Vaibhav Suryavanshi / ୩୬ ବଲ୍ରେ ଶତକ; କାହାକୁ 'Heart' ଇସାରା କଲେ ବୈଭବ ?
·3 days ago·2 min read

Key Points
ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ ପରେ ପଡ଼ିଆରେ ଖୁସି ମନାଇଥିଲେ । ବାମ ହାତୀ ବ୍ୟାଟ୍ସମ୍ୟାନ ବୈଭବ ହାତରେ ହାର୍ଟସେପ୍ କରି ଇସାରା କରିଥିଲେ ଏବଂ ଡ୍ରେସିଂ ରୁମ୍କୁ ସାଲ୍ୟୁଟ୍ କରିଥିଲେ ।
ନୂଆଦିଲ୍ଲୀ: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ରେ ୩୬ ବଲ୍ରେ ୧୦୩ ରନ୍ର ପାଳି ଖେଳି ଇତିହାସ ରଚିଛନ୍ତି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍ରେ ଜିତି ନେଇଛି ।
ପ୍ରଥମ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ସୂର୍ଯ୍ୟବଂଶୀ ୩୬ ବଲ୍ରେ ଆଇପିଏଲ୍ର ସବୁଠୁ ଦ୍ରୁତତମ ଶତକ ହାସଲ କରିଛନ୍ତି । ଧ୍ରୁବ ଜୁରେଲଙ୍କ ୫୧ ରନ୍ ସହ ଦ୍ଵିତୀୟ ୱିକେଟ୍ରେ ୧୧୨ ରନ୍ର ପାର୍ଟନରସି୍ ବଳରେ ଦଳ ୬ ୱିକେଟ୍ ହରାଇ ୨୨୮ ରନ୍ ସ୍କୋର କରିଥିଲା ।
ଏଥିସହ ପଢ଼ନ୍ତୁ: ବୈଭବ କଲେ ଅସମ୍ଭବକୁ ସମ୍ଭବ, ୩୬ ବଲ୍ରେ ହାସଲ କଲେ ଶତକ...ଭାଙ୍ଗିଲେ ଏକାଧିକ ରେକର୍ଡ
ବୈଭବଙ୍କ ଧୂଆଁଧାର ଶତକ
ସୂର୍ଯ୍ୟବଂଶୀ ତାଙ୍କ ଇନିଂସରେ ୩୬ ବଲ୍ରେ ସାକିବ ହୁସୈନଙ୍କ ବଲ୍ରେ ଛକା ମାରି ଶତକ ପୂରଣ କରିଛନ୍ତି । ଏଥିସହ ସେ ଆଇପିଏଲ୍ ଇତିହାସରେ ସବୁଠୁ ଦ୍ରୁତ ସେଞ୍ଚୁରୀ ମାରିଛନ୍ତି । ଏହା ଉପରେ ଗତବର୍ଷ ସୂର୍ଯ୍ୟବଂଶୀ ୩୫ ବଲ୍ରେ ଶତକ ଏବଂ ଏପ୍ରିଲ୍ ୨୦୧୩ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର କ୍ରିସ୍ ଗେଲ୍ଙ୍କ ୩୦ ବଲ୍ରେ ଶତକ ରହିଛି ।
ଆରମ୍ଭରୁ ବୈଭବ ସୂର୍ଯ୍ୟବଂଶୀ ଆକ୍ରମଣାତ୍ମକ ସଟ୍ ଖେଳିଥିଲେ । ପ୍ରଥମ ଓଭରରେ ପ୍ରଫୁଲ୍ଲ ହିଙ୍ଗେଙ୍କୁ ପ୍ରହାର କରିଥିଲେ ବୈଭବ । ଲଗାତାର ଟି ଛକା ମାରିବା ପରେ ଆଉ ପଛକୁ ହଟି ନଥିଲେ ।
ଏଥିସହ ପଢ଼ନ୍ତୁ: ଆଇପିଏଲରେ ଗୁରୁତର ଆହତ ଲୁଙ୍ଗି ଏନଗିଡିଙ୍କ ପାଇଁ ୧୧ ମିନିଟରେ ହେଲା “ଗ୍ରୀନ କରିଡର”
ପଡ଼ିଆରେ ଇସାରା
ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ ପରେ ପଡ଼ିଆରେ ଖୁସି ମନାଇଥିଲେ । ବାମ ହାତୀ ବ୍ୟାଟ୍ସମ୍ୟାନ ବୈଭବ ହାତରେ ହାର୍ଟସେପ୍ କରି ଇସାରା କରିଥିଲେ ଏବଂ ଡ୍ରେସିଂ ରୁମ୍କୁ ସାଲ୍ୟୁଟ୍ କରିଥିଲେ । ଏହାପରେ କ୍ୟାମେରା ଦର୍ଶକଙ୍କ ଉପରେ ପଡ଼ିଥିଲା । ଯେଉଁଠି ପ୍ରଶଂସକ ଏହି ଯୁବ ବ୍ୟାଟରଙ୍କୁ ଶୁଭେଚ୍ଛା ଜଣାଉଥିଲେ ।
ପୂର୍ବରୁ IPLରେ ବୈଭବ ସୂର୍ଯ୍ୟବଂଶୀ ଦ୍ରୁତତମ ଭାରତୀୟ ଶତକର ରେକର୍ଡ ରଖିଥିଲେ । ସେ IPL ୨୦୨୫ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିଲେ । ବର୍ତ୍ତମାନ, ସେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ୩୭ ବଲ୍ରେ ୧୦୩ ରନ୍ କରିଛନ୍ତି । ଏହି ଇନିଂସରେ ସେ ୧୨ଟି ଛକା ଓ ୫ ଚୌକା ରହିଥିଲା ।

वैभव सूर्यवंशी ने शतक जड़ने के बाद जिस शांत भाव से जश्न मनाया 🥶
— ममता ट्राबल (@Mamtasulaniya) April 26, 2026
ईशान किशन उन्हें गर्व और मुस्कान के साथ देख रहे थे 🥹❤️ pic.twitter.com/EPu0unPU6a
ଆରମ୍ଭରୁ ବୈଭବ ସୂର୍ଯ୍ୟବଂଶୀ ଆକ୍ରମଣାତ୍ମକ ସଟ୍ ଖେଳିଥିଲେ । ପ୍ରଥମ ଓଭରରେ ପ୍ରଫୁଲ୍ଲ ହିଙ୍ଗେଙ୍କୁ ପ୍ରହାର କରିଥିଲେ ବୈଭବ । ଲଗାତାର ଟି ଛକା ମାରିବା ପରେ ଆଉ ପଛକୁ ହଟି ନଥିଲେ ।
ଏଥିସହ ପଢ଼ନ୍ତୁ: ଆଇପିଏଲରେ ଗୁରୁତର ଆହତ ଲୁଙ୍ଗି ଏନଗିଡିଙ୍କ ପାଇଁ ୧୧ ମିନିଟରେ ହେଲା “ଗ୍ରୀନ କରିଡର”
ପଡ଼ିଆରେ ଇସାରା
ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ ପରେ ପଡ଼ିଆରେ ଖୁସି ମନାଇଥିଲେ । ବାମ ହାତୀ ବ୍ୟାଟ୍ସମ୍ୟାନ ବୈଭବ ହାତରେ ହାର୍ଟସେପ୍ କରି ଇସାରା କରିଥିଲେ ଏବଂ ଡ୍ରେସିଂ ରୁମ୍କୁ ସାଲ୍ୟୁଟ୍ କରିଥିଲେ । ଏହାପରେ କ୍ୟାମେରା ଦର୍ଶକଙ୍କ ଉପରେ ପଡ଼ିଥିଲା । ଯେଉଁଠି ପ୍ରଶଂସକ ଏହି ଯୁବ ବ୍ୟାଟରଙ୍କୁ ଶୁଭେଚ୍ଛା ଜଣାଉଥିଲେ ।
ପୂର୍ବରୁ IPLରେ ବୈଭବ ସୂର୍ଯ୍ୟବଂଶୀ ଦ୍ରୁତତମ ଭାରତୀୟ ଶତକର ରେକର୍ଡ ରଖିଥିଲେ । ସେ IPL ୨୦୨୫ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ ହାସଲ କରିଥିଲେ । ବର୍ତ୍ତମାନ, ସେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚରେ ୩୭ ବଲ୍ରେ ୧୦୩ ରନ୍ କରିଛନ୍ତି । ଏହି ଇନିଂସରେ ସେ ୧୨ଟି ଛକା ଓ ୫ ଚୌକା ରହିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories