Fastest IPL Century / ବୈଭବ କଲେ ଅସମ୍ଭବକୁ ସମ୍ଭବ, ୩୬ ବଲ୍ରେ ହାସଲ କଲେ ଶତକ...ଭାଙ୍ଗିଲେ ଏକାଧିକ ରେକର୍ଡ
·5 days ago·2 min read

Key Points
ଆଇପିଏଲର ବୖଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ଶତକ
ସନରାଇଜର୍ସ ବିପକ୍ଷରେ ୩୬ ବଲରେ ମାରିଲେ ଶତକ
୫ ଚୌକା ଓ ୧୨ ଛକା ସହ ଶତକ ପୂରଣ ପରେ ଆଉଟ
ସନରାଇଜର୍ସ ବିପକ୍ଷରେ ୩୬ ବଲରେ ମାରିଲେ ଶତକ
୫ ଚୌକା ଓ ୧୨ ଛକା ସହ ଶତକ ପୂରଣ ପରେ ଆଉଟ
ଆଇପିଏଲରେ ଇତିହାସ ରଚିଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୬ ବଲ୍ରେ ଶତକ ହାସଲ କଲେ ସୂର୍ଯ୍ୟବଂଶୀ । ଏହା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ତୃତୀୟ ଦ୍ରୁତତମ ଶତକ । ସେ IPL ଇତିହାସରେ ଦୁଇ ଥର ୪୦ ବଲ୍ରୁ କମ୍ରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବୈଭବଙ୍କ ଏହି ଧୁଆଁଧାର ଇନିଂସରେ ସେ ଅନେକ ରେକର୍ଡକୁ ଭାଙ୍ଗିଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ ପୂର୍ବରୁ IPLରେ ଦ୍ରୁତତମ ଭାରତୀୟ ଶତକର ରେକର୍ଡ ରଖିଥିଲେ । ସେ IPL ୨୦୨୫ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିଲେ । ବର୍ତ୍ତମାନ, ସେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ୩୭ ବଲ୍ରେ ୧୦୩ ରନ୍ କରିଛନ୍ତି । ଏହି ଇନିଂସରେ ସେ ୧୨ଟି ଛକା ଓ ୫ ଚୌକା ରହିଥିଲା ।
IPL ରେ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି
ଏବେ ପର୍ଯ୍ୟନ୍ତ, IPL ର ୧୯ ବର୍ଷର ଇତିହାସରେ କୌଣସି ବ୍ୟାଟସମ୍ୟାନ୍ ୪୦ ରୁ କମ୍ ବଲ୍ରେ ଦୁଇ ଥର ଶତକ ହାସ କରିନାହାନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ସଫଳତା ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ । କ୍ରିସ୍ ଗେଲ୍, ୟୁସୁଫ୍ ପଠାନ, ହେନରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ଟ୍ରାଭିସ୍ ହେଡ୍ ଏବଂ ପ୍ରିୟାଂଶ ଆର୍ଯ୍ୟ ସମସ୍ତେ ୪୦ରୁ କମ୍ ବଲ୍ରେ ଶତକ ହାସଲ କରିଛନ୍ତି । କିନ୍ତୁ ବୈଭବ ଏହି ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କୁ ପଛରେ ପକାଇ ଦୁଇ ଥର ୪୦ ରୁ କମ୍ ବଲରେ ଶତକ ହାସଲ କରିଛନ୍ତି ।

Ruthless with the bat, all heart with the celebration! 🫶
— IndianPremierLeague (@IPL) April 25, 2026
An outrageous 3️⃣6️⃣-ball HUNDRED from Vaibhav Sooryavanshi 👏
Updates ▶️ https://t.co/PVdpjhxVEy#TATAIPL | #KhelBindaas | #RRvSRH | @rajasthanroyals pic.twitter.com/P8Hu3eMFcG
IPL ରେ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି
ଏବେ ପର୍ଯ୍ୟନ୍ତ, IPL ର ୧୯ ବର୍ଷର ଇତିହାସରେ କୌଣସି ବ୍ୟାଟସମ୍ୟାନ୍ ୪୦ ରୁ କମ୍ ବଲ୍ରେ ଦୁଇ ଥର ଶତକ ହାସ କରିନାହାନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ସଫଳତା ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ । କ୍ରିସ୍ ଗେଲ୍, ୟୁସୁଫ୍ ପଠାନ, ହେନରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ଟ୍ରାଭିସ୍ ହେଡ୍ ଏବଂ ପ୍ରିୟାଂଶ ଆର୍ଯ୍ୟ ସମସ୍ତେ ୪୦ରୁ କମ୍ ବଲ୍ରେ ଶତକ ହାସଲ କରିଛନ୍ତି । କିନ୍ତୁ ବୈଭବ ଏହି ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କୁ ପଛରେ ପକାଇ ଦୁଇ ଥର ୪୦ ରୁ କମ୍ ବଲରେ ଶତକ ହାସଲ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories