WhatsApp Username / ୟୁଜରନେମ୍ ଫିଚର ଉପରେ ଆସିଲା WhatsAppର ଜବାବ; ଚିନ୍ତା ପ୍ରକଟ କରିଥିଲେ ସରକାର
·1 hour ago·2 min read

Key Points
ହ୍ଵାଟ୍ସଆପର ନୂଆ ୟୁଜରନେମ ଫିଚରକୁ ନେଇ ବିବାଦ
ଭାରତ ସରକାର ଜାରି କରିଥିଲେ ନୋଟିସ୍
ଆଜି ଜବାବ ରଖିଲା ମେଟା, ଜାଣନ୍ତୁ କଣ କହିଲା
ଭାରତ ସରକାର ଜାରି କରିଥିଲେ ନୋଟିସ୍
ଆଜି ଜବାବ ରଖିଲା ମେଟା, ଜାଣନ୍ତୁ କଣ କହିଲା
ନୂଆଦିଲ୍ଲୀ: ମେଟାର ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପର ୟୁଜରନେମ୍ ଫିଚରକୁ ନେଇ ଏବେ ବ୍ୟାପକ ଆଲୋଚନା ହେଉଛି । ସରକାର ମଧ୍ୟ ଏହି ଫିଚରକୁ ନେଇ ଗଭୀର ଚିନ୍ତିତ । ଯେତେବେଳେ ହ୍ଵାଟ୍ସଆପର ଏହି ଫିଚର ପାଇଁ ରିଜର୍ଭେସନ ଆରମ୍ଭ ହେବା ମାତ୍ରେ, ସରକାର ମେଟାକୁ ଏକ ନୋଟିସ ପଠାଇ ଏହି ଫିଚର ଉପରେ ଜବାବ ମାଗିଥିଲେ । କମ୍ପାନୀ ଏବେ ଏହି ବିଷୟରେ ସରକାରଙ୍କୁ ଜବାବ ଦେଇଛି ଏବଂ ସରକାର କମ୍ପାନୀର ପ୍ରତିକ୍ରିୟା ଯାଞ୍ଚ କରିବେ ।
ନୋଟିସରେ, ସରକାର ମେଟାକୁ ହ୍ୱାଟସଆପର ନୂତନ ଫିଚର ସମ୍ପର୍କରେ ଆଇଟି ଆଇନ ଏବଂ ନିୟମ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି, ଯାହା ସାଇବର ଅପରାଧ ବୃଦ୍ଧି କରିପାରେ । ସରକାର ମେଟାକୁ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥି ଭାବରେ ହ୍ୱାଟସଆପ ଭାରତୀୟ ଆଇଟି ଆଇନ ଏବଂ ନିୟମ ଅନୁଯାୟୀ ଏହାର ଫିଚର ଆଣିବା ଆବଶ୍ୟକ ।
ପଢନ୍ତୁ ଏହି ଖବର: ହ୍ବାଟ୍ସଆପ୍ର ନୂଆ Username ଫିଚରର ଯାଞ୍ଚ କରିବେ କେନ୍ଦ୍ର ସରକାର, ଅନଲାଇନ୍ ଫ୍ରଡ୍ ଆଶଙ୍କାରେ ବଡ଼ ପଦକ୍ଷେପ
ସୂଚନା ଥାଉ କି, ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କୁ ଆଉ ନିଜର ମୋବାଇଲ ନମ୍ବର ସେୟାର କରିବା ବାଧ୍ୟତାମୂଳକ ହେବନାହିଁ । ସେମାନେ କେବଳ ଏକ ନିର୍ଦ୍ଦିଷ୍ଟ ୟୁଜରନେମ ଜରିଆରେ ଚାଟିଂ କରିପାରିବେ । ସମସ୍ତ ୟୁଜରଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ବା ସ୍ଵତନ୍ତ୍ର ୟୁଜରନେମ୍ ରହିବ । ଏକା ୟୁଜରନେମରେ ଏକାଧିକ ଆକାଉଣ୍ଟ ହୋଇପାରିବ ନାହିଁ । ତଥାପି ଏଥିରୁ ସାଇବର ଠକେଇ ବଢିପାରେ ବୋଲି ଭାରତ ସରକାର ଆଶଙ୍କା କରି ହ୍ଵାଟ୍ସଆପକୁ ନୋଟିସ ଜାରି କରିଛନ୍ତି ।

- କାହିଁକି ଚିନ୍ତା କରୁଛନ୍ତି ସରକାର ?
- ଜବାବରେ କଣ କହିଲା ହ୍ଵାଟ୍ସଆପ୍ ?
ପଢନ୍ତୁ ଏହି ଖବର: ହ୍ବାଟ୍ସଆପ୍ର ନୂଆ Username ଫିଚରର ଯାଞ୍ଚ କରିବେ କେନ୍ଦ୍ର ସରକାର, ଅନଲାଇନ୍ ଫ୍ରଡ୍ ଆଶଙ୍କାରେ ବଡ଼ ପଦକ୍ଷେପ
ସୂଚନା ଥାଉ କି, ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କୁ ଆଉ ନିଜର ମୋବାଇଲ ନମ୍ବର ସେୟାର କରିବା ବାଧ୍ୟତାମୂଳକ ହେବନାହିଁ । ସେମାନେ କେବଳ ଏକ ନିର୍ଦ୍ଦିଷ୍ଟ ୟୁଜରନେମ ଜରିଆରେ ଚାଟିଂ କରିପାରିବେ । ସମସ୍ତ ୟୁଜରଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ବା ସ୍ଵତନ୍ତ୍ର ୟୁଜରନେମ୍ ରହିବ । ଏକା ୟୁଜରନେମରେ ଏକାଧିକ ଆକାଉଣ୍ଟ ହୋଇପାରିବ ନାହିଁ । ତଥାପି ଏଥିରୁ ସାଇବର ଠକେଇ ବଢିପାରେ ବୋଲି ଭାରତ ସରକାର ଆଶଙ୍କା କରି ହ୍ଵାଟ୍ସଆପକୁ ନୋଟିସ ଜାରି କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories