Suryavanshi not Playing / ପୁଣି ନିରାଶ କଲା ଟିମ୍ ଇଣ୍ଡିଆ, ଆଜି ବି ପ୍ଲେଇଂ-୧୧ରେ ନାହାନ୍ତି ବୈଭବ ସୂର୍ଯ୍ୟବଂଶୀ
·1 hour ago·2 min read

Key Points
ଇଂଲଣ୍ଡ ବିପକ୍ଷରେ ବଡ଼ ନିଷ୍ପତ୍ତି
ପ୍ଲେଇଂ-୧୧ରୁ ପୁଣି ବାଦ ପଡ଼ିଲେ ବୈଭବ
ଫ୍ୟାନ୍ସଙ୍କୁ ବଡ଼ ଝଟକା
ପ୍ଲେଇଂ-୧୧ରୁ ପୁଣି ବାଦ ପଡ଼ିଲେ ବୈଭବ
ଫ୍ୟାନ୍ସଙ୍କୁ ବଡ଼ ଝଟକା
ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବୁଧବାର ଚେଷ୍ଟର-ଲେ-ଷ୍ଟ୍ରିଟର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଉଛି । ତେବେ ଏହି ମ୍ୟାଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ମଧ୍ୟ ଡେବ୍ୟୁ କରୁନାହାନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ଅର୍ଥାତ ଟିମ୍ ଇଣ୍ଡିଆ ଜର୍ସିରେ ଖେଳିବା ପାଇଁ ବୈଭବଙ୍କୁ ଆହୁରି ସମୟ ଅପେକ୍ଷା କରିବାକୁ ପଡ଼ିବ ।
ଅତି କମ୍ ବୟସରେ ନିଜର ଚମତ୍କାର ବ୍ୟାଟିଂ ଶୈଳୀ ପାଇଁ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିବା ବୈଭବଙ୍କୁ ଏବେ ଭାରତୀୟ ଦଳର ଜର୍ସିରେ ଦେଖିବାକୁ ପ୍ରଶଂସକ ବ୍ୟାକୁଳ ଥିଲେ । ଆଉ ଆଜି ସବୁ ଚର୍ଚ୍ଚାର ଅବସାନ ଘଟାଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ପାଇଁ ଖେଳିବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏମିତି କିଛି ହୋଇନାହିଁ ।
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ୨୦୨୫ ମସିହାରେ ଡେବ୍ୟୁ କରିଥିଲେ । ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ପ୍ରଥମ ସିଜନରେ ସେ ୭ଟି ମ୍ୟାଚରେ ୨୫୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ୨୦୨୬ ସିଜିନରେ ସେ ୧୬ଟି ମ୍ୟାଚ୍ରେ ୭୭୬ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ତାଙ୍କର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ମିଳିଛି ।
A look at #TeamIndia's Playing XI for the series opener in Durham 📝
— BCCI (@BCCI) July 1, 2026
Updates ▶️ https://t.co/occSMon7Q9#ENGvIND pic.twitter.com/aGnD96fbZB
ଅତି କମ୍ ବୟସରେ ନିଜର ଚମତ୍କାର ବ୍ୟାଟିଂ ଶୈଳୀ ପାଇଁ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିବା ବୈଭବଙ୍କୁ ଏବେ ଭାରତୀୟ ଦଳର ଜର୍ସିରେ ଦେଖିବାକୁ ପ୍ରଶଂସକ ବ୍ୟାକୁଳ ଥିଲେ । ଆଉ ଆଜି ସବୁ ଚର୍ଚ୍ଚାର ଅବସାନ ଘଟାଇ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ପାଇଁ ଖେଳିବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏମିତି କିଛି ହୋଇନାହିଁ ।
🚨 Toss 🚨#TeamIndia have won the toss and elected to bat in the 1️⃣st T20I.
— BCCI (@BCCI) July 1, 2026
Updates ▶️ https://t.co/occSMon7Q9#ENGvIND pic.twitter.com/thpkizvvXj
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ୨୦୨୫ ମସିହାରେ ଡେବ୍ୟୁ କରିଥିଲେ । ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ପ୍ରଥମ ସିଜନରେ ସେ ୭ଟି ମ୍ୟାଚରେ ୨୫୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ୨୦୨୬ ସିଜିନରେ ସେ ୧୬ଟି ମ୍ୟାଚ୍ରେ ୭୭୬ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ । ତାଙ୍କର ଏହି ଉତ୍କୃଷ୍ଟ ପ୍ରଦର୍ଶନ ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories