଦିନିକିଆ ସିରିଜ୍ ଏବଂ ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଛନ୍ତି । ଏହି ସମୟରେ ଟିମରେ ଜଣେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି ହୋଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଉଭୟ ଖେଳାଳିଙ୍କ ବଦଳ ଘୋଷଣା କରିଛି ।
ପ୍ରିନ୍ସ ଯାଦବ ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ଆଫଗାନିସ୍ତାନ ବିପକ୍ଷରେ ଏକଦିବସୀୟ ସିରିଜରେ ମଧ୍ୟ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ । ବର୍ତ୍ତମାନ ଚୟନକର୍ତ୍ତାମାନେ ତାଙ୍କୁ ଆଶ୍ୱସ୍ତ କରିଛନ୍ତି ଏବଂ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ODI ଦଳରେ ସାମିଲ କରିଛନ୍ତି।
ଇଂଲଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ଏବଂ ପ୍ରିନ୍ସ ଯାଦବ ।
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ: ଶ୍ରେୟସ୍ ଆୟର୍ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଇଶାନ୍ କିଶାନ୍ (ୱିକେଟ୍ ରକ୍ଷକ), ଶିବମ୍ ଦୁବେ, ସୂୟାଂଶ ଶେଡଗେ, ରିଙ୍କୁ ସିଂ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ପ୍ରଭସିମରନ ସିଂହ (ୱିକେଟ୍ ରକ୍ଷକ) ଏବଂ ରବି ବିଷ୍ଣୋଇ ।
ପଢନ୍ତୁ ଏହି ଖବର: ୱିମ୍ଵଲଡନରେ ଛାଇଗଲା ସଚିନ-ଗିଲ୍ ଯୋଡ଼ି; ସେପଟେ ସ୍ପେନରେ ସାରା ତେନ୍ଦୁଲକର...
- ଟିମରେ କାହାର ଏଣ୍ଟ୍ରି ହେଲା ?

- ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ କିଏ ?
- ପୁଣି ଖେଳିବେ ରୋ-କୋ
ଇଂଲଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ଏବଂ ପ୍ରିନ୍ସ ଯାଦବ ।
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ: ଶ୍ରେୟସ୍ ଆୟର୍ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଲକ ବର୍ମା (ଉପ-ଅଧିନାୟକ), ଇଶାନ୍ କିଶାନ୍ (ୱିକେଟ୍ ରକ୍ଷକ), ଶିବମ୍ ଦୁବେ, ସୂୟାଂଶ ଶେଡଗେ, ରିଙ୍କୁ ସିଂ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ପ୍ରଭସିମରନ ସିଂହ (ୱିକେଟ୍ ରକ୍ଷକ) ଏବଂ ରବି ବିଷ୍ଣୋଇ ।
ପଢନ୍ତୁ ଏହି ଖବର: ୱିମ୍ଵଲଡନରେ ଛାଇଗଲା ସଚିନ-ଗିଲ୍ ଯୋଡ଼ି; ସେପଟେ ସ୍ପେନରେ ସାରା ତେନ୍ଦୁଲକର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories