Chahal Life After Divorce / ଡିଭୋର୍ସ ପରେ ବିଗିଡ଼ିଥିଲା ଅବସ୍ଥା; ମଦ ନିଶାରେ ଥିଲେ ୟୁଜବେନ୍ଦ୍ର ଚହଲ୍
·1 hour ago·2 min read

Key Points
ଧନୁଶ୍ରୀଙ୍କ ସହ ଡିଭୋର୍ସ ପରେ କଣ ଘଟିଥିଲା ?
ସବୁ ନିଜ ମୁହଁରେ କହିଲେ ଚହଲ
ମଦ ନିଶାରେ ଥିଲେ, ଏମିତି ମୁକୁଳିଲେ
ସବୁ ନିଜ ମୁହଁରେ କହିଲେ ଚହଲ
ମଦ ନିଶାରେ ଥିଲେ, ଏମିତି ମୁକୁଳିଲେ
ମୁମ୍ବାଇ: ଭାରତର ଷ୍ଟାର ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ । କ୍ରିକେଟ୍ ପରେ ଯଦି ସେ କେବେ ବେଶି ଚର୍ଚ୍ଚାକୁ ଆସିଥିଲେ, ତାହା ଥିଲା ତାଙ୍କର ବ୍ୟକ୍ତିଗତ ଜୀବନ । ପତ୍ନୀ ଧନୁଶ୍ରୀ ବର୍ମାଙ୍କ ସହ ଛାଡ଼ପତ୍ର । ହେଲେ ଛାଡ଼ପତ୍ର ପରେ କିପରି ଥିଲା ଚହଲଙ୍କ ଅବସ୍ଥା ? ନିଜ ମୁହଁରେ ଗୋଟି ଗୋଟି କହିଲେ କ୍ରିକେଟର୍ । କିପରି ସେ ମଦ ନିଶାରେ ପଡ଼ିଥିଲେ ଓ ସେଥିରୁ ମୁକୁଳିବା ପାଇଁ କାହାର ସହାୟତା ନେଇଥିଲେ, ନିକଟରେ ଏକ ପଡକାଷ୍ଟରେ କହିଛନ୍ତି ।
ଚହଲ ତାଙ୍କ ସ୍ପିନ୍ରେ ସର୍ବୋତ୍ତମ ବ୍ୟାଟ୍ସମ୍ୟାନ୍ଙ୍କୁ ନଚାଇଛନ୍ତି । ଯଦିଓ ସେ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି କିନ୍ତୁ ପ୍ରତିବର୍ଷ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଗତ କିଛି ବର୍ଷ ଚହଲଙ୍କ ପାଇଁ ସହଜ ନଥିଲା । ଏହି ସମୟ ମଧ୍ୟରେ ତାଙ୍କୁ ଦଳରୁ ବାହାର କରାଯାଇଥିଲା ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇଥିଲା । ଏହି ସମୟ ମଧ୍ୟରେ ଚହଲ ମଧ୍ୟ ମଦ ନିଶାଗ୍ରସ୍ତ ହୋଇଯାଇଥିଲେ, ଯାହାରୁ ସେ ବହୁତ କଷ୍ଟରେ ସୁସ୍ଥ ହୋଇଛନ୍ତି ।

- ଧନୁଶ୍ରୀଙ୍କ ସହ ଛାଡ଼ପତ୍ର
- ପୁନର୍ବାସରେ ୨୮ ଦିନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ମ ଟି-୨୦ ଖେଳିବେ ଭୁବନେଶ୍ୱର ? BCCI ବଦଳାଇଲା ଟିମ୍ ଇଣ୍ଡିଆର ସ୍କ୍ୱାଡ୍
- "ଏବେ ପୂର୍ବାପେକ୍ଷା ଅଧିକ ଖୁସି"
Related Topics
Explore more stories