Virat Kohli / ଆଡ୍ ସୁଟିଂ ପାଇଁ ବିରାଟ-ଅନୁଷ୍କା ଏକାଠି, ଜାଣନ୍ତୁ ୧୨ ବର୍ଷ ପୂର୍ବର କାହାଣୀ...
·9 months ago·2 min read

Key Points
ଏମିତି ଆରମ୍ଭ ହେଲା ବିରାଟ-ଅନୁଷ୍କାଙ୍କ ଲଭ୍ ଷ୍ଟୋରୀ
12 ବର୍ଷ ପୂର୍ବେ ଏକ ସୁଟରେ ହୋଇଥିଲା ପ୍ରଥମ ଦେଖା

ବଲିଉଡ଼ର ସବୁଠୁ ଲଭେବୁଲ କପଲ୍ସଙ୍କ କଥା ଉଠିଲେ ପ୍ରଥମେ ମନକୁ ଆସିବ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ନାମ । ଏ ହେଉଛନ୍ତି ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ିଙ୍କ ଭିତରୁ ଗୋଟିଏ। ଦୁହିଁଙ୍କର ଖୁବ ଫ୍ୟାନ ଫଲୋର୍ସ ରହିଛନ୍ତି। ପ୍ରକୃତରେ, ଏହି ଷ୍ଟାର ଯୋଡ଼ି ଆଜି ସେମାନଙ୍କର 8ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଦମ୍ପତି ଦୁଇଟି ସନ୍ତାନର ପିତାମାତା ହୋଇଛନ୍ତି । ସେମାନେ 2021 ରେ ସେମାନଙ୍କ ଝିଅ ଭାମିକା ଏବଂ 2024 ରେ ସେମାନଙ୍କ ପୁଅ ଆକାୟଙ୍କୁ ଜନ୍ମ ଦେଇଥିଲେ। ଏହି ଫ୍ୟାମିଲି ଖୁବ ଖୁସିରେ ଅଛନ୍ତି।ସବୁଠାରୁ ସେମାନେ ନିଜର ସରଳତା, ଦୃଢ଼ ବନ୍ଧନ ଏବଂ ସୁନ୍ଦର କେମେଷ୍ଟ୍ରି ପାଇଁ ଜଣାଶୁଣା ।
ଏହି ଯୋଡ଼ି ଆଜି ଏକ ବିଶେଷ ଅବସର ପାଳନ କରୁଛନ୍ତି। ଏହି ଯୋଡିକୁ ଅନେକ ନିଜର ଆଇଡଲ ମାନନ୍ତି। ଆଜିକାଲିର ସମୟରେ ବର୍ଷ ଦୁଇ ବର୍ଷ ଭିତରେ ଅନେକ ଅଲଗା ହୋଇଯାଉଥିବାବେଳେ ଏମାନେ ଆଜି ପାଳୁଛନ୍ତି ନିଜର 8ମ ବିବାହ ବାର୍ଷିକୀ। ବିଭିନ୍ନ ମହଳରୁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ବିଶେଷ ଅବସରରେ, ଆସନ୍ତୁ ଜାଣିବା ଦୁହିଁଙ୍କ ବିଷୟରେ କିଛି ଅଜଣା କଥା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପ୍ରଥମ ସାକ୍ଷାତ ବହୁତ ଆକର୍ଷଣୀୟ ଥିଲା। ସେମାନେ 2013 ରେ ଏକ ବିଜ୍ଞାପନ ବା ଆଡ ସୁଟିଂ ସମୟରେ ସେଟରେ ଭେଟିଥିଲେ। ସେତେବେଳେ, ବିରାଟ ବହୁତ ନର୍ଭସ ଥିଲେ । କାରଣ ସେ ଅଭିନୟ ବିଷୟରେ କିଛି ଜାଣିନଥିଲେ। ଏହି ବିଜ୍ଞାପନ ପରେ, ସେମାନେ ବନ୍ଧୁ ହୋଇଗଲେ ଏବଂ ପ୍ରାୟତଃ ଏକାଠି ଦେଖାଯାଉଥିଲେ।
ଏଥିସହ ପଢ଼ନ୍ତୁ: ବଡ଼ ଘୋଷଣା କରିବ ବିସିସିଆଇ, ଏଣିକି କମ୍ ଟଙ୍କା ପାଇବେ ରୋ-କୋ...
ଜାନୁଆରୀ 2014ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଯୋଡ଼ି ଅଧିକ ଦୃଷ୍ଟି ଆକର୍ଷଣ କରିଥିଲେ। ଦଳର ଅନ୍ୟ ସଦସ୍ୟଙ୍କ ସହିତ ବିରାଟ ହୋଟେଲ ଯିବା ପରିବର୍ତ୍ତେ, ଅନୁଷ୍କାଙ୍କ ଆପାର୍ଟମେଣ୍ଟକୁ ଚାଲିଗଲେ। ଏହା ପରେ, ବିରାଟ ମେଲବୋର୍ଣ୍ଣରେ ଏକ ଶତକ ହାସଲ କଲେ। ଅନୁଷ୍କା ମଧ୍ୟ ମ୍ୟାଚରେ ଯୋଗ ଦେଇଥିଲେ। ତାଙ୍କର ଶତକ ହାସଲ କରିବା ପରେ, ବିରାଟ ଷ୍ଟାଡିୟମରେ ଉପସ୍ଥିତ ଅନୁଷ୍କାଙ୍କୁ ଏକ ଫ୍ଲାଇଂ କିସ୍ ଦେଇଥିଲେ। ଏହା ପ୍ରଶଂସକମାନଙ୍କ ମଧ୍ୟରେ ସେମାନଙ୍କର ବଢ଼ୁଥିବା ଘନିଷ୍ଠତା ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା ଏବଂ ଡେଟିଂ ଗୁଜବ ମଧ୍ୟ ସୃଷ୍ଟି କରିଥିଲା। କିଛି ବର୍ଷ ଡେଟିଂ କରିବା ପରେ, ଅନୁଷ୍କା ଏବଂ ବିରାଟ ଡିସେମ୍ବର 11, 2017 ରେ ବିବାହ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ଦୁହେଁ ଆଜି ପର୍ଯ୍ୟନ୍ତ ଏକାଠି ଅଛନ୍ତି, ସେମାନଙ୍କର ଦୁଇଟି ଛୁଆ ମଧ୍ୟ ରହିଛନ୍ତି। କେବଳ ସେତିକି ନୁହେଁ, ପ୍ରତ୍ୟେକ ସ୍ଥାନରେ ବିରାଟ ଅନୁଷ୍କାଙ୍କୁ ଅଧିକ ପସନ୍ଦ କରନ୍ତି ଏବଂ ସେ ତାଙ୍କ ପାଇଁ ଲକି ବୋଲି କହିଥାନ୍ତି। ବିରାଟ କୁହନ୍ତି, ଅନୁଷ୍କା ଜଣେ ସୁନ୍ଦର ମଣିଷ ହେବା ସହ ତାଙ୍କ ହୃଦୟ ମଧ୍ୟ ଖୁବ ସୁନ୍ଦର। ଅନୁଷ୍କା ତାଙ୍କ ଜୀବନରେ ଆଜିବା ପରଠାରୁ ସେ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ଅନୁଷ୍କା ମଧ୍ୟ ବିରାଟଙ୍କୁ ଜଣେ ଭଲ ମଣିଷ ବୋଲି କୁହନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories