|
logo
Live
Argus News App
GET APP

Argus News - ଆଜି ଭାରତ- ସାଉଥ ଆଫ୍ରିକା ଅନ୍ତିମ ଦିନିକିଆ

Sports

ଆଜି ଭାରତ- ସାଉଥ ଆଫ୍ରିକା ଅନ୍ତିମ ଦିନିକିଆ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଭାରତ- ସାଉଥ ଆଫ୍ରିକା ଅନ୍ତିମ ଦିନିକିଆ

ଅର୍ଗସ ବ୍ୟୁରୋ :  ଆଜି ଭାରତ- ସାଉଥ ଆଫ୍ରିକା ଅନ୍ତିମ ଦିନିକିଆ । ଦୁଇ ଦଳ ପାଇଁ ରହିଛି କର ଅବା ମର ପରିସ୍ଥିତି । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ଆଜି ସଂଘର୍ଷପୂର୍ଣ୍ଣ ଲଢେଇ ହେବାକୁ ଯାଉଛି । ଅପରାହ୍ନ ସାଢେ ୪ଟାରେ ଖେଳାଯିବ ମ୍ୟାଚ ।

ଅଧିକ ପଢନ୍ତୁ : ରେକର୍ଡ କଲେ ଅଷ୍ଟ୍ରେଲିଆ ଖେଳାଳି : ହେଲା ଟଙ୍କାର ବର୍ଷା

ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ସମାନ ୮ ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଆଜି କିଏ ହାତେଇବ ସିରିଜ ତାକୁ ସମସ୍ତଙ୍କ ଅପେକ୍ଷା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ଭାରତ- ସାଉଥ ଆଫ୍ରିକା ଅନ୍ତିମ ଦିନିକିଆ | Argus News