Vinod Kambli Comeback / ଫେରିଲେ କାମ୍ବଲୀ: କହିଲେ, ଯାହାଙ୍କ ଜୀବନରେ ଟିକିଏ କମ୍ ମିଳିଛି...ତାଙ୍କୁ ତିନି ଗୁଣା ଅଧିକା
·4 months ago·2 min read

Key Points
ବିନୋଦ କାମ୍ବଲୀଙ୍କ ପୁନରାଗମନ
ଆଇସକ୍ରିମ ବିଜ୍ଞାପନରେ ପ୍ରତିକ୍ରିୟା ପ୍ରକାଶ ପାଇଛି
ନିଜ ଜୀବନର କାହାଣୀ ସହ ତୁଳନା

ଫେରିଲେ ବିନୋଦ କାମ୍ବଲୀ। ଆଉ କହିଦେଲେ ନିଜ ଜୀବନର ସବୁ ସତ କଥା। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।ନିକଟରେ କାମ୍ୱଲୀଙ୍କ ଶରୀର ଅସୁସ୍ଥ ହୋଇପଡିଥିଲା । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ବହୁତ ଗୁରୁତର ହୋଇପଡିଥିଲା । ଏବେ ପୁଣି ଥରେ ସେ ଲାଇମ ଲାଇଟକୁ ଆସିଛନ୍ତି । ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲୀ । ବେଶ୍ ଚର୍ଚ୍ଚିତ କ୍ରିକେଟର । ସଚିନଙ୍କ ସହ ତାଙ୍କ ଜୋଡି ବେଶ୍ ଜବରଦସ୍ତ । କେବଳ କ୍ରିକେଟର ନୁହେଁ ବରଂ ଉଭୟଙ୍କ ମଧ୍ୟରେ ବନ୍ଧୁତା ବି ବେଶ୍ ଭଲ । ଏମିତିକି ଅନେକ ସମୟରେ କାମ୍ୱଲି ମଧ୍ୟ ସଚିନଙ୍କ ସହ ତାଙ୍କ ସଂପର୍କ ଭଲ ନଥିବା ସ୍ପଷ୍ଟ କରନ୍ତି ।
ଏହି ଆଡ୍କୁ ନେଇ ଇଣ୍ଟରନେଟ୍ ଦୁଇ ଫାଳ ହେଲା ଭଳି ମନେ ହେଉଛି । କାମ୍ବଲିଙ୍କ ଭାବପ୍ରବଣ କମ୍ବ୍ୟାକ୍ ପାଇଁ ଅନେକ ତାଙ୍କୁ ପ୍ରଶଂସା କରୁଥିବା ବେଳେ, କିଛି ବ୍ୟବହାରକାରୀ ଟ୍ୟାଗଲାଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯୁକ୍ତି ଦେଇଛନ୍ତି ଯେ ମାର୍କେଟିଂ ଉଦ୍ଦେଶ୍ୟରେ କାହାର କଷ୍ଟକର ସମୟକୁ ଏହିପରି ଚିତ୍ରଣ କରିବା ଅନୁପଯୁକ୍ତ । କେତେକ ଏହାକୁ ଅତ୍ୟଧିକ ସମ୍ବେଦନଶୀଳ ଓ "ଅତ୍ୟଧିକ ନାଟକୀୟ" ବୋଲି ମଧ୍ୟ କହିଛନ୍ତି। ତାଙ୍କର ଭାଇରାଲ ହୋଇଥିବା ଭିଡିଓକୁ ନେଇ ଅନେକ ଆଲୋଚନା ।
ଯେଉଁଥିରେ ସେ କହୁଛନ୍ତି ଯାହାଙ୍କ ଜୀବନରେ ଟିକିଏ କମ୍ ମିଳିଛି ତାଙ୍କ ପାଇଁ ଟିକିଏ ଅଧିକା..ତିନି ଗୁଣା ଅଧିକା । ତେବେ ଏହା କହିବାର କିଛି ତାତ୍ପର୍ଯ୍ୟ ନାହିଁ । ମାନେ ଏହା ଗୋଟିଏ ଆଡ୍ର ଲାଇନ୍ । ଏହି ଲାଇନ୍ଟି ଆଇସକ୍ରିମ୍ ବ୍ରାଣ୍ଡ ଡିନସାଓର ନୂଆ ବିଜ୍ଞାପନର ଟ୍ୟାଗ୍ଲାଇନ୍ । ବିଜ୍ଞାପନରେ ଭାରତୀୟ ପୂର୍ବତନ କ୍ରିକେଟର ବିନୋଦ କାମ୍ୱଲୀ ନଜର ଆସୁଛନ୍ତି । ଯେ ସେହି ଆଡ୍ ଜରିଆରେ କମ୍ବ୍ୟାକ୍ କରିଛନ୍ତି । ବିଜ୍ଞାପନରେ ଦେଖାଯାଉଛି କି ଜୀବନରେ ଯାହାକୁ କମ୍ ମିଳିଛି ସେ ଟିକିଏ ଅଧିକ ଟିକିଏ ପାଇବାକୁ ହକ୍ଦାର । ଆଉ ଏହି କଥାକୁ ଆଇସ୍କ୍ରିମ୍ କୋନର ଏକ୍ସଟ୍ରା ଟକୋଲେଟ୍ ଚିର୍ ସହ ଯୋଡୁଛି । ଯଦିଓ ସୋସିଆଲ ମିଡିଆରେ ଲୋକେ ଏହି ଲାଇନକୁ କାମ୍ୱଲୀଙ୍କ ଜୀବନ ସହ ଯୋଡିଛନ୍ତି । ଅନେକ ଏହାକୁ ସମାଲୋଚନା ବି କରିଛନ୍ତି ।''
ଏଥିସହ ପଢ଼ନ୍ତୁ: ଡ୍ରେସିଂ ରୁମ୍ରେ ଇ-ସିଗାରେଟ୍ ଟାଣୁଥିଲେ ରିୟାନ ପରାଗ, ଭାଇରାଲ ହେଲା ଭିଡିଓ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ କିଛି ଦିନ ତଳେ କ୍ରିକେଟର ବିନୋଦ କାମ୍ବଲୀ ପୁଣିଥରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ଜୀବନର କଠିନ ସମୟକୁ ନେଇ ଚର୍ଚ୍ଚାରେ ଥିଲେ । ୧୯୯୦ ଦଶକରେ ଭାରତୀୟ କ୍ରିକେଟର ସବୁଠୁ ପ୍ରତିଭାଶାଳୀ ବ୍ୟାଟସମ୍ୟାନ୍ ଙ୍କ ମଧ୍ୟରେ ଗଣ୍ୟ ହେଉଥିବା କାମ୍ବଲୀ ତାଙ୍କ କ୍ୟାରିୟରରେ ଦେଶ ପାଇଁ ୧୭ ଟେଷ୍ଟ ଓ ୧୦୪ ୱାନଡେ ମ୍ୟାଚ୍ ଖେଳିଛନ୍ତି। ହେଲେ ସମୟ ସହିତ ଫିଟନେସ୍ ଓ ଫର୍ମ କାୟମ ରଖିବା ସଂଘର୍ଷରେ ତାଙ୍କ କ୍ୟାରିୟର ଧିରେ ଧିରେ ଅଟକି ଯାଇଥିଲା।
ରିପୋର୍ଟ ଅନୁସାରେ କାମ୍ବଲୀଙ୍କୁ ଡିସେମ୍ବର ୨୦୨୪ରେ ଠାଣେର ଆକୃତି ହସ୍ପିଟାଲରେ ୟୁରିନ ଇନଫେକ୍ସନ ଓ ମାଂସପେସୀ ଟାଣି ହେବା ଯୋଗୁ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଲଗାତାର ବିଗିଡିବାରେ ଲାଗିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ବଢାଇ ଦେଇଛି। ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ ସୂତ୍ରରୁ ଦାବି କରାଯାଉଛି ଯେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ(କ୍ଲଟ)ବାନ୍ଧିଛି, ଯାହାକୁ ହଟାଯାଇ ପାରିବନି । ଏଣୁ ତାଙ୍କ ଲାଗି ବ୍ରେନ ଷ୍ଟ୍ରୋକ୍ ବିପଦ ବଢି ଯାଇଛି। ଚିକିତ୍ସା ଚାଲିଥିଲା ବର୍ତ୍ତମାନ କାମ୍ୱଲୀ ସୁସ୍ଥ ଅଛନ୍ତି ।''
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics
Explore more stories