Vinod Kambli / ଗୁରୁତର ଅସୁସ୍ଥ ଭାରତର ଏହି କ୍ରିକେଟର; କିଛି ମନେ ରହୁନି, ମାଗୁଛନ୍ତି ସାହାଯ୍ୟ
·5 months ago·2 min read

Key Points
ଭାରତର ଏହି ପୂର୍ବତନ କ୍ରିକେଟର ଗୁରୁତର ଅସୁସ୍ଥ
ସ୍ମୃତି ଶକ୍ତି ହରାଇବାରେ ଲାଗିଛନ୍ତି, ମାଗୁଛନ୍ତି ସାହାଯ୍ୟ
ସ୍ମୃତି ଶକ୍ତି ହରାଇବାରେ ଲାଗିଛନ୍ତି, ମାଗୁଛନ୍ତି ସାହାଯ୍ୟ
କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ । ଦୈନନ୍ଦିନ ଜୀବନ ଯେତେ ବି ବ୍ୟସ୍ତବହୁଳତାରେ ରହୁ ନା କାହିଁକି କେବେ ବି ନିଜ ସ୍ଵାସ୍ଥ୍ୟକୁ ଅଣଦେଖା କରିବା ଉଚିତ ନୁହେଁ । କିନ୍ତୁ ଆଜିର ଆଧୁନିକ ଜୀବନରେ ଲୋକେ ନିଜ କାମରେ ଏପରି ମାତ୍ରାରେ ମଜି ଯାଉଛନ୍ତି ଯେ ଠିକ୍ ସମୟରେ ଖାଇବା, ଯଥେଷ୍ଟ ପାଣି ପିଇବା, ଏପରିକି ଶରୀର ଦେଉଥିବା ସଙ୍କେତକୁ ବି ଅଣଦେଖା କରନ୍ତି । ପରବର୍ତ୍ତୀ ସମୟରେ ଏହା ବଡ଼ ସମସ୍ୟା ସୃଷ୍ଟି କରେ । ବଡ଼ ବଡ଼ ବ୍ୟକ୍ତିବିଶେଷ ବି ଏଥିରୁ ବର୍ତ୍ତିପାରନ୍ତିନି । କାରଣ ଜଣେ ଜଣାଶୁଣା ଭାରତୀୟ କ୍ରିକେଟର ଏବେ ଏପରି କିଛି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।
ସଚିନ ତେନ୍ଦୁଲକରଙ୍କ ବାଲ୍ୟ ବନ୍ଧୁ ତଥା ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ବର୍ତ୍ତମାନ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି, ଯାହାକୁ ହଟାଇବା ବର୍ତ୍ତମାନ ଅସମ୍ଭବ ପରି ଲାଗୁଛି । ଡାକ୍ତରମାନେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକର ଆଶଙ୍କା ବିଷୟରେ ଚେତାବନୀ ଦେଉଛନ୍ତି । ତାଙ୍କର ସ୍ମୃତିଶକ୍ତି ହ୍ରାସ ପାଇବାରେ ଲାଗିଛି । ବିନୋଦ କାମ୍ବଲି ଥରେ କୋଟିପତି ଥିଲେ । ଆଜି ତାଙ୍କ ଚିକିତ୍ସା ପାଇଁ ମଧ୍ୟ ତାଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ପଡ଼ିଛି ।

- ଦିନେ ଧନୀ ଥିଲେ ବିନୋଦ
- ବିନୋଦ କାମ୍ବଲିଙ୍କ ଘର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: RCBର ବିଜୟ ପରେ ଫ୍ୟାନ୍ସଙ୍କୁ ବଡ଼ କଥା କହିଦେଲେ ବିରାଟ କୋହଲି…
- ସାହାଯ୍ୟ ଲୋଡ଼ିଛନ୍ତି ବିନୋଦ
Related Topics
Explore more stories