Virat Kohli / ବିଜୟ ହଜାରେ ଟ୍ରଫିରେ 'ବିରାଟଙ୍କ ଶତକ', ଫ୍ୟାନ୍ସ କହିଲେ ଏବେ କୋଚ୍ କଣ କରିବେ ?
·8 months ago·2 min read

Key Points
ବିଜୟ ହଜାରେ ଟ୍ରଫିରେ 'ବିରାଟ ଶତକ'
କୋଚ୍ ଗମ୍ଭୀର କହିଲେ...
କୋଚ୍ ଗମ୍ଭୀର କହିଲେ...
ଶତକ ମାରିଲେ କିଙ୍ଗ କୋହଲି। ଛାନିଆ ହେଲେ କୋଚ୍ ଗୌତମ ଗମ୍ଭୀର। ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ବିରାଟ କୋହଲି । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିରାଟ କୋହଲି ଖେଳିଛନ୍ତି ଶତକୀୟ ପାଳି । ବେଙ୍ଗାଳୁରୁରେ ବିରାଟ କୋହଲି ଆନ୍ଧ୍ରପ୍ରଦେଶ ବିରୋଧରେ ୧୦୧ ବଲ୍ରେ ୧୩୧ ରନ୍ କରି ଦିଲ୍ଲୀକୁ ଭେଟି ଦେଇଛନ୍ତି ବିଜୟ । ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂର ଏକତରଫା ବିଜୟ ହୋଇଛି । ଏଥିସହ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି ବିରାଟ କୋହଲି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଦ୍ରୁତତମ ଭାବେ ୧୬ ହଜାର ରନ୍ କରି ତେନ୍ଦୁଲକଙ୍କୁ ପଛର ପକାଇଛନ୍ତି ବିରାଟ କୋହଲି । ୩୩୦ତମ ମ୍ୟାଚ୍ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିରାଟଙ୍କୁ ଏହି ସଫଳତା ମିଳିଛି ।
ସଚିନ ତେନ୍ଦୁଲକର ୩୯୧ଟି ମ୍ୟାଚ୍ରେ ୧୬ ହଜାର ରନ୍ର ସଫଳତା ହାସଲ କରିଥିଲେ । ଏବେ ତେନ୍ଦୁଲକର ଓ କୋହଲି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୬ ହଜାର ରନ୍ କରି ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ଭିତରେ ଅଛନ୍ତି ।ଦୀର୍ଘ ବର୍ଷ ପରେ ବିଜୟ ହଜାରେ ଟ୍ରଫିକୁ ରିଟର୍ଣ୍ଣ । ମୁକାବିଲାରେ ଜବରଦସ୍ତ ବ୍ୟାଟିଂ । ବ୍ୟାଟରୁ ବାହାରିଲା ଦମଦାର ଶତକ । ଫ୍ୟାନ୍ସ ବି ଖୁସ୍ । ତେବେ ଏହା ବିରାଟଙ୍କ ବ୍ୟାଟିଂ ନଥିଲା ବରଂ ବିସିସିଆଇକୁ କଡା ଜବାବ । ଅନ୍ତରାଷ୍ଟ୍ରୀୟ ଦିନିକିଆ ଷ୍ଟାଇଲରେ ବିରାଟ ଶତକ କରି ଅନେକ କଥା କହିଦେଇଛନ୍ତି । ଏବେବି ସେ ଫିଟ୍ । ତାଙ୍କ ଫିଟନେସ ଉପରେ ପ୍ରଶ୍ନ କରୁଥିବା ବ୍ୟକ୍ତିଙ୍କୁ ସେ ବ୍ୟାଟରେ ଉତ୍ତର ଦେଇଛନ୍ତି । ବିଶ୍ୱକପରେ ସେ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବାର ସଙ୍କେତ ମଧ୍ୟ ଏହି ବ୍ୟାଟିଂ ।
ଏଥିସହ ପଢ଼ନ୍ତୁ: ଆମେରିକାରେ ଆମ ଘର ରେଡ୍ଡୀ, ଟ୍ରମ୍ପ ଦେଖିଲେ ଇର୍ଷା କରିବେ: ଠକ ସୁକେଶ
ଦୀର୍ଘଦିନ ପରେ ସେ ଘରୋଇ ମୁକାବିଲା ଖେଳୁଛନ୍ତି । ଏହାଦ୍ୱାରା ସେ ୨୦୨୭ ବିଶ୍ୱକପ୍ ଟିମରେ ସାମିଲ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ ଦଳରେ ବିରାଟ ସବୁଠୁ ଭରସାଯୋଗ୍ୟ ବ୍ୟାଟର । ଲଗାତାର ଭାବେ ସେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ବିଶ୍ୱକପ୍ ସେ ଖେଳିବାରେ କିଛି ଅସୁବିଧା ନଥିବା ରାଜକୁମାର କହିଛନ୍ତି । ଏହା ପୂର୍ବରୁ ଯେଉଁମାନେ ବିରାଟଙ୍କ ଫିଟନେସ୍କୁ ନେଇ ପ୍ରଶ୍ନ କରୁଥିଲେ, ବର୍ତ୍ତମାନ ସେମାନେ ମଧ୍ୟ ଚୁପ୍। ଗୌତମ ଗମ୍ଭୀର ବିରାଟଙ୍କ ଶତକ ଦେଖି ଚୁପ୍ ହୋଇଯାଇଛନ୍ତି। ସେଥିପାଇଁ କୁହାଯାଏ ଯେ, କଥାରେ ନକହି କାମରେ କରିବା ଦରକାର। ଯାହାକୁ ପ୍ରମାଣିତ କରିଛନ୍ତି କୋହଲି। ବିରାଟଙ୍କ ପ୍ରଦର୍ଶନ ଦେଖି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଛନ୍ତି ଯେ, ଦିନିକିଆରେ ବିରାଟ ଯେଉଁ ରେସରେ ଥିଲେ ତାହା ଘରୋଇ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ସେ ଏବେ ଭଲ ଫର୍ମରେ ରହିଛନ୍ତି । ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ମୁକାବିଲାରେ ବିରାଟ ୧୦୧ ବଲର ସାମ୍ନା କରିଥିଲେ । ଏହାସହ ୧୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ଦିଲ୍ଲୀ ୨୯୯ ରନର ଟାର୍ଗେଟକୁ ସହଜରେ ହାସଲ କରିନେଇଥିଲା । ଏହି ରନ୍ ସହ କୋହଲି ଲିଷ୍ଟ୍ ଏ କ୍ରିକେଟରେ ୧୬ ହଜାର ରନ୍ ଅତିକ୍ରମ କରିଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories