Facebook Ban Demand / ପିଲାଙ୍କ ପାଇଁ ନିଶା ପାଲଟିଲାଣି ସୋସିଆଲ ମିଡିଆ; ବ୍ୟାନ୍ ପାଇଁ ବଢିଲା ଡିମାଣ୍ଡ
·2 weeks ago·3 min read

Key Points
ଟେନସନରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ
ସୋସିଆଲ ମିଡିଆ ବ୍ୟାନ୍ ପାଇଁ ବଢୁଛି ଡିମାଣ୍ଡ
ପିଲାଙ୍କ ପାଇଁ ପାଲଟିଗଲାଣି ନିଶା
ସୋସିଆଲ ମିଡିଆ ବ୍ୟାନ୍ ପାଇଁ ବଢୁଛି ଡିମାଣ୍ଡ
ପିଲାଙ୍କ ପାଇଁ ପାଲଟିଗଲାଣି ନିଶା
ସୋସିଆଲ ମିଡିଆ । ଆମ ଦୈନନ୍ଦିନ ଜୀବନର ପାଲଟିଛି ଅବିଚ୍ଛେଦ୍ୟ ଅଂଶ । ସକାଳୁ ଉଠିଲେ ସୋସିଆଲ ମିଡିଆ । ଶୋଇବା ବେଳେ ସୋସିଆଲ ମିଡିଆ । ମନ ସବୁବେଳେ ସେଇଠି ରହୁଛି । ବିଶେଷ କରି ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଛନ୍ତି । ପିଲାଠୁ ବୁଢା ଏହା ସମସ୍ତଙ୍କ ପାଇଁ ନିଶା ପାଲଟିଲାଣି । ଫେସବୁକ୍, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ୍ର ବ୍ୟବହାର ଏତେ ବଢିଲାଣି ଯେ ଶେଷରେ ଅଭିଭାବକମାନେ ଏହାର ବ୍ୟାନ୍ ପାଇଁ ଦାବି କଲେଣି ।
ଆମେରିକାରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଅଭିଭାବକମାନେ ସ୍ଵର ଉଠାଇଛନ୍ତି । ନିକଟରେ ଏକ ସର୍ଭେ ଅନୁସାରେ ପ୍ରାୟ ୬୧% ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ଉପରେ ସରକାରଙ୍କ କଡ଼ା ନଜର ରଖିବାକୁ ଦାବି କରୁଛନ୍ତି । ସେହିପରି ୬୬% ଆମେରିକୀୟ ୧୬ ବର୍ଷରୁ କମ ବର୍ଷର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବା ପାଇଁ ଦାବି କରୁଛନ୍ତି । କମ୍ପାନୀଗୁଡ଼ିକ ଏଥିଲାଗି ବୟସ ଯାଞ୍ଚ ପ୍ରକ୍ରିୟା ଅନିବାର୍ଯ୍ୟ କରନ୍ତୁ ବୋଲି ସେମାନେ ମତ ରଖିଛନ୍ତି ।

- କାହିଁକି ଉଠିଲା ବ୍ୟାନ୍ ଦାବି ?
- 'ପିଲାଙ୍କ ପାଇଁ ନିଶା ପାଲଟିଛି ସୋସିଆଲ ମିଡିଆ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଟେନସନରେ ପଡ଼ିଲାଣି ମେଟା
ପଢନ୍ତୁ ଏହି ଖବର: ମୋଦିଙ୍କ AI-ମର୍ଫଡ୍ ଭିଡିଓ ତିଆରି ଅଭିଯୋଗ: ମେଟା ବିରୋଧରେ ମାମଲା ରୁଜୁ
- ବନ୍ଦ ହେବ କି ଫେସବୁକ୍ ଓ ଇନଷ୍ଟାଗ୍ରାମ ?
Related Topics
Explore more stories