Shubman Gill / BCCI ଆଗରେ ଗିଲ୍ଙ୍କ ଡିମାଣ୍ଡ, କହିଲେ ଏମିତି ପ୍ଲାନ କଲେ ହାରିବନି ଟିମ୍ ଇଣ୍ଡିଆ...
·8 months ago·2 min read

Key Points
ଗିଲ୍ ତିଆରି କଲେ ମାଷ୍ଟରପ୍ଲାନ
BCCI କୁ କଲେ ବଡ଼ ଡିମାଣ୍ଡ୍
BCCI କୁ କଲେ ବଡ଼ ଡିମାଣ୍ଡ୍
ଆଉ ହାରିବନି ଟିମ୍ ଇଣ୍ଡିଆ। ଗିଲ୍ ତିଆରି କଲେ ମାଷ୍ଟରପ୍ଲାନ। ତେବେ କଣ ଏହି ମାଷ୍ଟରପ୍ଲାନ ବୋଲି ଜାଣିବାକୁ ସମସ୍ତେ ଚାହାନ୍ତି। TOI ର ଏକ ରିପୋର୍ଟ ଅନୁଯାୟୀ, BCCI ଭବିଷ୍ୟତ ପାଇଁ ଯୋଜନା କରିବାରେ ଗିଲଙ୍କୁ ଏକ ବଡ଼ ଭୂମିକା ଦେବା ମୁଡ୍ ରେ ଥିବା ପରି ମନେ ହେଉଛି। ଗିଲ ଯେଉଁ ସ୍ପଷ୍ଟତା ସହିତ ତାଙ୍କର ଯୋଜନା ଏବଂ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି ସେଥିରେ ବୋର୍ଡ ଏବଂ ଚୟନକର୍ତ୍ତାମାନେ ଖୁସି ହୋଇଛନ୍ତି। ଆଜ୍ଞା ହଁ, BCCIକୁ ବଡ଼ ଡିମାଣ୍ଡ କଲେ ଶୁଭମନ୍ ଗିଲ୍। କୁହାଯାଉଛି କି ଯଦି ଗିଲ୍ଙ୍କ ଏହି ଡିମାଣ୍ଡ ମାନିନିଏ BCCI ତେବେ ଆଉ ଟେଷ୍ଟ ସିରିଜ ହାରିବନି ଟିମ୍ ଇଣ୍ଡିଆ।
ଗତ କିଛି ମାସ ମଧ୍ୟରେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଖରାପ ରହିଛି। ଭାରତର ନୈରାଶ୍ୟଜନକ ଟେଷ୍ଟ ପ୍ରଦର୍ଶନର ସର୍ବଶେଷ ଉଦାହରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଦେଖାଯାଇଥିଲା, ଯେଉଁଠାରେ ଗିଲ୍ ଏବଂ କମ୍ପାନୀ 0-2 ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲେ। ଏପରି ପରିସ୍ଥିତି ପୁନରାବୃତ୍ତି ନ ହେବା ପାଇଁ, ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍ ଏକ ପ୍ରମୁଖ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା ପାଇଁ ସେ ବିସିସିଆଇ ଠାରୁ ଏକ ବଡ଼ ଦାବି କରିଛନ୍ତି।
ଗତ ବର୍ଷ, ଭାରତୀୟ ଦଳକୁ ଏସିଆ କପ୍ ଶେଷ ହେବାର ମାତ୍ର ଚାରି ଦିନ ପରେ ଘରୋଇ ଟେଷ୍ଟ ସିଜିନରେ ପ୍ରବେଶ କରିବାକୁ ପଡିଥିଲା।ଟିମ୍ ଇଣ୍ଡିଆକୁ ଅକ୍ଟୋବର ୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଟେଷ୍ଟ ଖେଳିବାକୁ ପଡିଥିଲା, ଯଦିଓ ଖେଳାଳିମାନେ ସେପ୍ଟେମ୍ବର ୨୯ ତାରିଖରେ ଦୁବାଇରୁ ଫେରିଥିଲେ।
ଏଥିସହ ପଢ଼ନ୍ତୁ: ସନ୍ନି-ବବିଙ୍କ ସହ ବିଗିଡିଲା ହେମାଙ୍କ ସମ୍ପର୍କ, ପଚାରୁ ନାହାନ୍ତି ଦେଓଲ ଫ୍ୟାମିଲି...
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପୂର୍ବରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଠାରେ ଗିଲ୍, ଭାରତର ଅନେକ ଟେଷ୍ଟ ବିଶେଷଜ୍ଞଙ୍କ ସହିତ, ସିରିଜ ଆରମ୍ଭ ହେବାର ମାତ୍ର ଚାରି ଦିନ ପୂର୍ବରୁ ଅଷ୍ଟ୍ରେଲିଆରୁ ଫେରି ଆସିଥିଲେ। ଏହାସହ ଗିଲ୍ଙ୍କର ପ୍ରଦର୍ଶନ ମଧ୍ୟ କିଛି ଭଲ ନଥିଲା। ଯାହା ପରେ ଅନେକ ଖେଳ ପ୍ରେମୀ ଗିଲ୍ଙ୍କୁ ଭିନ୍ନ ଭିନ୍ନ ସମାଲୋଚନା କରିଥିଲେ।ଏକ ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ୍ ପ୍ରତ୍ୟେକ ଟେଷ୍ଟ ସିରିଜ୍ ପୂର୍ବରୁ 15 ଦିନିଆ କ୍ୟାମ୍ପ ପାଇଁ ଅନୁରୋଧ କରିଛନ୍ତି। ୧୩ ମାସ ମଧ୍ୟରେ ଟିମ୍ ଇଣ୍ଡିଆ ଯେତେବେଳେ ନିଜ ଘରୋଇ ମାଟିରେ ଦୁଇ ଦୁଇ ଥର ପରାଜୟ ବରଣ କରିଥିଲା ସେତେବେଳେ, ବିସିସିଆଇ ଚୟନକର୍ତ୍ତା ଏବଂ ଦଳର ଲିଡରସିପ୍ ଗ୍ରୁପର ଏକ ବୈଠକ ଡାକିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଟେଷ୍ଟ ଅଧିନାୟକ ସେହି ବୈଠକରେ ତାଙ୍କର ଦାବି ଉପସ୍ଥାପନ କରିଥିଲେ।ଯଦି ଗିଲଙ୍କ ୧୫ ଦିନିଆ କ୍ୟାମ୍ପ ପ୍ରସ୍ତାବ ଗୃହୀତ ହୁଏ, ତେବେ ଟିମ୍ ଇଣ୍ଡିଆର ବିଜି ସେଡ୍ୟୁଲ ମଧ୍ୟରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ବଡ଼ ପ୍ରଶ୍ନ ହେବ। ବୈଠକରେ ଗିଲଙ୍କ ମାନସିକତା ସ୍ପଷ୍ଟ ଥିଲା। ତାଙ୍କ ମନରେ ଏକ ଯୋଜନା ଥିଲା। ସେ ଟେଷ୍ଟ ସିରିଜ ପୂର୍ବରୁ ଦଳ ପାଇଁ ଉତ୍ତମ ପ୍ରସ୍ତୁତି ଚାହୁଁଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories