Videos
|
Sports

FIVB ଲେବଲ୍ ଟୁ ଅନ୍ତର୍ଜାତୀୟ କୋଚ୍ ଭାବେ ସାର୍ଟିଫିକେଟ ହାସଲ କରିଛନ୍ତି ତିନି ଓଡ଼ିଆ

Banajyotshna Ray
Browse all articles by Banajyotshna Ray
·2 years ago
FIVB ଲେବଲ୍ ଟୁ ଅନ୍ତର୍ଜାତୀୟ କୋଚ୍ ଭାବେ ସାର୍ଟିଫିକେଟ ହାସଲ କରିଛନ୍ତି ତିନି ଓଡ଼ିଆ

ଅର୍ଗସ ବ୍ୟୁରୋ:  FIVB ଲେବଲ୍ ଟୁ ଅନ୍ତର୍ଜାତୀୟ କୋଚ୍ ଭାବେ ସାର୍ଟିଫିକେଟ ହାସଲ କରିଛନ୍ତି ତିନି ଓଡ଼ିଆ। ଦିୟା ମଜୁମଦାର, ଆଶୁତୋଷ ପାତ୍ର ଏବଂ ରତ୍ନାକର ପାତ୍ର ଏହି ମାନ୍ୟତା ହାସଲ କରିଛନ୍ତି। ଥାଇଲାଣ୍ଡର FIVB ଡେଭଲପମେଣ୍ଟ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଅନ୍ତଃରାଷ୍ଟ୍ରୀୟ  କାର୍ଯ୍ୟକ୍ରମରେ 11 ଦେଶରୁ 31 ଜଣ କୋଚ୍ ଅଂଶଗ୍ରହଣ କରିଥିଲେ। ତେବେ ଓଡ଼ିଶାର ତିନି କୋଚ୍ ସଭିଙ୍କ ଭିତରେ ଟପ୍ ପାଞ୍ଚ ନମ୍ବରରେ ନିଜ ସ୍ଥାନ ବଜାୟ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଭଲିବଲ୍ ଖେଳର ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three Odias have received FIVB Label Two International Coach Certificates | Argus News