Layoffs Pay / ଯାହାର ଛଟେଇ ହେବ ତାକୁ ମିଳିବ ୯ମାସର ଦରମା; ଟେକ୍ କମ୍ପାନୀର ବଡ଼ ଘୋଷଣା
·1 hour ago·2 min read

Key Points
ଛଟେଇ ହେଲେ ମିଳିବ ୯ମାସର ଦରମା
କେବଳ ଦରମା ନୁହେଁ, ମିଳିବ ଅନ୍ୟ ସୁବିଧା
ଘରୋଇ କମ୍ପାନୀର ଏହି ଘୋଷଣାକୁ ନେଇ ଚର୍ଚ୍ଚା
କେବଳ ଦରମା ନୁହେଁ, ମିଳିବ ଅନ୍ୟ ସୁବିଧା
ଘରୋଇ କମ୍ପାନୀର ଏହି ଘୋଷଣାକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ସମ୍ପ୍ରତି ମହଙ୍ଗା ଯୁଗରେ ଯେଉଁଠି ୯ଟାରୁ ୫ଟା ଚାକିରିରେ ମଧ୍ୟ ସାଧାରଣ ଜୀବିକା ନିର୍ବାହ ସମ୍ଭବ ହେଉନାହିଁ, ସେଇଠି ପ୍ରମୁଖ କମ୍ପାନୀଗୁଡ଼ିକ ପ୍ରତିଦିନ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି । ରାତାରାତି ଚାକିରି ହରାଇବା କର୍ମଚାରୀମାନଙ୍କ ପାଇଁ ମାନସିକ ଏବଂ ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକି କର୍ପୋରେଟ୍ ଚାକିରିଆଙ୍କୁ ଆଶ୍ଵସ୍ତି ଦେଇଛି । ଏଥର ଛଟେଇ ହେଲେ ମିଳିବ ୯ ମାସର ଚାକିରି । ତେବେ ଏକ ନିର୍ଦ୍ଦିଷ୍ଟ ଘରୋଇ ଟେକ୍ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏହି ଘୋଷଣା କରିଛି ।
ପ୍ରସିଦ୍ଧ ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ପୁଣି ଥରେ ବଡ଼ ପରିମାଣରେ କର୍ମଚାରୀମାନଙ୍କୁ ଛଟେଇ କରିବା ଆରମ୍ଭ କରିଛି । ଏପରି ସ୍ଥିତିରେ ଏକମାତ୍ର ଆଶ୍ୱସ୍ତିକର କଥା ହେଉଛି ଯେ କମ୍ପାନୀ ଚାକିରି ହରାଇଥିବା ଲୋକଙ୍କ ପାଇଁ ଏକ 'ବିଚ୍ଛେଦ ପ୍ୟାକେଜ୍' ଆଣିଛି, ଯାହାକୁ ଟେକ୍ ଶିଳ୍ପରେ ସର୍ବୋତ୍ତମ ଭାବରେ ବିବେଚନା କରାଯାଉଛି । ଏହା ନିଶ୍ଚିତ ଭାବରେ ଛଟେଇ ହେଉଥିବା କର୍ମଚାରୀଙ୍କୁ ମାନସିକ ଦୁଃଶ୍ଚିନ୍ତାରୁ ଦୂରେଇବ । ଏହି ନିଷ୍ପତ୍ତିକୁ ଅନେକ ଘରୋଇ ଚାକିରିଆ ସ୍ଵାଗତ କରିଛନ୍ତି ।
ପଢନ୍ତୁ ଏହି ଖବର: ପେଟ୍ରୋଲ କି ଡିଜେଲ ନୁହଁ; ଏଣିକି ଆବର୍ଜନା ବ୍ୟବହାର କରି ଚାଲିବ ବସ୍

- ୩୯ ସପ୍ତାହର ଦରମା ମିଳିବ
- ଦରମା ସହ ମିଳିବ ଏହି ସୁବିଧା
- ସମସ୍ତ କର୍ମଚାରୀଙ୍କୁ ୯ ମାସର ଦରମା ମିଳିବ କି?
ପଢନ୍ତୁ ଏହି ଖବର: ପେଟ୍ରୋଲ କି ଡିଜେଲ ନୁହଁ; ଏଣିକି ଆବର୍ଜନା ବ୍ୟବହାର କରି ଚାଲିବ ବସ୍
- କିଏ କେତେ ଟଙ୍କା ପାଇବେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories